ବଗିରୁ ବଗି ଅଲଗା ହେଲା ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍,ଯାତ୍ରୀ ଭୟଭୀତ
କୋରାପୁଟ: ଛତିଶଗଡ଼ର ଜଗଦଲପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍ ପୁଣି ଅଘଟଣର ଶିକାର ହୋଇଛି। ଆଜି ସନ୍ଧ୍ୟାରେ ଏହି ଟ୍ରେନ୍ର ବଗିରୁ ବଗି ଅଲଗା ହେବା ଯୋଗୁଁ ଅଧାରେ ଅଟକିଛି। ଫଳରେ ଟ୍ରେନ୍ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଛନ୍ତି। ସୌଭାଗ୍ୟ ବଶତଃ!-->…
Read More...
Read More...