Monthly Archives

July 2024

ରାତିରେ ହେଉଥିଲା ଗୋରୁ ଚାଲାଣ

ସୂଚନା ମତେ ଖୋର୍ଦ୍ଧା - ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ସିଙ୍ଗାଣି ବିଡା ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଦୁର୍ଘଟଣା l ବୌଦ୍ଧ ପଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ୧୮ ଗୋଟି ଗୋରୁ ବୋଝେଇ ଏକ ବୋଲେରୋ ପିକଅପ ପୁରୁଣାକଟକ ଥାନା ସିଙ୍ଗାଣି ବିଡା
Read More...

ଓଡ଼ିଶୀ ନୃତ୍ୟ ମହାଗୁରୁଙ୍କର ୩୮ ତମ ଶ୍ରଦ୍ଧାଞ୍ଜଳୀ

ତ୍ରିଧାରା ଓ ହେଲଥ୍ ଅନ୍ ଟପ୍ ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶୀ ନୃତ୍ୟର ମହାଗୁରୁ ସ୍ବର୍ଗତ ଗୁରୁ ଡକ୍ଟର ଦେବପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳୀ ସମାରୋହ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ରାଜ୍ୟପାଳ
Read More...

ରମାଦେବୀ ପୁରାତନ ଛାତ୍ରୀ ସଙ୍ଘ ତରଫରୁ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର : ରମାଦେବୀ ମହିଳା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ବବିଦ୍ୟାଳୟ) ର ପୁରାତନ ଛାତ୍ରୀ ତଥା ରାଜ୍ୟର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ଆଜି ପୁରାତନ ଛାତ୍ରୀ ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀମତୀ ପାଢ଼ୀ କୁନ୍ତଳାକୁମାରୀ ଗ୍ରନ୍ଥାଗାରରେ କୁନ୍ତଳା କୁମାରୀକଂ
Read More...

ବସ ତଳେ ଫସିରହିଥିଲେ ୧୦ ଯାତ୍ରୀ

ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ପୋଲ ତଳକୁ ଖସିଲା ଯାତ୍ରୀବାହି ବସ l ବସ ତଳେ ଚାପି ହୋଇ ରହିଥିଲେ ୧୦ଯାତ୍ରୀ l ପ୍ରାୟ ୩୦ରୁ ଉର୍ଦ୍ଧ ଯାତ୍ରୀ ଆହତ l ସୂଚନା ଅନୁଯାଇ ଗତ କାଲି ମଧ୍ୟ ରାତ୍ରରେ ଭୁବନେଶ୍ୱର ଠାରୁ ମାଲକାନଗିରି ଅଭିମୁଖେ ଯାଉଥିବା
Read More...

ଷଷ୍ଠ ଅଧିବେଶନରେ ଜିଲ୍ଲା ପରିଷଦର ପଞ୍ଚମ ବୈଠକ

ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଧ୍ୟକ୍ଷ ଜିଲ୍ଲାପରିଷଦ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ଉପସଭାପତି ଜିଲ୍ଲାପରିଷଦ ବର୍ଷାରାଣୀ ମୁଣ୍ଡା, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ବନଖଣ୍ଡ ଅଧିକାରୀ ମଗର ଧନାଜି
Read More...

ପଦ୍ମଶ୍ରୀ ପୁରସ୍କୃତ କମଳା ପୂଜାରୀଙ୍କ ଦେହାନ୍ତ

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କୃଷିବିତ୍ କମଳା ପୂଜାରୀଙ୍କ ଦେହାନ୍ତ ଖବର ଶୁଣି ସାରା ଓଡିଶା ବାସି ଦୁଃଖିତ ଓ ମର୍ମାହତ । ଧାନ ସଂରକ୍ଷଣ ଓ ଜୈବିକ ଚାଷ କ୍ଷେତ୍ରରେ ତାଙ୍କ ଅବଦାନ ଓଡ଼ିଶାକୁ ଗର୍ବିତ କରିଛି । ଏହି ଶୋକାକୁଳ ସମୟରେ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ସାହସ ପ୍ରଦାନ
Read More...

ରୋଗୀ ହନ୍ତସନ୍ତ, ମାଲାମାଲ ଘରୋଇ ଔଷଧ ଦୋକାନୀ

ଦାନଗଦୀ : ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟିରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି କାରଣ ଶିଳ୍ପନଗରୀ ରେ ଏହି ଗୋଟିଏ ମେଡିକାଲ ଉପରେ ରାତି ପାହିଲେ ହଜାର ହଜାର ଲୋକ ନିର୍ଭର କରନ୍ତି, ଦାନଗଦୀ ବ୍ଲକର ତେଇଶି ଗୋଟି ପଞ୍ଚାୟତ ସହ ଖଣି ଓ କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରମୁଖ
Read More...

ଗମ୍ଭୀରଙ୍କ ଅଧୀନରେ ଖେଳିବାକୁ ହେବ ଜାଣି ବିରାଟ ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ଆଇପିଏଲ ସମୟରେ ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କ ସମ୍ପର୍କ ଯଥେଷ୍ଟ ଖରାପ ହୋଇଯାଇଥିଲା। ବର୍ତ୍ତମାନ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିବାରୁ କ୍ରିକେଟପ୍ରେମୀମାନେ ଭୟ କରୁଛନ୍ତି ଯେ ଏହି ଦୁଇ ତାରକା ପୁଣି ମୁହାଁମୁହିଁ ହୋଇପାରନ୍ତି। ତେବେ ଏଭଳି
Read More...

ଅପରାଧୀମାନଙ୍କର ତାଲିକା ପ୍ରସ୍ତୁତି ପାଇଁ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଲେ ଉତ୍ତରାଞ୍ଚଳ ଆଇଜି

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଅପରାଧୀଙ୍କ ଘର ଭାଙ୍ଗିବା ପରେ ଆକ୍ସନ ମୋଡରେ ପୁଲିସ। ପ୍ରାଥମିକ ପର୍ଯ୍ୟାୟରେ ଅପରାଧୀମାନଙ୍କର ତାଲିକା ପ୍ରସ୍ତୁତି ପାଇଁ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଯେକେହି ବି ସରକାରୀ ଜାଗା ଜବରଦଖଲ କରି ସଂଗଠିତ
Read More...

ବଢିଲା ଆଇଏଏସ ପୂଜା ଖେଡକରଙ୍କ ଅଡ଼ୁଆ, ମାମଲା ରୁଜ୍ଜୁ କଲା ୟୁପିଏସସି

ନୂଆଦିଲ୍ଲୀ: ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ ମାମଲା ରୁଜୁ କରିଛି। ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି
Read More...