Monthly Archives

September 2024

୬ଜଣଙ୍କୁ ଘାଇଲା କଲା ଶୃଗାଳ

ଶୃଗାଳ ଆକ୍ରମଣରେ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ଶୃଗାଳକୁ ଘେରିବା ସହ ପିଟି ପିଟି ମାରିଦେଲେ ଉତ୍ତରପ୍ରଦେଶର : ବାଘ, ଚିତାବାଘ, ଗଧିଆ ଭଳି ବନ୍ୟଜନ୍ତୁଙ୍କ ଆତଙ୍କ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଲାଗି ରହିଛି। ଏହି ଭିତରେ ହମିରପୁରରେ ଶୃଗାଳ ଆକ୍ରମଣରେ ଗୋଟିଏ…
Read More...

କାର୍ଯ୍ୟକ୍ଷମ ହେଲାନି ଉଠା ଜଳସେଚନ ପ୍ରକଳ୍ପ

ନିର୍ମାଣର ୬ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି ଉଠା ଜଳସେଚନ ପ୍ରକଳ୍ପ I ନିର୍ମାଣ ହେଲା ହେଲେ ପାଣି ମାଡ଼ି ପାରିଲା ନାହିଁ ଜମିକୁ। ଦେବଗଡ : ଦେବଗଡ ଜିଲ୍ଲାର ବାରକୋଟ ବ୍ଲକର ରାଇତାବାହଳ ପଞ୍ଚାୟତ ଖଣ୍ଡାମ ଗ୍ରାମରେ ୬ବର୍ଷ ପୂର୍ବରୁ ନିର୍ମିତ ଉଠା ଜଳସେଚନ ପ୍ରକଳ୍ପ ବର୍ତ୍ତମାନ…
Read More...

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କେଏସ୍‌ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ବଡ଼ ସଫଳତା

ପୁରୀ : ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କେଏସ୍‌ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ବଡ଼ ସଫଳତା । ଗତ ମାସ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତିନି ଦିନ ଧରି କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଓଡିଶା ଟାଇକୋଣ୍ଡୋ ସଙ୍ଘ ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କିରୋଗୀ ଏବଂ…
Read More...

ବାଘଛାଲ ସହ ହରିଣ ଶିଙ୍ଗ ଜବତ, ତିନି ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରେଞ୍ଜ ବନବିଭାଗକୁ ମିଳିଛି ସଫଳତା । ଗିରଫ ହୋଇଛନ୍ତି ତିନି ଅଭିଯୁକ୍ତ । ଗତ ରବିବାର ଦିନ ୩:୩୫ ମିନଟ ସମୟରେ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ବନବିଭାଗ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଫୁଲବାଣୀ ଏସିଏଫ…
Read More...

ଦୁଷ୍କର୍ମକାରୀଙ୍କୁ ମିଳିବ କଡ଼ାଦଣ୍ଡ, ପଶ୍ଚିମବଙ୍ଗ ବିଧାନସଭାରେ ଘୋଷଣା ହେଲା ‘ଅପରାଜିତା’ ବିଲ୍‌

ଅପରାଜିତା ବିଲ୍‌କୁ ଐତିହାସିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ I ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭାରେ ଆଜି ସର୍ବସମ୍ମତି କ୍ରମେ ଦୁଷ୍କର୍ମ ବିରୋଧୀ ‘ଅପରାଜିତା ମହିଳା ଓ ଶିଶୁ ସୁରକ୍ଷା’ ବିଲ୍‌ ପାରିତ ହୋଇଛି । ଏହି ବିଲରେ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ…
Read More...

ନୋଡାଲ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିସ୍କାର ଅଭିଯାନ

ଦେବଗଡ : ବାରକୋଟ ବ୍ଲକ ଡଁରା ପଞ୍ଚାୟତ ସମିତି ନୋଡାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ପ୍ରାୟ ୨ଟା ଯାଏଁ ରାଷ୍ଟ୍ରୀୟ ଆବିସ୍କାର ଅଭିଯାନ ୨୦୨୪ ଅନ୍ତର୍ଗତ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି। ଏଥିରେ ବାରକୋଟ ବ୍ଲକର ୧୭ ଟି ସାଧନା…
Read More...

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷୀ ଦେଲେ ଅରୁଣ ବୋଥ୍ରା

ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା ମାମଲାରେ ସାକ୍ଷୀ ଦେଲେ ଅରୁଣ ବୋଥ୍ରା। ଏହି ଘଟଣାକୁ ୬ ବର୍ଷ ପୂରି ଯାଇଥିଲେ ବି କୋର୍ଟରେ ଏହାର ଶୁଣାଣି ଏବେ ବି ଚାଲିଛି। ମଙ୍ଗଳବାର ପାଟଣାଗଡ଼ ଏଡ଼ିଜେଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତକଳୀନ…
Read More...

ପୋଲିସ ଭ୍ୟାନକୁ ପିଟିଲା ୧୦୮ ଆମ୍ବୁଲାନ୍ସ

ହୋମଗାର୍ଡ ମୃତ, ଆଇଆଇସି ଆହତ I ବାରିପଦା : ପୋଲିସ ଗାଡ଼ି ସଂପୂର୍ଣ୍ଣ ଚୁରମାର୍ । ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ଆଇଆଇସିଙ୍କ ସମେତ ୪ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନା ପହଞ୍ଚିବାକୁ ପ୍ରଥମେ ଖୋଜାପଡ଼େ ଆମ୍ବୁଲାନ୍ସ। ମାତ୍ର ଜୀବନ ନେଇଗଲା…
Read More...

ଭାରତୀୟ ତଟରକ୍ଷୀ ବାହିନୀର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ପୋରବନ୍ଦର ଉପକୂଳ ନିକଟରେ ବଡ଼ ଅଘଟଣ I ସୂଚନା ଅନୁସାରେ ପୋରବନ୍ଦର ଉପକୂଳ ନିକଟ ଆରବ ସାଗରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଏହି ଅଘଟଣ ଘଟିଛି । ହେଲିକପ୍ଟରରେ ଚାରିଜଣିଆ ଚାଳକ ଟିମ୍ ରହିଥିଲେ। ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ ଚାଳକ ଟିମର ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ମାତ୍ର…
Read More...

ରାସ୍ତା ନିର୍ମାଣ ପାଇଁ ଗୁହାରି କେହି ନଶୁଣିବାରୁ ରାସ୍ତା ନିର୍ମାଣ କରିଲେ ଗ୍ରାମବାସୀ

ଗଜପତି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅନ୍ତର୍ଗତ ପାଟିକୋଟା ଠାରୁ ଚନ୍ଦନଖଳା ପ୍ରାୟ ୭୦୦ ମିଟର ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ କେହି ନଶୁଣିବାରୁ ନିଜେ ରାସ୍ତାକାମ ନିର୍ମାଣ କରିଲେ ଚନ୍ଦନଖଳା ଗ୍ରାମବାସୀ । ସୂଚନା ଅନୁଯାୟୀ, ପାଟିକୋଟା ଠାରୁ…
Read More...