Monthly Archives

May 2025

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଗଣିଆ : ଗଣିଆ ଥାନା ଅର୍ନ୍ତଗତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଜଣେ ଯୁବକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ଉକ୍ତ ଗ୍ରାମର ଅବସରପ୍ରାପ୍ତ  ଶିକ୍ଷକ   ଶତୃଘନ ମହାରଣାଙ୍କ  କନିଷ୍ଠ ପୁତ୍ର  ଅଜିତ ମହାରଣା  । ସେ ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ ଚାକିରୀ
Read More...

ଦଇତାପତି ସେବକ ଶ୍ରୀରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବିତ

ପୁରୀ : ବରିଷ୍ଠ ଦଇତାପତି ସେବକ, ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ମହାପ୍ରଭୁଙ୍କ ସେବା କାର୍ଯ୍ୟରୁ ଏକ ମାସ ଅର୍ଥାତ୍ ୩0 (ତିରିଶ) ଦିନ ପାଇଁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ କୁମାର ପାଢ଼ୀ । ଏହି ନିଲମ୍ବନ ସମୟ ଭିତରେ, ଶ୍ରୀ ଦାସ ମହାପାତ୍ର କୌଣସି
Read More...

୧୯ ଯାଏଁ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ବର:ତାତିରୁ ନାହିଁ ନିସ୍ତାର । ରାଜ୍ୟରେ ଆସନ୍ତା ୧୯ ତାରିଖ ଯାଏଁ ଅସହୟ ଗରମ ସହ  ଗୁଳୁଗୁଳି ଅନୁଭବ ହେବ ।  ଅସ୍ତବ୍ୟସ୍ତ ହେବ ଜନ ଜୀବନ। ବର୍ଷାର  ନାହିଁ ସମ୍ଭାବନା। ତେବେ ମେ ମାସରେ ଏମିତି ଜଳବାୟୁ ରହିଥାଏ । କିନ୍ତୁ ଏ ବର୍ଷ ଯୁଦ୍ଧର ପ୍ରଭାବ ମଧ୍ୟ ଜଳବାୟୁ ଉପରେ ପଡିଛି।
Read More...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର ୧୧।୦୫ : ଝାରପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ । ମୃତ କଏଦୀଙ୍କ ନାମ ହେଉଛି ମୋହନ ବେହେରା ବୋଲି ଜଣାପଡିଛି। ଖବର ଅନୁଯାୟୀ, ଗତ ୮ ତାରିଖରେ ନିଶା କାରବାର ଘଟଣାରେ ଜଟଣୀ ଥାନା ପୋଲିସ ମୋହନ
Read More...

ଅଧ୍ୟାପକ ଅଇରୀ ନାଶନ ଚିନ୍ଦାଙ୍କ ଆକସ୍ମିକ ବିୟୋଗ

କୋକସରା : କୋକସରା ବ୍ଳକ ସଦର ମହକୁମା ଡିଗ୍ରୀ ମହାବିଦ୍ୟାଳୟ ତଥା କୋକସରା ଗ୍ରାମର ଅଧ୍ୟାପକ ଅଇରୀ ନାଶନ ଚିନ୍ଦା(୪୮)ଙ୍କ ଶୁକ୍ରବାର ଆକସ୍ମିକ ବିୟୋଗ ହୋଇଛି। ସେ’ ଗ୍ରାମର ଏକ ସମ୍ପର୍କୀୟ ବିବାହ ଉତ୍ସବରେ ଯୋଗଦେଇଥିବା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ
Read More...

ଜଙ୍ଗଲ ଅଧିକାର ଆଇନ ଉଲଙ୍ଘନକୁ ବିରୋଧ, ଗ୍ରାମସଭା ମହାସଂଘର ଜାତୀୟ ରାଜପଥ ଅବରୋଧ

କୋକସରା : ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଜାଣିଶୁଣି ଉଲଙ୍ଘନ ଓ ଜଙ୍ଗଲ ବିଭାଗର ମନମୁଖୀ କାର୍ଯ୍ୟ ଏବଂ ଗ୍ରାମସଭାର କେନ୍ଦୁପତ୍ର ବୋଝେଇ ଟ୍ରକକୁ ବେଆଇନ ଭାବେ ଜବତ କରିଥିବା ପ୍ରତିବାଦରେ ଶୁକ୍ରବାର ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଆମପାଣି କନ୍ଦାଗଡ଼ ଛକଠାରେ ରାସ୍ତା ଅବରୋଧ କରାଯାଇଛି।
Read More...

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ସ୍ଥିତ ଠିଡିକାଯୋର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ରଥ ମହୋତ୍ସବ କମିଟି ସଭାପତି ତହସିଲଦାର ତଥା ଦେବୋତ୍ତର ଅଧିକାରୀ ବଳଦେବ ବେହେରାଙ୍କ
Read More...

ଭାରତ-ପାକ୍ ଟେନସନ : ଆଇପିଏଲ ୨୦୨୫ ସ୍ଥଗିତ

ମୁମ୍ବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବଂ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୫ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଏବଂ ଆଇପିଏଲ ପରିଚାଳନା ସଂସ୍ଥା ଦ୍ୱାରା
Read More...

ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ  ଅନଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ଗଣିଆ : ଭାରତୀୟ ବିକାଶ ପରିଷଦ ତରଫରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବଡସିଲିଙ୍ଗା ପଞ୍ଚାୟତର ସମସ୍ୟାର ସମାଧାନ ପାଇଁ ଗତ ୩ ଦିନ ଧରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ । ଏହି ଅନଶନକୁ ସମର୍ଥନ ଜଣାଇ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ସରପଞ୍ଚ ସଶ୍ମିତା ସାହୁ, ସମିତି ସଭ୍ୟ ଜାନକୀ
Read More...

ଗିଲ୍ ହୋଇପାରନ୍ତି ଟେଷ୍ଟ ଅଧିନାୟକ , ରୋହିତଙ୍କ ପରେ ଆଉ ଜଣେ ବଡ଼ ଖେଳାଳିଙ୍କ ଉପରେ ନଜର

ନୂଆଦିଲ୍ଲୀ: ଗତବର୍ଷ ଟି-୨୦ ବିଶ୍ୱକପ୍ ଜିତିବା ପରେ ଏହି ଫର୍ମାଟରୁ ଅବସର ନେଇଥିବା ରୋହିତ ଶର୍ମା ବୁଧବାର ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ରୋହିତ ଏବେ କେବଳ ODI ଫର୍ମାଟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ।ରୋହିତ ଟେଷ୍ଟରୁ ଅବସର ଘୋଷଣା କରିବା
Read More...