Monthly Archives

July 2024

ଚାଉଲାକାଳ ମାଲିକଙ୍କ ଘରେ ଡକାଇତି

ସମ୍ବଲପୁର : ବୟସ୍କଙ୍କୁ ବାନ୍ଧି ଛୁଆଙ୍କ ବେକରେ ଛୁରୀ ରଖି ୨୦୦ଗ୍ରାମ ସୁନା ନଗଦ ୧ଲକ୍ଷ ଲୁଟି ଦୁର୍ବୁର୍ତ୍ତ ଫେରାର, ପୋଲିସହାତ ଖାଲିଚିପିଲିମା, ୧୭/୭(ହି.ପ୍ର )ସମ୍ବଲପୁର ଜିଲ୍ଲାରେ ଥିବା ଅନେକ ଚାଉଳକଳ ମାଲିକଙ୍କ ଘରେ ସଶସ୍ତ୍ର ଡକାଇତି ସବୁ ହେଉଥିବାବେଳେ, ଗତ ୪ମାସ ମଧ୍ୟରେ ୧୩ଟି ମିଲ
Read More...

କୃତଜ୍ଞତା ଜଣାଇଲେ ବିଧାୟକ

ନୟାଗଡ଼ - ପଞ୍ଚମ ଥର ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏଥି ନିମନ୍ତେ ସେ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଲୋକ ମାନଙ୍କ ଦୁଃଖ ସୁଖରେ ସାମିଲ ହେବା ସହିତ ଜନତାଙ୍କୁ କୃତଜ୍ଞତା ଜଣାଉଛନ୍ତି । ଆଜି ନୟାଗଡ଼ ବ୍ଲକର ନବଘନପୁର, ଲେଙ୍କୁଡ଼ିପଡ଼ା,
Read More...

ଦୁଷ୍କର୍ମ ଅଭିଯୋଗରେ ଦଣ୍ଡିତ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାସ, ଆଜି ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ମାମଲାର ୧୪ ଜଣ ସାଖି, ଡାକ୍ତରୀ ରିପୋର୍ଟ ଏବଂ ପିଡିତାଙ୍କ ବୟାନ ଆଧାରରେ ଦୋଷୀ ସାବ୍ୟସ୍ତ କରି ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ୧୦
Read More...

ଅବ୍ୟବସ୍ଥା ଘେରରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର

ବୌଦ୍ଧ : ସ୍ୱଚ୍ଛ ପରିମଳ ଓ ସ୍ୱାସ୍ଥ୍ୟ କର ପରିବେଶ ଥିବା ଚିକିତ୍ସାଳୟ ରେ ରୋଗୀ ଚିକିତ୍ସା ହେଉଥିବା ସ୍ଥଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜନଗହଳିପୁର୍ଣ ପୁରୁଣାକଟକ ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖା ଦେଇଛି l ଉକ୍ତ ଚିକିତ୍ସାଳୟ ରେ ହରଭଙ୍ଗା ବ୍ଲକ ର
Read More...

ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର

ଗଜପତି : ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବଡ଼ ଏକାଦଶୀ ତଥା ହରି ଶୟନ ଏକାଦଶୀ ପାଳିତ ହୋଇଛି। ଏହି ଏକାଦଶୀ ତଥା ବଡ଼ ଏକାଦଶୀ ପାଳନ ସକାଶେ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଛି। ଏହି ଏକାଦଶୀ ପାଳନ କଲେ ବହୁ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି। ଆଜି ସନ୍ଧ୍ୟା ସମୟରେ
Read More...

ଶ୍ରଦ୍ଧାଳୁ ଓ ତିର୍ଥଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ

ପୁରୀ : ଶ୍ରୀ ତ୍ରିନାଥଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରଦ୍ଧାଳୁ ଓ ତିର୍ଥଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି। ଷ୍ଟେସନ ସମ୍ମୁଖରେ ସଦସ୍ୟ ମାନେ ପ୍ରାୟ ୫ହଜାର ଶ୍ରଦ୍ଧାଳୁ ଙ୍କୁ ଏହି ରନ୍ଧା ଖାଦ୍ୟ ବଣ୍ଟନ
Read More...

ଅଭିନନ୍ଦନ ଓ ସମ୍ବର୍ଦ୍ଧନାର ସଭା

କେନ୍ଦ୍ରାପଡ଼ା : ଚବିଶ ବର୍ଷର ବିଜେଡି ସରକାରକୁ ୨୦୨୪ ସାଧାରଣ ନିର୍ବାଚନରେ ପରାଜିତ କରି ଶାସନ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି I ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜେପି ଖୁବ ଭଲ ପଦର୍ଶନ କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ କେବଳ ସାଂସଦ ପ୍ରାର୍ଥୀ ଓ ମହାକଳପଡା ବିଧାୟକ
Read More...

ଦୂରଦୃଷ୍ଟି ଅଭାବରୁ ଫେଲ୍‌ ମାରିଛି ବସୁଧା ଯୋଜନା

ଦେବଗଡ ବାରକୋଟ : ସରକାର ଦୁର୍ଗମ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମବାସୀଙ୍କ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ଥିଲା। ମାତ୍ର ଦୂରଦୃଷ୍ଟି ଅଭାବରୁ ଏହି ଯୋଜନା ଦେବଗଡ
Read More...

ବ୍ରତୋପନୟନ ର ୩ଦିନ ପରେ ନବବଟୁଙ୍କ ମୃତ୍ୟୁ

ସମ୍ବଲପୁର : ଟ୍ରାକ୍ଟର ଧକ୍କାରେ ନବବଟୁ ଆରୁଷଙ୍କ ମୃତ୍ୟୁ, ଅଞ୍ଚଳବାସୀ କ୍ଷୁବ୍ଧ I ସମ୍ବଲପୁର ଗୋପାଳମାଳ ଅଞ୍ଚଳର ସୁଧୀର ଚାନ୍ଦଙ୍କ ଏକମାତ୍ର ପୁଅ ଅଂଶ ଓରଫ ଆରୁଷ (୧୩)ଙ୍କ ଗତ ଶୁକ୍ରବାର କେତେ ହସଖୁସିରେ ଶୁଭ ବ୍ରତୋପନୟନ ହୋଇଥିବାବେଳେ,ସୋମବାର ମାମୁଁଘର ବୁର୍ଲାଥାନା କଳାମାଟିକୁ
Read More...

ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ଫୁଲବାଣୀ: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ 2024 ପାଳିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ତଥା ଆଶିଷ ଇଶ୍ୱର ପାଟିଲ, କନ୍ଧମାଳର ଡିସି ଆକ୍ସନ ଏଡ଼ ଇଣ୍ଡିଆ ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି, କନ୍ଧମାଳର ଡି ଏସ ଡବ୍ଲ୍ୟୁ ଓ
Read More...