Monthly Archives

September 2024

ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର : ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର I ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁସାରେ ବିଧାନସଭାରେ ଏହିପରି ଭାବେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମସ୍ତ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ବାଂଲାଦେଶୀ…
Read More...

ଯେଉଁ ପଦବୀରେ ସ୍ୱାମୀ ଥିଲେ ; ସେହି ପଦବୀରେ ନିଯୁକ୍ତ ହେଲେ ସ୍ତ୍ରୀ

କେରଳ : ଯେଉଁ ପଦବୀରେ ସ୍ୱାମୀ ଥିଲେ ଏବେ ସେହି ପଦବୀରେ ନିଯୁକ୍ତ ହେଲେ ସ୍ତ୍ରୀ । ଏଭଳି ରୋଚକ ତଥା ଚର୍ଚ୍ଚାର ଘଟଣା ଘଟିଛି କେରଳରେ। ଇତିହାସରେ ପ୍ରଥମ ଥର ଏପରି ଘଟଣା ଘଟିଛି ବୋଲି ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏ ସମ୍ପର୍କରେ କଂଗ୍ରେସ ନେତା ତଥା ଥିରୁ ଅନନ୍ତପୁରମ ସାଂସଦ ଶଶୀ ଥରୁର…
Read More...

ସାମାଜିକ ସେବା ବିନା ଜୀବନର ସଫଳତା ଅଧୁରା

ଫୁଲବାଣୀ : ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ଆୟୋଜିତ "ସଦସ୍ୟତା ଓ ସଂଗଠନର ବିକାଶ " ଶୀର୍ଷକ ଆଲୋଚନା ଚକ୍ରରେ ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ୍‌ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ମଣିଷ ଜୀବନରେ ସେବା ମନୋଭାବର ଗୁରୁତ୍ୱ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ।…
Read More...

IIM ଅହମ୍ମଦାବାଦରେ ଆଡମିଶନ ନେଲେ ନବ୍ୟା ବଚ୍ଚନ

ମୁମ୍ଵାଇ : ଅଧିକାଂଶ ଷ୍ଟାର କିଡ୍‌ମାନେ ଚଳଚ୍ଚିତ୍ର ଜଗତରେ ନିଜର କ୍ୟାରିୟର କରିବାକୁ ଚାହୁଁଛନ୍ତି । ଆଉ କିଛି ଅଛନ୍ତି ଯିଏ ଏହି ଇଣ୍ଡଷ୍ଟ୍ରିଠାରୁ ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା ବାଛିଛନ୍ତି। ଏଥିମଧ୍ୟରେ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦଙ୍କ ନାମ ଅନ୍ତର୍ଭୁକ୍ତ । ସୁପରଷ୍ଟାର…
Read More...

ମା ଭୈରବୀଙ୍କ ଷୋଡଷ ପୂଜା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା : ପ୍ରତିବାର୍ଷ ପରିକଳ୍ପିତ ଷୋଡଷ ପୂଜାର ପ୍ରସ୍ତୁତି ପାଇଁ ଏହି ବର୍ଷ ମା ଭୈରବୀଙ୍କ ଆଦ୍ୟ ପୀଠରେ ସଂଗଠିତ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ, ମନ୍ଦିର ସଭା ଗୃହଠାରେ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ କରାଯାଇଛି। ଏହି…
Read More...

ପାରଳା ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପାରଳା ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଦୀପ ପ୍ରଜ୍ୱଳନ…
Read More...

ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଯୁବପୀଢି

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବିନ୍ଦାସ କ୍ଲବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂପ୍ରତିକ ପରିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ସାରାବିଶ୍ୱ ଚିନ୍ତିତ ଥିବା ବେଳେ ଗ୍ରାମାଞ୍ଚଳ ଯୁବପିଢି ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏଥିରେ କ୍ଲବ…
Read More...

ଘରଡିହ ଶୂନ୍ୟ ପରିବାରଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବାଲିଗୁଡ଼ା: ରାଜ୍ୟର ଗ୍ରାମାଞ୍ଚଳ ମାନଙ୍କରେ ବସବାସ କରୁଥିବା ଏବଂ ଆଇନାନୁଯାୟୀ ଯୋଗ୍ୟ ବିବେଚିତ ସମସ୍ତ ଘରଡିହ ଶୂନ୍ୟ ପରିବାରଙ୍କୁ ବାସୋପଯୋଗୀ ଜମି ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ତଦନୁଯାୟୀ ଘରଡିହଶୂନ୍ୟ ପରିବାରମାନଙ୍କ ନୂତନ ସର୍ବେକ୍ଷଣ କରିବା ନିମେନ୍ତ ରାଜ୍ୟ ସରକାର…
Read More...

ଆନନ୍ଦବଜାର ଭିତରେ ଶୃଙ୍ଖଳା ପାଇଁ ୨୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଆନନ୍ଦବଜାର ଭିତରେ ଶୃଙ୍ଖଳା ଆଣିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବାବେଳେ ଆଜିଠାରୁ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ୨ ଟି ସିଫ୍ଟରେ ଏହି କର୍ମଚାରୀ ମାନେ ଆନନ୍ଦବଜାରରେ ଶୃଙ୍ଖଳିତ ଭାବେ ମହାପ୍ରସାଦ…
Read More...