Monthly Archives

September 2024

ଦଶହରା ପାଇଁ ଆଦର୍ଶ ଥାନା ପକ୍ଷରୁ ବ୍ୟାପକ ପଦକ୍ଷେପ

ବୌଦ୍ଧ : ଆଗାମୀ ପାର୍ବଣ ଉତ୍ସବ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଆଗାମୀ ଦଶହରା ଉତ୍ସବ ପାଇଁ ଶାନ୍ତିଶୃଙ୍ଖଳାର ସହିତ ସମାପନ ନିମନ୍ତେ ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
Read More...

ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିରେ ସ୍ୱଚ୍ଛତା ହିଁ ସେବା ଅଭିଯାନ

ଭବାନୀପାଟଣା, 28/9(ହୀ.ପ୍ର): ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣି ଜନସମୁଦାୟରେ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସ୍ୱଚ୍ଛତା ହି ସେବା ଅଭିଯାନର ଅଂଶସ୍ୱରୂପ
Read More...

ବୁର୍ଲାରେ ବିଧାୟକଙ୍କ ଦ୍ୱାରା ନୂତନ ରାସ୍ତା ଓ ପାର୍କ ଶୁଭାରମ୍ଭ

ଚିପିଲିମା, ୨୮/୯(ହି. ପ୍ର ) ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ବୁର୍ଲା ଶକ୍ତିନଗର ୬ ନମ୍ବର ୱାର୍ଡସ୍ଥିତ ଫେବର ବ୍ଲକ ଏବଂ ନବ ନିର୍ମିତ ରାସ୍ତା ଶୁଭାରମ୍ଭ , ନବନିର୍ମିତ ପାର୍କର ଉଦଘାଟନ ଏବଂ ଶୁଭାରମ୍ଭ ହୋଇଯାଇଛି I ସମ୍ବଲପୁର ମହାନଗର ଦ୍ୱାରା ଏହି ରାସ୍ତାର ନିର୍ମାଣ ପାଇଁ
Read More...

ତେଲେଙ୍ଗାନାରେ ବଜ୍ରାଘାତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ନୂଆପଡ଼ା ୨୮/୦୯(ହୀ.ପ୍ର) ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳ ରୁ ପ୍ରତିବର୍ଷ ଶହ ଶହ ଦାଦନ ଶ୍ରମିକ କାମ ଅନ୍ୱେଷଣ ରେ ବାହାର ରାଜ୍ୟ କୁ ଯାଇଥାନ୍ତି । ହେଲେ ସେଠାରେ କାମ କରି ଦୁଇ ପଇସା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ ବଦଳରେ ଅନେକ ଶବ ହୋଇ ଘରକୁ ଫେରୁଛନ୍ତି । ତଥାପି ବାହାର ରାଜ୍ୟ
Read More...

ଲୋକଙ୍କୁ କ୍ଷୁଦ୍ର ଶସ୍ୟ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ହେଉଛି ମିଲେଟ ମିଶନର ଲକ୍ଷ୍ୟ

ନୂଆପଡ଼ା ୨୮/୦୯(ହୀ.ପ୍ର) ଖାଦ୍ୟ ସୁରକ୍ଷା ଯୋଜନାରେ ଏବେ ଏକ ପ୍ରଚଳିତ ଶବ୍ଦ ହେଉଛି ମିଲେଟ ମିଶନ। ମିଲେଟ୍ ମିଶନର ଲକ୍ଷ୍ୟ ହେଉଛି ଲୋକଙ୍କୁ କ୍ଷୁଦ୍ର ଶସ୍ୟ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଇବା । ଏଥିପାଇଁ ଚାଷୀ ମାନଙ୍କୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରା ଯାଉଛି । ବିଶେଷ କରି ମାଣ୍ଡିଆ
Read More...

ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ଉପ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର:ଲୋକସେବା ଭବନର କନଭେନସନ ହଲରେ ଆଜି ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଯେଉଁ ଜିଲ୍ଲାର
Read More...

ଆଇପିଏସ ଅରୁଣ ଷଡ଼ଙ୍ଗୀ  ହେଲେ ଓପିଏସସି ଚେୟାରମ୍ୟାନ୍

କଟକ: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ଏବେ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ
Read More...

ଆସନ୍ତାକାଲି ମେଗା ସ୍ୱାସ୍ଥ୍ୟ ଶିବିର, ଏହାର ସୁଯୋଗ ନେବାକୁ ସାଧାରଣ ଲୋକଙ୍କୁ ଧର୍ମଶାଳା ବିଧାୟକ କଲେ ନିବେଦନ

ଯାଜପୁର/ଧର୍ମଶାଳା: ପୁଣି ଥରେ ସାଧାରଣ ଧର୍ମଶାଳାବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଅଣ୍ଟା ଭିଡିଛନ୍ତି ଧର୍ମଶାଳ ନବନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ ) । ଆସନ୍ତାକାଲି ଧର୍ମଶାଳା ମହୋତ୍ସବ ପଡିଆ ଠାରେ ଆୟୋଜନ କରିବେ ଏକ ବିଶାଳ ମେଗା ସ୍ୱାସ୍ଥ୍ୟ ମେଳା । ଏହି ଶିବିରରେ
Read More...

କୁନି ଝିଅର ହାର୍ଟ ଅପରେସନ ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ନିବେଦନ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଖଣ୍ଡାହାତ ପଞ୍ଚାୟତ କାର୍ଯ୍ୟାଳୟରେ ଅଧସ୍ଥନ କର୍ମଚାରୀ ହିସାବରେ କାର୍ଯ୍ୟ କରୁଛନ୍ତି ଦରମା କଥା ନକହିବା ଭଲ । ଏବେ ଝିଅଟିର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଝିଅଟି ଦୁଇମାସ ପାଞ୍ଚ ଦିନ ତଳେ ବାପା ଗୋବିନ୍ଦ ପଧାନ ଓ ମାତା
Read More...

ବଡ଼ଦରଲୀପଡାରେ ଝାଡାବାନ୍ତି; ଦୁଇ ମୃତ, ତିନି ଗୁରୁତର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ପଞ୍ଚାୟତ ବଡ଼ଦରଲୀପଡା ଠାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତ ବ୍ୟକ୍ତି ଦ୍ୱୟ ବଲମତ ମାଝୀ (୨୨) ଓ ପୁରୁନ୍ଦର ମାଝୀ
Read More...