Monthly Archives

June 2024

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ କଟକଣା

ପୁରୀ : ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା । ତେବେ ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ କଟକଣା । ଆଜି ଅର୍ଥାତ୍‌ ଶୁକ୍ରବାର ରାତି ୧୦ ଟାରୁ ଆସନ୍ତାକାଲି ଶନିବାର ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଶେଷ ପର୍ଯ୍ୟନ୍ତ ଏହି ଟ୍ରାଫିକ କଟକଣା ଲାଗୁ କରିଛି ପୁରୀ…
Read More...

ଜାରକାରେ ଦୁଇ ଠିକାଦାରଙ୍କ ଘରେ ଜିଏସଟି ବିଭାଗର ଚଢ଼ାଉ

ଯାଜପୁର/ଧର୍ମଶାଳା: ଯାଜପୁର ଧର୍ମଶାଳା ଥାନା ଜାରକା ସ୍ଥିତ ୨ ଠିକାଦାର ଗୌତମ ସାହୁ ଓ ଗଜେନ୍ଦ୍ର ବେହେରା କାର୍ଯ୍ୟାଳୟରେ ଟିକସ ଫାଙ୍କି ଅଭିଯୋଗରେ ଆଜି କେନ୍ଦ୍ରୀୟ ଜୀଏସଟି ପକ୍ଷରୁ ଅଚାନକ ଚଡାଉ କରାଯାଉଛି । ସୂଚନା ମୁତାବକ ଆଜି କେନ୍ଦ୍ରୀୟ ଦଳର ଏକ ଟିମ ଜାରକାରେ ପହଂଚି ଠିକାଦାର ଗୌତମ…
Read More...

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଚାଉଳ ଏଟିଏମ୍‌ ଖୋଲିବେ ରାଜ୍ୟ ସରକାର

ଭୁବନେଶ୍ୱର,୨୦।୬: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଏହି ଚାଉଳ ଏଟିଏମ୍‌ ଖୋଲିବ। ଏଥିପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ…
Read More...

ନୂଆଗାଁ ବ୍ଲକରେ ଖୋଲିଲା ସ୍କୁଲ

ନୂଆଗାଁ : ନୂଆଗାଁ ବ୍ଲକ ମଧ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଆଜି ସକାଳୁଆ ବିଦ୍ୟାଳୟ ଆରମ୍ଭ ହୋଇଯାଇଛି । ଛାତ୍ରଛାତ୍ରୀ ଅତି ଖୁସି ମନରେ ବିଦ୍ୟାଳୟକୁ ମାଡି ଆସିଥିଲେ ପାଠ ପଢିବା ପାଇଁ । ଆଜି ଅଧିକାଂଶ…
Read More...

ଘୋଷଯାତ୍ରା ଲାଗି ଚଳଚଞ୍ଚଳ ରଥ ଖଳା

ପୁରୀ : ପବିତ୍ର ଘୋଷ ଯାତ୍ରା ଲାଗି ଚଳଚଞ୍ଚଳ ରଥ ଖଳା । ତିନି ରଥର ପ୍ରଥମ ଭୂଇଁ ପ୍ରେମ ନିର୍ମାଣ ଶେଷ ହେବାସହ ତିନି ରଥର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡ଼ାଯାଇ କଣ୍ଟା ବସିବା ପାଇଁ ଦଉଡିରେ ବାନ୍ଧେଣୀ ପଡିଛି । ତିନିରଥ ଛନ୍ଦାଗୟଳ ମୋଡା ଶେଷ । ତିନି ରଥର ମୋଟ ୩୨ ଗୋଟି ଗୟଳ…
Read More...

ବହୁ ଚର୍ଚ୍ଚିତ ସୂଚନା କର୍ମୀ ହତ୍ୟା ମାମଲା, ୱାରେଣ୍ଟ୍ ବଳରେ ଦୁଇ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ପୁଣି ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ୍ । ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣଙ୍କ ମଧ୍ୟରୁ ଏବେବି ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଉକ୍ତ ହତ୍ୟା…
Read More...

ଭତ୍ତା ଟଙ୍କା ପାଇଁ ଆଈକୁ ପିଟି ପିଟି ମାରିଦେଲା ନାତି

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଭଳୁଖାଇରେ ଭତ୍ତା ଟଙ୍କା ପାଇଁ ଆଈକୁ ପିଟି ପିଟି ମାରିଦେଲା ନାତି । ଅଭିଯୁକ୍ତ ନାତିକୁ ଗାଁ ଲୋକେ ଗୋଡାଇ ଗୋଡାଇ ରାଜକୁ କାବୁ କରିଥିଲେ । ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ । ବେଲପଡା ଥାନା ପୁଲିସ୍‌ ଗାଁରେ ପହଞ୍ଚି…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗୁ ଚାଷୀ ଭାଇମାନେ ଖୁବ ଉପକୃତ ହେଉଛନ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ ଗସ୍ତ କରି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଉତ୍ସବରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଆଜି ଓଡିଶାର ୩୧.୬୨ ଲକ୍ଷ ଚାଷୀ ୬୩୨.୪୮ କୋଟି ଟଙ୍କା ପାଇଲେ। ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ…
Read More...

ପୋଲିସ ସହାୟତା କେନ୍ଦ୍ର ଉଦଘାଟନ କଲେ ନୟାଗଡ଼ ଏସ୍‌ପି ରାହୁଲ ଜୈନ

ନୟାଗଡ଼,୧୮/୬:- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଏନଏସି ଅଞ୍ଚଳରେ ବିଜେ ପ୍ରଭୁ ଶ୍ରୀ ଶ୍ରୀ ରଘୁନାଥଙ୍କ ମନ୍ଦିର ପରିସରରେ ଏକ ଫାଣ୍ଡି ଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ନହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା । ଏହି ମନ୍ଦିର ପରିସରରେ ୯ ଦିନ ବ୍ୟାପି ରାମନବମୀ ଯାତ୍ରା ଓ ଅନ୍ୟାନ୍ୟ…
Read More...

ଦଳିଦେଲା ଦନ୍ତା, ଜଣେ ମୃତ

ହରଭଙ୍ଗା :ଦଳି ଦେଲା ଦନ୍ତା ହାତୀ, ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢ଼ହଳ ସଂରକ୍ଷିତ ଜଙ୍ଗଲରେ । ମୃତକ ହେଲେ ବାରିଙ୍ଗ ଗୁରାପଡ଼ା ସାହିର ୫୦ ବର୍ଷୀୟ କାଶୀନାଥ ପ୍ରଧାନ ବୋଲି ଜଣାପଡିଛି । ସୂଚନା ମୁତାବକ…
Read More...