Monthly Archives

June 2024

ବାଣ ବିସ୍ଫୋରଣ ଘଟଣା, ଅପରିଚିତଙ୍କ ଠିକଣା ପାଇଁ ସହଯୋଗ ଜରୁରୀ

ପୁରୀ : ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୋଖରୀ ବାଣ ଦୁର୍ଘଟଣାରେ ଆହତ ହୋଇ କଟକ ବଡ ଡାକ୍ତରଖାନା ବା ଏସସିବି ରେ ଚିକିତ୍ସାଧିନ ଜନୈକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ବ୍ୟକ୍ତିଙ୍କ ନାମ ଦିବ୍ୟ ରଞ୍ଜନ ସାହୁ, ପିତାଙ୍କ ନାମ ଦୁଷ୍ମନ୍ତ ସାହୁ ଏବଂ ଠିକଣା ପୁରୀ ବୋଲି ଡାକ୍ତରଖାନାରେ ଉଲ୍ଲେଖ…
Read More...

ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ: ତିନି ରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ମୋଟ ୩୧ ଗୋଟି ଚକ ନିର୍ମାଣ ସହ ତିନି ରଥର ମୂହାଣ୍ଟ, ନିରାଡ଼ି, ଖମ୍ବ, ଓରା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତାଳଧ୍ୱଜ ରଥର ମୋଟ ୧୪ ଚକ ମଧ୍ୟରୁ ୧୦ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ୧୧ତମ ଚକରେ ସଂଯୁକ୍ତ ପଇ ସାମାନ୍ୟ ଚଡକି…
Read More...

ଆତ୍ମସମର୍ପଣ କଲେ କେଜ୍‌ରିୱାଲ

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଶେଷ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି। ନିର୍ବାଚନ ପ୍ରଚାରର ୨୧ ଦିନ ପାଇଁ ସୁପ୍ରିମକୋର୍ଟ କେଜ୍‌ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।…
Read More...

ଭୋଟ୍‌ ଗଣନା ପ୍ରସ୍ତୁତି ନେଇ ସୂଚନା ଦେଲା ପ୍ରଶାସନ

ବୌଦ୍ଧ,୨/୬:- ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆସନ୍ତା ୪ ତାରିଖ ଦିନ ହେବାକୁ ଥିବା ଭୋଟ ଗଣତି ପାଇଁଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ, ପ୍ରେସ କ୍ଲବ ଓ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନଙ୍କୁ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।…
Read More...

ସଂରକ୍ଷିତ ଜଙ୍ଗଲରୁ ଦୁଇ ଶିକାରୀ ଗିରଫ ; ବନ୍ଧୁକ,ଗୁଳି,ବାରୁଦ ଜବତ

ବାଲିଗୁଡ଼ା: ଶିକାର କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ ସମେତ ୧୦ଟି ଅଫୁଟା ଗୁଳି,୧୨୦ ଗ୍ରାମ୍‌ ବାରୁଦ, ଦୁଇଟି ଦିଆସିଲି,ଦୁଇଟି ଟର୍ଚ୍ଚ ଲାଇଟ୍‌ ଓ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ବନ…
Read More...

କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରେ ୨୩ଟିକିଆ ହାତୀପଲ

ହରଭଙ୍ଗା,୨/୬:- ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ସୁନା ଖଣିଆରେ ଏକ ବଡ଼ ହାତୀ ପଲ ଆସିଥିବା ବେଳେ ଯାତାୟତ ଥିବା ବାଟୋଇଙ୍କୁ ବନ୍ୟ ପ୍ରାଣୀ ବିଭାଗ ଦ୍ୱାରା ସଚେତନ କରାଯାଉଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ଉକ୍ତ ରେଞ୍ଜରେ ହାତୀ ଗଣନା କାର୍ଯ୍ୟ…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଶେଷକୃତ୍ୟ ସମ୍ପନ୍ନ,ଗଭୀର ଶୋକପ୍ରକାଶ କଲେ ଜିଲ୍ଲାପାଳ

କେନ୍ଦୁଝର,୨/୬:- କେନ୍ଦୁଝରର ଗର୍ବ ଓ ଗୌରବ ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କ ବିୟୋଗ ପରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘ ବର୍ଷ ଧରି କଣ୍ଢେଇ ନୃତ୍ୟ ପରିବେଷଣ କରି ସ୍ୱର୍ଗତ କୁଅଁର ଏହି ଲୁପ୍ତପ୍ରାୟ ଲୋକକଳାର ବ୍ୟାପକ ପ୍ରଚାର ପ୍ରସାର କରି ଲୋକଙ୍କ ପାଖରେ…
Read More...

ବ୍ୟବସାୟୀ ସୁନୀଲ ସାହୁ ଘର ଡକାୟତି କେଶରେ ୧୩ ଜଣ ଗିରଫ

ନବରଙ୍ଗପୁର,୨/୬:- ନବରଙ୍ଗପୁର ଜିଲ୍ଲା ଡଙ୍ଗରଭେଜା ଗ୍ରାମରେ ବ୍ୟବସାୟୀ ସୁନୀଲ ସାହୁଙ୍କ ଘରେ ଗତ ମେ ୧୪ ତାରିଖ ରାତିରେ ଡକାୟତି ହୋଇଯାଇଥିବାବେଳେ ନବରଙ୍ଗପୁର ପୋଲିସ ୧୨ ଜଣ ଡ଼କାୟତ ଓ ଚୋରି ସୁନା ଅଳଙ୍କାର କିଣିଥିବା ସୁନାରୀଙ୍କୁ ଗିରଫ କରିଛି । ଏନେଇ ଏସପି ରୋହିତ ବର୍ମା ଏକ ପ୍ରେସ…
Read More...