Monthly Archives

June 2024

ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ

ପୁରୀ: ରବିବାର ଅନବସର ଆରମ୍ଭ ହୋଇଥିବା ବେଳେ ବ୍ରହ୍ମଗିରି ଅଲାରନାଥ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇଛି । ଅଣସର ଦର୍ଶନ ଏକ ଅନନ୍ୟ ଦର୍ଶନ । ଅନବସର ସମୟରେ ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ପ୍ରାପ୍ତି ହେବାସହ ଜଗନ୍ନାଥ ଦର୍ଶନର ସମ ଫଳ ପ୍ରାପ୍ତି ହୋଇଥାଏ । ଏହି ବିଶ୍ୱାସକୁ…
Read More...

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ବୀରମହାରାଜପୁର ବିଧାୟକ

ଉଲୁଣ୍ଡା: ଆଜି ଦିନ ୧୧ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା । ଏହି ସମୟରେ ଗତକାଲି ବାଇକ ଦୁର୍ଘଟଣାରେ ଆହତ ହୋଇ ଚମ୍ପାମାଳ ଗ୍ରାମର ରୋହିତ ହୋତା ନାମକ ଜଣେ ଯୁବକ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ…
Read More...

ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କଲେ ବୌଦ୍ଧ ବିଧାୟକ
ହଟିଲା କଂକ୍ରିଟ ହେଲିପ୍ୟାଡ, କ୍ରୀଡାପଯୋଗୀ ହେବ

ବୌଦ୍ଧ,୨୨/୬:- ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ବୌଦ୍ଧ ଜିଲ୍ଲାର ଏକମାତ୍ର ଜିଲ୍ଲା ଷ୍ଟାଡିୟମ ପରିଦର୍ଶନରେ ଯାଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦ ବର୍ଷରୁ ଉର୍ଦ୍ଧ୍ୱ ହେଲା ଷ୍ଟାଡିୟମ ନିର୍ମାଣ ଚାଲିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କ୍ରୀଡାପଯୋଗୀ ହୋଇନଥିବାରୁ ବିଧାୟକ କ୍ଷୋଭ ପ୍ରକାଶ…
Read More...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୧/୬:- ବୌଦ୍ଧଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ପ୍ରସ୍ତୁତି ଆଜି ଜିଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଓ କଣ୍ଟାମାଳ ବିଧାୟକ…
Read More...

ନୈତିକତାକୁ ବ୍ରତ ପାଇଁ ଡାକ୍ତରଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ

ବଲାଙ୍ଗିର,୨୧/୬:- ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଆଜି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ…
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ରୀୟ ଜନସଂଚାର କାର୍ଯ୍ୟାଳୟ,ଫୁଲବାଣୀ ପକ୍ଷରୁ ଯୋଗ ଦିବସ ପାଳିତ

ଫୁଲବାଣୀ : ଗୁମା ଗୁମାଗଡ଼ ସ୍ଥିତ ନୃସିଂହ ସିଂହନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ରୀୟ ଜନସଂଚାର କାର୍ଯ୍ୟାଳୟ, ଫୁଲବାଣୀ ତରଫରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ- ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉଚ୍ଚ ବିଦ୍ୟାଳୟର…
Read More...

କାଳବୈଶାଖୀ ଉଡ଼ାଇନେଲା ଛପର

ଦଶପଲ୍ଲା : - ଗତକାଲି ଦଶପଲ୍ଲା ପଶ୍ଚିମାଞ୍ଚଳ ବାଣୀଗୋଛା ଥାନା ଅନ୍ତର୍ଗତ ନେଫାରୀ ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ । କାଲି ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ନେଫାରୀ ଗ୍ରାମର ଗରିବ ଆଦିବାସୀ ମହିଳା ସୁମିତ୍ରା କହଁରଙ୍କ ଝାଟିମାଟି ଆଜବେଷ୍ଟ ଘରକୁ ସଂପୂର୍ଣ୍ଣ ଭାବେ ମାଟିରେ…
Read More...

ଟ୍ରକ୍‌ ତଳେ ଶୋଇଥିବା ବେଳେ ଉଡ଼ିଗଲା ଡ୍ରାଇଭରଙ୍କ ପ୍ରାଣବାୟୁ

ବାଲିଗୁଡ଼ା: ଟ୍ରକ୍‌ ତଳେ ଶୋଇଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନସ୍ଥ ବୁଢ଼ାନଈ ନିକଟରେ ଘଟିଛି ଏଭଳି ଘଟଣା ।ଟ୍ରକର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଞ୍ଚ ଦିନ ହେବ ରାସ୍ତା କଡ଼ରେ ଗାଡ଼ି ରଖି ଜଗିଥିଲେ ଡ୍ରାଇଭର । ମୃତ ଟ୍ରକ୍‌ ଡ୍ରାଇଭର ଖୋର୍ଦ୍ଧା…
Read More...

ରାଜ୍ୟର ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ

ଭୁବନେଶ଼୍ବର,: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି । ଏହାର ପ୍ରଭାବରୁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ରାଜ୍ୟର ୨୪ଟି ଜିଲ୍ଲାକୁ ମୌସୁମୀ ବାୟୁ ଛୁଇଁଥିବା ଜଣାପଡ଼ିଛି । ଅନ୍ୟ ୬ଟି ଜିଲ୍ଲା- ମୟୁରଭଞ୍ଜ, ବାଲେଶ଼୍ବର, ସୁନ୍ଦରଗଡ଼, କେନ୍ଦୁଝର ଏବଂ…
Read More...

ବନାଂଚଳ ସ୍ତରୀୟ ବନସୁରକ୍ଷା ସମିତି କର୍ମଶାଳା

ଚମ୍ପୁଆ: ଚମ୍ପୁଆ ବନାଂଚଳ କାର୍ଯ୍ୟାଳୟ ଠାରେ ବନସୁରକ୍ଷା ସମିତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍‌ଡି ହନୁମନ୍ତ ଯୋଗ ଦେଇ ବନ ସୁରକ୍ଷା ସମିତିର କାର୍ଯ୍ୟ ଓ ମଣିଷ ସମାଜର ସାମାଜିକ କାର୍ଯ୍ୟଶୈଳୀ ଉପରେ ପ୍ରଭାବ…
Read More...