Monthly Archives

July 2024

ମହାନଦୀର କୁମ୍ଭୀରକୁ ନେଇ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ପକ୍ଷରୁ ସଚେତନତା

ହରଭଙ୍ଗା : ଚଳିତ ବର୍ଷ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ପକ୍ଷରୁ ବୁଧବାରଦିନ ଜଳଚର ସିଂଶ୍ରପ୍ରାଣୀ କୁମ୍ଭୀର ଦାଉରୁ ରକ୍ଷା ପାଇବା ପାଇଁ ବିଭାଗ ପକ୍ଷରୁ ଆଜି ସତର୍କ ସୂଚନା ଦିଆଯାଇଛି l ସlତକୋଶିଆ
Read More...

ରେଲୱେ ଫ୍ଲାଏଓଭର ପାଇଁ ହନ୍ତସନ୍ତ ସାଧାରଣ ଲୋକେ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠୁ ସ୍ୱପ୍ନେ ସେତୁ ପର୍ଯ୍ୟନ୍ତ ରାସ୍ତା କାମ ସରିଲାଣି l ଅଥଚ ରେଙ୍ଗାଲି ରେଲୱେ ଫ୍ଲାଏଓଭର ନହେବାରୁ ସାଧାରଣ ଲୋକେ ଗଲା ବେଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି l ସବୁଜାଣିଶୁଣି ପ୍ରଶାସନ ନିରବ ପାଲଟୁଛି l ସାଧାରଣ ଲୋକଙ୍କ ପାଇଁ ଏବେ ମୁଣ୍ଡ
Read More...

ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ, ଛିଣ୍ଡିଲା 11କେଭି ବିଦ୍ୟୁତ ତାର

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି l ଫଳରେ ବର୍ଷା ପ୍ରଭାବରେ ହରଭଙ୍ଗା ବ୍ଲକରେ ଗତ କାଲି ଚାରିଛକ -ଟିକରପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ଝାରଖମଣ ଛକ ଠାରେ ଏକ ବିରାଟ ତେନ୍ତୁଳି ଗଛ ପଡ଼ି ରାସ୍ତା ଅବୋରୋଧ ହୋଇଥିଲା l ଅନ୍ୟ ପଟେ ଗଛ ପଡିବା ଫଳରେ ଛତ୍ରଙ୍ଗ
Read More...

ତହସିଲଦାରଙ୍କୁ ନିଯୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଦାରିଙ୍ଗବାଡ଼ି : ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତ କରିବା ପାଇଁ ଦାରିଙ୍ଗବାଡି ବ୍ଲକ ୧୧ନମ୍ବର ଜୋନ ଅନ୍ତର୍ଗତ ୮ପଞ୍ଚାୟତ ଜନପ୍ରତିନିଧି ମାନେ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ସାକ୍ଷାତ କରି ଲିଖିତ ଦାବିପତ୍ର
Read More...

ଦଶଦିନ ହେଲା ବିଞ୍ଜଗଡ ଗାଁ ଅନ୍ଧାରରେ

ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିଞ୍ଜଗଡ ଗ୍ରାମରେ ଆଜକୁ ଦଶ ଦିନ ହେବ ବିଦ୍ୟୁତ୍ ଟ୍ରାନସ୍ଫର୍ମର ପୋଡି ହୋଇଥିବାରୁ ଗ୍ରାମ ବାସୀ ଅନ୍ଧାରରେ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ବର୍ତ୍ତମାନ ଲଗାଣ ବର୍ଷା ଓ ବର୍ଷା ଋତୁରେ ନଦୀ ନାଳ, ଗାଡ଼ିଆ ପୋଖରୀ ବିଲରେ
Read More...

ବ୍ରିଜ୍ କାମରେ ଦୁର୍ନୀତିର ଗନ୍ଧ, ହାତ ମାରିଲେ ବାହାରୁଛି ପିଚୁ

ବ୍ରିଜ୍ ଓ ରାସ୍ତା କାମରେ ଖର୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା I ହାତ ମାରିଲେ ବାହାରୁଛି ପିଚୁ, ତିନି ମାସ ନହେଉଣୁ ଖସି ଦବି ଗଲାଣି ବ୍ରିଜ୍ ରାସ୍ତା। ଅମରା ଡାଳିମ୍ବପୁର ବ୍ରିଜ କାମରେ ହାତ ମାରିଲେ ବାହାରୁଛି ପିଚୁ I ଏହି ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି
Read More...

୬ କିଲୋମିଟର ଖଟିଆରେ ବୁହା ହେଲେ

ବାଲିଗୁଡ଼ା : ଲଗାଣ ବର୍ଷାରେ ରାସ୍ତା ଖରାପ ଯୋଗୁଁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଏକ ଦଉଡ଼ିଆ ଖଟରେ ୬ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ଭଣ୍ଡରଙ୍ଗି
Read More...

ଦୁର୍ଦ୍ଦିନରେ କୁଆଁରୀଆ ବିସ୍ଥାପିତ ଦୁର୍ଯୋଧନ

ଦଶପଲ୍ଲା : ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଘର ନା ଖାଇବାକୁ ଅଛି ଆହାର। ଶେଷରେ ଦୁର୍ଘଟଣାରେ ଚାଲିଗଲା ଗୋଡ଼। ଗୋଡ଼ ହରାଇ, ବାସସ୍ଥାନ ହରାଇ ଶେଷରେ ବାସ ଚ୍ୟୁତ ହୋଇଗଲେ ଦୁର୍ଯ୍ୟଧନ। ଏବେ ଘରକୁ ଅଛି ନା ବିଦ୍ୟୁତ୍ ସେବା, ନା ପକ୍କାଘର ନା ଖାଇବାକୁ ଆହାର। ଶେଷରେ କଣ୍ଢେଇ ଧରାଇ ଭଣ୍ଡାଇ ଦେଲେ
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ନବରଙ୍ଗପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଆର.ସି.ଡ଼ି ନୋଡାଲ ଉଚ ବିଦ୍ୟାଳୟ, ନବରଙ୍ଗପୁର ପ୍ରାଙ୍ଗଣରେ “ଶିଶୁ ଯତ୍ନ ଓ ଶିଶୁ ସୁରକ୍ଷା ଆଇନ ଏବଂ ଶିକ୍ଷା ଅଧିକାର ଆଇନ” କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା
Read More...

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ଦେବଗଡ଼ : ରିଆମାଳ ବ୍ଲକ୍ କୋଲ୍ହାବସା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ଆସିଥିବା ୩୭ଟି ଅଭିଯୋଗ ଶୁଣାଣି କରି ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗୀୟ
Read More...