ଏସିଡ ମାଡରେ ଦୋକାନୀ ଗୁରୁତର
ହରଭଙ୍ଗା : ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ସାମ୍ପୋଚ ଗ୍ରାମରେ ବିଳମ୍ବିତ ରାତିରେ ଯୁବକଙ୍କୁ ଏସିଡ ମାଡ । ଦୋକାନ ସମ୍ମୁଖରେ ଶୋଇଥିବା ଅବସ୍ଥାରେ ଏସିଡ ମାଡ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ବୌଦ୍ଧ ମେଡିକାଲ ରେ ଭର୍ତ୍ତି। ଗୁରୁତର ଯୁବକ ସାମ୍ପୋଚ୍ ଗ୍ରାମର ସଞ୍ଜୟ ସ୍ୱାଇଁ!-->…
Read More...
Read More...