Monthly Archives

October 2024

ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ବନ୍ଦ ପାଳନ

ନନ୍ଦାହାଣ୍ଡି: ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଆଜି ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଡାକରା ପାଳନ କରାଯାଇଛି । ବିଶେଷ କରି ସି. ଓ. ବି. ଗ୍ରୁପରେ ସରକାର ଯେଉଁ ନିଯୁକ୍ତି କରିଛନ୍ତି ସେଥିରେ…
Read More...

ରୋଗୀ କଲ୍ୟାଣ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ, ସ୍ବାସ୍ଥ୍ୟ ସେବାକୁ ପ୍ରାଧାନ୍ୟତା, ମେଡିକାଲ କଲେଜ ପାଇଁ ପ୍ରସ୍ତୁତି

ବୌଦ୍ଧ : ଜିଲ୍ଲାରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଉଦବେଗଜନକ ପରିସ୍ଥିତି ଦେଖାଦେଇଛି l ଜିଲ୍ଲାରେ ଶତକଡା ଶାଠିଏ ଭାଗ ପଦବୀ ଖାଲି ରହିଥିବାରୁ ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଅଛି l ଆଜି ରୋଗୀ କଲ୍ୟାଣ ସମିତିର ବୈଠକ ବିଧାୟକ ତଥା ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସମସ୍ତ…
Read More...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ହରେକୃଷ୍ଣ

ପାଟଣାଗଡ: ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଯନ୍ତ୍ରୀ । ପୂର୍ବରୁ ୭ ହଜାର ଟଙ୍କା ନେଇଥିଲେ । ଆଜି ଆଉ ୭ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଗଲେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ । ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି ।…
Read More...

୧୮ରୁ ପୁରୀରେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ରାଲି

ପୁରୀ : ଅଗ୍ନପଥ ଯୋଜନାରେ ସେନାରେ ନିଯୁକ୍ତି ପାଇଁ ଚଳିତ ମାସ ୧୮ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ପୁରୀ, କଟକ,ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ନିଯୁକ୍ତି…
Read More...

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବୌଦ୍ଧ ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ବୌଦ୍ଧ,୩/୧୦(ହୀ.ପ୍ର): ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ରା ଯାଦବ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜସ୍ୱ କମିଶନର ଶ୍ରୀଯୁକ୍ତ ଯାଦବ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ…
Read More...

ଯୋଗାଣ ବିଭାଗ ମନ୍ତ୍ରୀଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ :ଆଜି ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆସି ପହଞ୍ଚି ଥିଲେ । ଅପରାହ୍ନରେ ଯୋଗାଣ ବିଭାଗ ମନ୍ତ୍ରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଯୋଗାଣ ବିଭାଗର ସମୀକ୍ଷା କରିଥିଲେ । ସେଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ…
Read More...

ଦିଲ୍ଲୀରେ ୩୪ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଗାମୀ ଦିନରେ ଓଡ଼ିଶାର ଅର୍ଥିକ ସ୍ଥିତି ଆହୁରି ମଜଭୁତ ହେବ । ବିକାଶ ବହୁଗୁଣରେ ସମୃଦ୍ଧ ହେବ ଏବଂ ଓଡ଼ିଶାକୁ ଆସିବ ବିପୁଳ ପୁଞ୍ଜିନିବେଶ । ଉଭୟ ଦେଶ ଭିତରୁ ଓ ଦେଶ ବାହାରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିବ ଏବଂ ଓଡ଼ିଶା ହେବ ଶିଳ୍ପ ହବ୍ । ଆଜି ଦିଲ୍ଲୀରେ ଓଡ଼ିଶା ସରକାରଙ୍କ…
Read More...

ପାଇକ ବାଘୁଆବେରଣୀ ଗ୍ରାମରାସ୍ତା ଅବରୋଧମୁକ୍ତ କରିବା ପାଇଁ କମ୍ୟୁନିଷ୍ଟ ପାର୍ଟିର ଦାବି

ଦଶପଲ୍ଲା: - ଦଶପଲ୍ଲା ବ୍ଲକର ଜାତୀୟ ରାଜପଥ ୫୭ରୁ ଖମାରସାହୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକ ବାଘୁଆବେରଣୀ ମଧ୍ୟ ଦେଇ ସାରେଣୀଗଣ୍ଡା ପର୍ଯ୍ୟନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାକୁ କେତେକ ଖଳ ପ୍ରକୃତିର ଲୋକ ଜବରଦଖଲ କରିରଖିଥିବାରୁ ବିଭିନ୍ନ ସମୟରେ ଯାନବାହନ…
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଆହତ

ନନ୍ଦାହାଣ୍ଡି : ନନ୍ଦାହାଣ୍ଡି ବ୍ଳକ ଧଣ୍ଡରା ପଞ୍ଚାୟତ ଅନ୍ତର୍ଗତ ତୁରୁଞ୍ଜି ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି । ଆହତ ଜଣକ ହେଲେ ତୁରୁଞ୍ଜି ଗ୍ରାମର ରାଜ ଗୌଡ଼ ବୟସ ୫୪ ବର୍ଷ । ବୁଧବାର ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ଗାଁ ମୁଣ୍ଡର ବନ୍ଧ ପଟେ ଶୌଚ କରିବା ପାଇଁ…
Read More...

ସଫେଇ କର୍ମଚାରୀ ମାନଙ୍କ ଉପରେ ପୁଷ୍ପବୃଷ୍ଟି କରି
ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ମହାନଗର ନିଗମର ସଫେଇ କର୍ମଚାରୀ ମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରି ସେମାନଙ୍କୁ ସମ୍ମାନିତ କରିଛନ୍ତି।ମହାତ୍ମା ଗାନ୍ଧିଙ୍କ ୧୫୫ ତମ ଜୟନ୍ତୀ ଏବଂ ସ୍ବଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଓୟୁଏଟିର…
Read More...