Monthly Archives

September 2024

ବାଲିଗୁଡ଼ାରେ ଘରୋଇ ଚକ୍ଷୁ ଡାକ୍ତରଖାନା ଉଦଘାଟିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଖୋଲିଲା ଘରୋଇ ଚକ୍ଷୁ ଡାକ୍ତରଖାନା ଦାଶ ଚକ୍ଷୁ ଚିକିତ୍ସାଳୟ । ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ବିଜୟ କୁମାର ପଣ୍ଡା ରିବନ କାଟି ଚକ୍ଷୁ ଚିକିତ୍ସାଳୟର ଶୁଭ ଉଦଘାଟନ କରିଛନ୍ତି । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚକ୍ଷୁ ରୋଗୀଙ୍କ ପାଇଁ…
Read More...

ବାର୍ଡ ଫ୍ଲୁ ସଂକ୍ରମଣ ଅଂଚଳ ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ

ପୁରୀ : କେନ୍ଦ୍ରୀୟ ବିଶେଷଜ୍ଞ ଦଳ ବାର୍ଡ ଫ୍ଲୁ ସଂକ୍ରମଣ ଅଂଚଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁରୀ ଜିଲ୍ଲା ପିପିଲି , ସତ୍ୟବାଦୀ ପରେ ନିମାପଡା ଓ ଡେଲାଙ୍ଗରେ ବାର୍ଡ ଫ୍ଲୁ ଚିହ୍ନଟ ହେବାପରେ ରାଜ୍ୟ ସରକାରଙ୍କ ପ୍ରାଣୀ ଚିକିତ୍ସା ବିଭାଗ ତତ୍ପର ହୋଇଥିଲା । ସଂକ୍ରମିତ…
Read More...

ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ଗିରଫ ଘଟଣା, ପ୍ରତିପକ୍ଷଙ୍କୁ ଗିରଫ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ବିଜେଡି କର୍ମୀ

ପାଟଣାଗଡ଼ ; ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ବ୍ଲକ ପରିସରରେ ଗଣ୍ଡଗୋଳ ଘଟଣାରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ଦୁଇଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ପ୍ରତିପକ୍ଷଙ୍କ ବିରୁଦ୍ଧରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପାଟଣାଗଡ଼…
Read More...

ରାଜନୀତିରେ ପ୍ରବେଶ କରିବେ ଭିନେଶ ଓ ପୁନିଆ

ନୂଆଦିଲ୍ଲୀ : କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ ଓ ବଜରଂଗ ପୁନିଆଙ୍କୁ ନେଇ ଏକ ବଡ଼ ଖବର ଆସିଛି। ରାହୁଲଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା I ଉଭୟ କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତା ମାସରେ ହରିୟାଣା ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ମାହୋଲ…
Read More...

୨ ଫୁଟ୍‌ ଚଉଡା ଜମିରେ ବିଳାସପୂର୍ଣ୍ଣ କୋଠା

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକ ଘରର ଭିଡ଼ିଓ। ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘର। ଦେଖିଲେ ବିଶ୍ବାସ କରିପାରିବେନି। ୨ ଫୁଟ୍‌ ଚଉଡ଼ା ଜମିରେ ଘର ନିର୍ମାଣ କଲେ ଜଣେ ବ୍ୟକ୍ତି। ଆପଣ ଅନେକ ପ୍ରକାର ଘର ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘର ଦେଖାଇବୁ ଯାହାକୁ ଦେଖିଲେ ଆପଣ…
Read More...

ଜାଲ୍‌ ନୋଟ୍‌ କାରବାର ପଛରେ ଓଡ଼ିଶା ମାଷ୍ଟରମାଇଣ୍ଡ

ମଦ୍ରାସାରେ ଜାଲ୍‌ ନୋଟ୍‌ କାରବାର। ଅଚାନକ ରେଡ୍ ପରେ ମିଳିଲା ହଜାର ହଜାର ଜାଲ୍‌ ନୋଟ୍। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଉତ୍ତର ପ୍ରଦେଶ : ଜାଲ୍‌ ନୋଟ୍‌ କାରବାର ପଛରେ ମାଷ୍ଟରମାଇଣ୍ଡ ଜଣେ ଓଡ଼ିଆ ବୋଲି ଜଣାପଡିଛି I ମଦ୍ରାସାରେ ଛପା ଯାଉଥିଲା ଜାଲ୍‌ ନୋଟ୍‌ । ଅଚାନକ ରେଡ୍ ପରେ…
Read More...

ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲେ ୪ ଭାରତୀୟ

ଆମରେିକା : ଆମରେିକା ଟେକ୍ସାସରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାରି ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଯୁବତୀଙ୍କ ସମେତ ୪ ଜଣ ଭାରତୀୟ ରହଛନ୍ତି । ଏସୟୁଭି କାରରେ ନିଆଁ ଲାଗିବା ଯୋଗୁଁ ସମସ୍ତଙ୍କ ଶରୀର ଜଳିଯାଇଛି । ମୃତକଙ୍କ ପରିଚୟ ମିଳିପାରୁ ନାହିଁ । ଡିଏନଏ…
Read More...

ମହାନଦୀକୁ ଡ଼େଇଁଥିବା ଦୁଇ ଯୁବକ ନିଖୋଜ

କଟକ : ପୁଣି ମହିନଦୀକୁ ଡ଼େଇଁ ନିଖୋଜ। ମଙ୍ଗଳବାର ଅପରାହ୍ନରେ ଜଣେ ଯୁବକ ମହାନଦୀକୁ ଡ଼େଇଁଥିବା ବେଳେ ରାତିରେ ଆଉ ଜଣେ ସମାନ ପଦକ୍ଷେପ ଉଠାଇଛନ୍ତି। ଅଗ୍ନିଶମ ବିଭାଗ ଖୋଜାଖୋଜି କରୁଥିଲେ ବି ନିଖୋଜ ଯୁବକଦ୍ୱୟଙ୍କ ପତ୍ତା ମିଳି ପାରିନି। କଟକ ମଧୁସୁଦନ ସେତୁ ଉପରୁ ନଦୀକୁ ଡ଼େଇଁ ନିଖୋଜ ହୋଇ…
Read More...

କେବେ ଓ କେଉଁ ଷ୍ଟାଡିୟମରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍, ଇତିହାସରେ ଏହା ତୃତୀୟ ଫାଇନାଲ୍ ମ୍ୟାଚ୍ ହେବ। ଏହି ମ୍ୟାଚ୍‌ ଜୁନ୍‌ ୧୧ରୁ ୧୫ ତାରିଖ ମଧ୍ୟରେ ଖେଳାଯିବ। ତେବେ ଜୁନ୍‌ ୧୬ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍-୨୦୨୫ର ଫାଇନାଲ ମ୍ୟାଚ୍‌ର ତାରିଖ ଓ ଭେନ୍ୟୁ ଘୋଷଣା…
Read More...

ସିବିଆଇ ରିମାଣ୍ଡରେ ସନ୍ଦୀପ ଘୋଷ

ପଶ୍ଚିମବଙ୍ଗ : ୮ ଦିନିଆ ରିମାଣ୍ଡରେ ସନ୍ଦୀପ ଘୋଷ I ଆରଜି କର ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ରିମାଣ୍ଡରେ ନେଇଛି ସିବିଆଇ I ସନ୍ଦୀପ ଘୋଷଙ୍କ ରିମାଣ୍ଡରେ ଯାଇଥିବା ଅନ୍ୟ ୩ ଜଣ ହେଲେ ବିପ୍ଲବ ସିଂହ, ସୁମନ ହଜାରା ଓ ଅଫସର…
Read More...