ବାର୍ଡ ଫ୍ଲୁ ସଂକ୍ରମଣ ଅଂଚଳ ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ
ପୁରୀ : କେନ୍ଦ୍ରୀୟ ବିଶେଷଜ୍ଞ ଦଳ ବାର୍ଡ ଫ୍ଲୁ ସଂକ୍ରମଣ ଅଂଚଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁରୀ ଜିଲ୍ଲା ପିପିଲି , ସତ୍ୟବାଦୀ ପରେ ନିମାପଡା ଓ ଡେଲାଙ୍ଗରେ ବାର୍ଡ ଫ୍ଲୁ ଚିହ୍ନଟ ହେବାପରେ ରାଜ୍ୟ ସରକାରଙ୍କ ପ୍ରାଣୀ ଚିକିତ୍ସା ବିଭାଗ ତତ୍ପର ହୋଇଥିଲା । ସଂକ୍ରମିତ!-->…
Read More...
Read More...