ଏହି ତାରିଖରେ ରିଲିଜ ହେବ ଅନୁଷ୍କା ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଘାଟି’
ତାମିଲ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଘାଟି'ର ଏକ ନୂତନ ରିଲିଜ୍ ତାରିଖ ଘୋଷଣା ହୋଇଛି। ଏହି କ୍ରାଇମ୍ ଥ୍ରୀଲର୍ ଫିଲ୍ମର ନିର୍ମାତା ଘୋଷଣା କରିଛନ୍ତି ଯେ ଫିଲ୍ମଟି ୧୧ ଜୁଲାଇ, ୨୦୨୫ରେ ସାରା ବିଶ୍ୱରେ ସିଲଭର ସ୍କ୍ରିନରେ ଆସିବ। ଉଲ୍ଲେଖଯୋଗ୍ୟ ଯେ ଏହି ଫିଲ୍ମଟି!-->…
Read More...
Read More...