Monthly Archives

July 2024

ଭିନ୍ନକ୍ଷମଙ୍କ ପାଇଁ ସହାୟତା କେନ୍ଦ୍ର

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ହେଲା ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲ ଭୀମସାର।‌ ସେଠାରେ ହଜାର ହଜାର ରୋଗୀ ସେମାନଙ୍କ ସ୍ୱାସ୍ଥ୍ୟଜନିତ ଅସୁବିଧା ନିରାକରଣ ଉପରେ ନିର୍ଭରଶୀଳ। ଉକ୍ତ ରୋଗୀମାନଙ୍କ ମଧ୍ୟରେ ପ୍ରତ୍ୟହ ବହୁଳ ସଂଖ୍ୟାରେ ଭିନ୍ନକ୍ଷମ,
Read More...

ସମ୍ବଲପୁରୀ ଦିନକୁ ସରକାରୀ କ୍ୟାଲେଣ୍ଡରରେ ସ୍ଥାନ ପାଇଁ ଅନୁରୋଧ I

ସମ୍ବଲପୁର : ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟ ନାରାୟୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ପ୍ରଥମରେ ଏଠାରେ ପାଳିତ ରାଜ୍ଯସ୍ତରୀୟ ସମ୍ବଲପୁରୀ ଦିନ ପାଳନ ପାଇଁ ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ନିମନ୍ତ୍ରଣ କରାଯାଇଛି।
Read More...

ମା ଗୃହରେ ବିଧାୟକଙ୍କ ଆଲୋଚନା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ନବ ନିର୍ବାଚିତ ବିଧାୟକ ମାନ୍ୟବର ଉମାଚରଣ ମଲ୍ଲିକ ବାଲନ୍ଦାପଡା ଠାରେ ସ୍ୱାତୀ ଦ୍ୱାରା ପରିଚାଳିତ ମା ଗୃହକୁ ଗତକାଲି ପରିଦର୍ଶନ କରି ଗର୍ଭବତୀ ମା ମାନଙ୍କ ସହିତ ଆଲୋଚନା କରିଥିଲେ। ସ୍ଥାନୀୟ ପାଞ୍ଚ ଗୋଟି ପଞ୍ଚାୟତ ତଥା ବାଲନ୍ଦାପଡା, ଲୁଇସିଂ,
Read More...

ଶ୍ରମିକସଂଘ ତରଫରୁ ଲପଙ୍ଗା ମାଲଗୋଦାମର ଉଦ୍ଘାଟନ

ରେଙ୍ଗାଲି : ବ୍ଲକ ଅନ୍ତର୍ଗତ ଲପଙ୍ଗା ରେଲୱେ ଷ୍ଟେସନ ନିକଟରେ ଆଜି ଭାରତୀୟ ରେଲୱେ ମାଲଗୋଦାମ ଶ୍ରମିକସଙ୍ଘ ତରଫରୁ ଲପଙ୍ଗା ମାଲଗୋଦାମ ର ଉଦ୍ଘାଟନ ଏବଂ ସ୍ଥାନାନ୍ତର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ,ଭାରତୀୟ ରେଲୱେ ମାଲଗୋଦାମ ଶ୍ରମିକସଙ୍ଘ ରାଷ୍ଟ୍ରୀୟ ପ୍ରଭାରୀ
Read More...

ଏବିଭିପିର ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ

ଫୁଲବାଣୀ : ଫୁଲବାଣୀ ସ୍ଥିତ ମା ନାରାୟଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ସନ୍ଧ୍ୟାରେ ଏବିଭିପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କନ୍ଧମାଳ ଜିଲ୍ଲାରେ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ୬୦୦୦ ଅଧିକ ସଦସ୍ୟ ଥିବା ଆକଳନ କରାଯାଇଛି । ଚଳିତ ମାସ ୧୮
Read More...

ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଜରୁରୀ

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଦୁଇଦିନ ହେବ ଚାଲି ଗୁରୁବାର ଉଦ‌ଯାପିତ ହୋଇଛି । ବିଦ୍ୟାଳୟର ଖେଳପଡ଼ିଆ ମିନି ଷ୍ଟାଡ଼ିୟମ୍ ରେ ଆୟୋଜିତ ଉତ୍ସବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ୧୯୬୦ ମସିହାରୁ
Read More...

ଦୁଇ ଓଡି ମଧ୍ୟରେ ମୁହାଁମୁହିଁ ଧକ୍କା

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର କୁଆଁରିଆ ଛକ ନିକଟରେ ଦୁଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି | ଦୁଇଟିଯାକ କର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ସନ୍ଧ୍ୟା ପ୍ରାୟ ୭ଟା ସମୟରେ କାର୍ (ଓଡି ୦୩ ଆର୍
Read More...

ଶାଗୁଆନ ଗଣ୍ଡି ସହିତ ୨ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ବନ ବିଭାଗକୁ ମିଳିଛି ବଡ଼ ସଫଳତା l 3ଶାଗୁଆନ ଗଣ୍ଡି ସହିତ ୨ ଜଣଙ୍କୁ ଗିରଫ ସହ ଗୁରୁବାର କୋର୍ଟ ଚଲାଣ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ସୂଚନା ଅନୁଯାଇ ପୁରୁଣାକଟକ ରେଞ୍ଜ ଅଧିନସ୍ଥ ରତନ ପୁର ଗ୍ରାମରେ ଶାଗୁଆନ ଗଣ୍ଡିରୁ କରତ ସାହାଯ୍ୟରେ
Read More...

ପଟ୍ଟା ପାଇଲେ ବୁଗୁଡା କଲୋନୀ ଗ୍ରାମବାସୀ

ଦଶପଲ୍ଲା : ଦୀର୍ଘ ୭୦ ବର୍ଷର ନିରବଚ୍ଛିନ୍ନ ସଂଘର୍ଷ ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍, ଟାକରା ଗ୍ରାମପଞ୍ଚାୟତ ର ଆଦିବାସୀ ଗ୍ରାମ, ବୁଗୁଡା କଲୋନୀ ଗ୍ରାମବାସୀଙ୍କୁ ଆଜି ଦଶପଲ୍ଲା ତହସିଲଦାର ସୃତିରଂଜନ ଶତପଥି ଗ୍ରାମର ୩୭ ଟି ଆଦିବାସୀ ପରିବାରକୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି।
Read More...

ତିନି ଠାକୁରଙ୍କ ନୀଳାଦ୍ରି ବିଜେ

ସୁବର୍ଣ୍ଣପୁର : ନବ ଦିନାତ୍ମକ ଯାତ୍ରା ସାରି ମାଉସୀମା ମନ୍ଦିରରୁ ବାହୁଡା଼ ଯାତ୍ରା ଦିନରୁ ବାହାରି ଥିବା ଶ୍ରୀଜିଉଙ୍କ ତିନିରଥ ଆଜି ମଝିପଡାରୁ ରଥ ଖଳାକୁ ପହଞ୍ଚିଛି । ଆଜି ମଝିପଡା ଛକ ରେ ମହାପ୍ରଭୁଙ୍କଠାରେ ଭୋଗ ଲାଗି ହେବା ସହ ଆଳତୀ ନିତି କାନ୍ତି ପରେ ତିନିରଥକୁ ଭକ୍ତ ମାନେ ରଥ ଖଳା ଯାଏ
Read More...