Monthly Archives

July 2024

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ଯାଜପୁର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ୍ ଅଗ୍ରୱାଲ, ଜାଜପୁରଙ୍କ ଦାନଗଦି ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଯାଇଅଛି। ଉକ୍ତ ଶିବିରରେ ଜିଲ୍ଲାପାଳ
Read More...

ସରୋଜ ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ

ବୌଦ୍ଧ : ଓଡିଶା ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ନିଯୁକ୍ତି ମିଳିଛି । ସେହିପରି ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ନିଯୁକ୍ତି ମିଳିଛି । ଏହି ନିଯୁକ୍ତି ମିଳିବା ପରେ ସେମାନଙ୍କୁ
Read More...

ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ

ଚମ୍ପୁଆ : ରେଞ୍ଜରେ ବହୁ ଦିନ ହେଲା ହାତୀପଲ ରହିଆସୁଥିବାବେଳେ ଆଜି ଭଣ୍ଡା ସେକ୍ସନ ଅନ୍ତର୍ଗତ ଜ୍ୟୋତିପୁର ନିକଟରେ ୨୭ ଟିକିଆ ହାତୀ ପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଗତକାଲି ଏହି ହାତୀ ପଲ ତିନି ଭାଗରେ ବିଭକ୍ତ ହୋଇ ଜ୍ୟୋତିପୁର ବିଟ ଅଞ୍ଚଳର ବାଲିପଶି, ନିଶାଗଡ଼ିଆ, ମୌଦି ଅଞ୍ଚଳରେ ଏକର
Read More...

ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ବୌଦ୍ଧ : ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ, ବୌଦ୍ଧ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଗୁରୁ ପୂଜନ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ସଙ୍ଘ ଚାଳକ ମାନନୀୟ ସୂର୍ୟ୍ୟକାନ୍ତ ଦଳବେହେରା ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲା ବୌଦ୍ଧିକ
Read More...

ରେଙ୍ଗାଲି ବ୍ଲକରେ ସାମୁହିକ ଜନ ଶୁଣାଣି

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକରେ ଆଜି ସାମୁହିକ ଭାବରେ ଜନଶୁଣାଣୀ ଅନୁଷ୍ଠିତ ହେଇଯାଇଛି । ରେଙ୍ଗାଲି ଅଂଚଳ ରେ ଦୀର୍ଘ ଦିନହେବ ଅଭିଯୋଗ ବନ୍ଦ ଥିବା ବେଳେ ଏହାର ସମାଧାନ କରିବା ପାଇଁ ଆଜି ସମ୍ବଲପୁର ଜିଲ୍ଲାପାଳ ସମ୍ବଲପୁର ଆରକ୍ଷ୍ୟ ଅଧିକାରୀ ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...

ମହୁଲ ପୋଚ ସହ ଦେଶି ମଦ ଜବତ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଅବକାରୀ ବିଭାଗ ତରଫରୁ ଗତକାଲି ଚଢ଼ାଉ କରି ତିଲେଇମାଲର ମଗପଡା ଏବଂ ପାଖରେ ଥିବା ଜଙ୍ଗଲରୁ ପାଖାପାଖି ୩୦୦୦ ଲିଟର ମହୁଲ ପୋଚ ସହ ୨୫୦ ଲିଟର ଦେଶୀ ମଦ ଜବତ କରିବା ସହ ସେମାନେ ତିଆରି କରୁଥିବା ସ୍ଥାନକୁ ମଧ୍ୟ ଭାଙ୍ଗି ଚୁରମାର କରିଛି ଅବକାରୀ
Read More...

ମହିଳା ପିଅନଙ୍କ ବ୍ୟବହାର ଅତିଷ୍ଟ ଅଧ୍ୟାପକ ଅଧ୍ୟାପିକା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ଦେଖା ଦେଇଛି ବିବାଦ। ପିଅନ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ରହୁନି ସମନ୍ୱୟ। ଫଳରେ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନରୁ କର୍ମଚାରୀଙ୍କ ମଧ୍ୟରେ ଥିବା ବାଦବିବାଦ କଥା ହାଟରେ ଯାଇ ଦାଣ୍ଡରେ ଗଡୁଛି। ଏଭଳି
Read More...

ଶ୍ରାବଣର ପ୍ରଥମ ପାଳି ପାଇଁ ବୋଲବମ ଭକ୍ତଙ୍କ ଭିଡ

ଶ୍ରାବଣର ସ୍ପର୍ଶରେ ସବୁଜିମା ହୋଇଛି ସାରା ସଂସାର। ଶ୍ରାବଣର ପ୍ରଥମ ବୃଷ୍ଟି ଜଳରେ ନଦୀମାନେ ହୋଇଛନ୍ତି ପୂର୍ଣ୍ଣଗର୍ଭା। ନୂତନ ଜଳରେ ଉନ୍ମାଦିତ ହୋଇଛି ନଦୀ ଗର୍ଭ । ଏହି ନୂତନ ଜଳକୁ ନେଇ ଦେବ ଦେବ ମହାଦେବଙ୍କ ପାଖରେ ଜଳ ଲାଗି କଲେ ଅକ୍ଷୟ ଐଶ୍ୱର୍ୟ୍ୟ ପ୍ରାପ୍ତି ହୁଏ ବୋଲି ରହିଛି ବିଶ୍ୱାସ।
Read More...

ବୃକ୍ଷ୍ୟ ଲଗାଅ ଜୀବନ ବଞ୍ଚାଅ

କେନ୍ଦ୍ରାପଡ଼ା : ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚ ଭୁବନେଶ୍ୱର ଓ ଈଶାନେଶ୍ୱର ସାଂସ୍କୃତିକ ପରିଷଦ ମାଣ୍ଡିଆ-ରାଘବପୁର ମିଳିତ ସହଯୋଗରେ ରାଘବପୁର ପଞ୍ଚାୟତ ଅନ୍ତର୍ଗତ ଈଶାନେଶ୍ୱର ଓ ଦଧିବାବନ ମନ୍ଦିର ପରିସରରେ ଏକ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ସୁରକ୍ଷା ମଞ୍ଚ
Read More...

ଆର ଏସ ଏସ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ଫୁଲବାଣୀ : ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ଏହି ଅବସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଙ୍ଘ ଶାଖା ଫୁଲବାଣୀ କନ୍ଧମାଳ ପକ୍ଷରୁ ଶ୍ରୀ ଗୁରୁ ଦାକ୍ଷିଣା କାର୍ୟ୍ୟକ୍ରମ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ କନ୍ଧମାଳ ସଙ୍ଘ ପରିଚାଳକ ରମେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା
Read More...