ଭାଲୁ କାମୁଡ଼ାରେ ଜଣେ ଗୁରୁତର
କୋରାପୁଟ : କୋରାପୁଟ ଜିଲା ସଦର ବ୍ଲକ୍ ତଥା ସଦର ଥାନା ଅନ୍ତର୍ଗତ କେନ୍ଦାର ପଂଚାୟତ ର ମସ୍ତିଗୁଡା ଗ୍ରାମ ରେ ରବିବାର ଭୋର ସକାଳେ ଭାଲୁ କାମୁଡ଼ାରେ ଲଛନ ରଣା (50) ଗୁରୁତର ହୋଇଛନ୍ତି । ଗ୍ରାମର ଲଛନ ବିଳମ୍ବିତ ନିଜ ନିତ୍ୟକର୍ମ ସାରି ଘରକୁ ଫେରୁଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ…
Read More...
Read More...