Monthly Archives

June 2025

ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ୨୦୨୭ ମାର୍ଚ୍ଚ ପହିଲାରୁ ହେବ ଆରମ୍ଭ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଜନଗଣନା ଏବଂ ଜାତି ଗଣନା ସହିତ ଜଡିତ ସରକାରୀ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି ଗୃହ ମନ୍ତ୍ରାଳୟ। ଜନଗଣନା ଆଇନ ୧୯୪୮ ଅନୁଯାୟୀ ଅଧିସୂଚନା ଜାରି ହୋଇଛି। ୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଦୁଇଟି ପର୍ଯ୍ୟାୟରେ ଜନଗଣନା ଆରମ୍ଭ ହେବ। ଏବେ ଜନଗଣନା
Read More...

ରାଜକୋଟରେ ରାଷ୍ଟ୍ରୀୟ ସମ୍ମାନ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ହେବ ଶେଷକୃତ୍ୟ, ପରିବାରକୁ ମୃତଦେହ…

ରାଜକୋଟ- ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଶେଷକୃତ୍ୟ ଆଜି ଅର୍ଥାତ୍ ସୋମବାର ରାଜକୋଟରେ ରାଜ୍ୟ ସମ୍ମାନ ସହିତ କରାଯିବ। ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ୨୭୪ ଜଣଙ୍କ
Read More...

WTC 2025-27 କାର୍ଯ୍ୟସୂଚୀ ଘୋଷଣା, ଟିମ୍ ଇଣ୍ଡିଆ 18 ଟି ଟେଷ୍ଟ ମ୍ୟାଚ୍ ଖେଳିବ, ଜାଣନ୍ତୁ କେଉଁ ଦଳ ବିପକ୍ଷରେ କେତେ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) 2023-25 ​​ଟାଇଟଲ ଜିତିବାର ଗୋଟିଏ ଦିନ ପରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) WTC 2025-27 ର କାର୍ଯ୍ୟସୂଚୀ ଘୋଷଣା କରିଛି। 9 ଟି ଦଳ ମଧ୍ୟରେ ମୋଟ 71 ଟି ମ୍ୟାଚ୍ ଖେଳାଯିବ। ଏହା ଜୁନ୍ 17 ରୁ ଆରମ୍ଭ ହେବାକୁ
Read More...

74 ବର୍ଷରେ ପାଦ ଥାପିଲେ ବଲିଉଡର ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ, ଏମିତି ଥିଲା ତାଙ୍କର ଫିଲ୍ମ ଯାତ୍ରା

ବଲିଉଡର ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ ଆଜି ଅର୍ଥାତ୍ 16 ଜୁନରେ ତାଙ୍କର 74ମ ଜନ୍ମଦିନ ପାଳନ କରୁଛନ୍ତି। ମିଥୁନ ଚକ୍ରବର୍ତ୍ତୀ 16 ଜୁନ 1950 ରେ ପଶ୍ଚିମବଙ୍ଗର କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୌରାଙ୍ଗ ଚକ୍ରବର୍ତ୍ତୀ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ
Read More...

ଜ୍ୱରରେ କମ୍ପୁଛନ୍ତି ତିନିଠାକୁର, ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ: ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ପଡିଛନ୍ତି ଜ୍ୱରରେ। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲିରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ଛାଡି ଯାଏ ବୋଲି କୁହାଯାଏ । ଆଷାଢ଼ କୃଷ୍ଣ
Read More...

୨୦ରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚତ୍ବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ। ଏଥିପାଇଁ ବିଦ୍ୟାଳୟ ଓ
Read More...

ମଙ୍ଗଳପୁର ଗ୍ରାମରେ ଜଳ କଷ୍ଟ

କୋକସରା: ଖରା, ବର୍ଷା, ଶୀତ,ବର୍ଷର ୧୨ ମାସ, ସବୁବେଳେ ଗାଁରେ ଦେଖା ଦେଇଥାଏ ଜଳ ସମସ୍ୟା। ଯାହା ଫଳରେ ପାନୀୟ ଜଳ ଟିକକ ପାଇଁ ନିଇତି ଦୁର୍ଦ୍ଦଶା ଭୋଗୁଛନ୍ତି ଗାଁ ଲୋକେ। ଏମିତି ଏକ ଚିତ୍ର ଦେଖିବାକୁ ମିଳୁଛି କୋକସରା ବ୍ଳକ ମଙ୍ଗଳପୁର ଗ୍ରାମରେ। ଗାଁରେ ପାଖାପାଖି ୫ ଶହ ଜନସଂଖ୍ୟା ରହିଛି। ଏ
Read More...

ହତ୍ୟା ଘଟଣାର ହେଲା ସିନ୍ ରିକ୍ରିଏସନ, ପରିତ୍ୟକ୍ତ କୂଅରୁ ମିଳିଲା ହତ୍ୟାରେ ବ୍ୟବହୃତ ଛୁରୀ

ଗଣିଆ: ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଙ୍ଗା ଗ୍ରାମରେ ସାଙ୍ଗକୁ ଛୁରି ଭୁସି ଅତି ନିର୍ମମ ଭାବେ ହତ୍ୟା ଘଟଣାର ଆଜି ସିନ୍ ରିକ୍ରିଏସନ କରିଛି ଗଣିଆ ପୋଲିସ । ଅଭିଯୁକ୍ତ ଗଙ୍ଗାଧର ରାଉତ (ସନିଆ) କିଭଳି ଗ୍ରାମର ପୁରୁଷୋତ୍ତମ ପ୍ରଧାନଙ୍କୁ ଛୁରୀ ଭୁସି ହତ୍ୟା କଲା ସେ  ସମସ୍ତ
Read More...

ପୁଣି ଏକ ବିମାନ ଦୁର୍ଘଟଣାଗ୍ରସ୍ତ, ସମସ୍ତ ଯାତ୍ରୀ ମୃତ

ଡେରାଡୁନ: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ଗୌରୀକୁଣ୍ଡ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରବିବାର ସକାଳେ କେଦାରନାଥ ମାର୍ଗରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ମୋଟ ପାଞ୍ଚ ଜଣ ଥିଲେ। ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। NDRF ଏବଂ SDRF ଦଳକୁ
Read More...

୨ ଦିନରେ ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର:ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେବଳ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ରହିଛି। ରାଜ୍ୟର ଅନ୍ୟ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ହେଉଛି। ତେବେ ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହୋଇ ବର୍ଷା କରାଇବ। ମୌସୁମୀ ଋତୁରେ ଯେତିକି ବର୍ଷା ହୁଏ, ଚଳିତବର୍ଷ ଓଡିଶାରେ
Read More...