Monthly Archives

July 2025

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଫିଦା ହେଲେ ଦୁଇ ଯୁବତୀ,ଭେଟିବା ପାଇଁ ୬ ଘଣ୍ଟା ଗାଡ଼ି ଚଲାଇଲେ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଦୁନିଆରେ ଲୋକମାନେ ରାତାରାତି ସୁପରଷ୍ଟାର ହେଉଥିବାର ଦେଖାଯାଏ, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କଠିନ ପରିଶ୍ରମ ଦ୍ୱାରା ଦୁନିଆରେ ନିଜର ଛାପ ସୃଷ୍ଟି କରନ୍ତି।ଏହା କ୍ରିକେଟ ଦୁନିଆରେ ମଧ୍ୟ ଦେଖାଯାଏ। ଆଜିକାଲି ଏପରି ଏକ ନାମ ଅଛି ଯାହାଙ୍କ ବିଷୟରେ
Read More...

ଖୁସି ଖବର ଦେଲେ ସେଲିବ୍ରିଟି ଦମ୍ପତି ରାଜକୁମାର ରାଓ-ପତ୍ରଲେଖା

ନୂଆଦିଲ୍ଲୀ- ଖୁସି ଖବର ଦେଲେ ସେଲିବ୍ରିଟି ଦମ୍ପତି ରାଜକୁମାର ରାଓ-ପତ୍ରଲେଖା । ଗତ 9 ତାରିଖରେ ଏହି ଦମ୍ପତି ପିତାମାତା ହେବାକୁ ଯାଉଥିବା ଖବର ସେୟାର କରିଛନ୍ତି । ଏହି ଦମ୍ପତି ଏକ ମିଳିତ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଖୁସି ଖବର ସେୟାର କରିଛନ୍ତି ଏବଂ ସେମାନଙ୍କ ଜୀବନର ଏକ ନୂତନ
Read More...

ରାଜନାଥ ସିଂହଙ୍କୁ ଜନ୍ମ ଦିନର ଶୁଭେଚ୍ଛା : ଶିକ୍ଷକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ… କିନ୍ତୁ ଆଜି

ଆଜି ଅର୍ଥାତ୍ ୧୦ ଜୁଲାଇରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କର ୭୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ। ତଥାପି, ସେ ଜଣେ ଶିକ୍ଷକ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ରାଜନୀତି ଆଡକୁ ମୁହାଁଇଥିଲେ।
Read More...

ତୃତୀୟ ଦିନରେ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ

ଭୁବନେଶ୍ୱର : ୬ ଦଫା ଦାବି ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି । ସରକାରଙ୍କ ସହ ମହାସଂଘର ମାରାଥନ୍ ବୈଠକ ବିଫଳ ହେଲା ପରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି । ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ
Read More...

ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ବଡ କଥା କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାର ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ। ଡ୍ରାଇଭରମାନଙ୍କ ପ୍ରାୟ ଦାବି ସରକାର ମାନି
Read More...

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବାହାରିଲା ନୀଳାଚଳ ଅବଢ଼ା

ପୁରୀ- ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବାହାରିଲା ନୀଳାଚଳ ଅବଢ଼ା । ନୀଳାଚଳ ଅବଢ଼ା ପାଇବାକୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ରଥଯାତ୍ରାରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଯିବା ପରେ ରଥ ଉପରେ ଶୁଖିଲା ଭୋଗ ଲାଗି କରାଯାଇଥିଲା । ମହାପ୍ରଭୁ ରତ୍ନବେଦୀକୁ
Read More...

ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭରେ ଓଡ଼ିଶା କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ବର-ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ଦେଇ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଭାରତର ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର
Read More...

ବୌଦ୍ଧ: ଆନ୍ତଃଜିଲ୍ଲା ସାହାଣି କପ୍‌ ଫୁଟ୍‌ବଲ୍‌ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୯/୭:- ଓଡିଶା ଫୁଟବଲ ଆସୋସିଏସନ ଦ୍ୱାରା ଆୟୋଜିତ ୬୪ତମ ଆନ୍ତଃ ଜିଲ୍ଲା ସାହାଣି କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଚଳିତବର୍ଷ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ
Read More...

କଂଗ୍ରେସ ଏସସି ସେଲ ରାଜ୍ୟ ଉପସଭାପତି ହେଲେ ଚିତ୍ତରଞ୍ଜନ ନିଆଲ

ଧର୍ମଗଡ଼:-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଚିକିଲି ଗ୍ରାମର ଚିତ୍ତରଞ୍ଜନ ନିଆଲ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁସୂଚିତ ଜାତି ବିଭାଗ ବା ଏସସି ସେଲର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ଏନେଇ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି ।
Read More...

ପରିବର୍ତ୍ତିତ ହେଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପରୀକ୍ଷା ପରିଚାଳନା

ଭୁବନେଶ୍ବର:ଓଡ଼ିଶା ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୧୦ ରେ ସଂଶୋଧନ କରାଯାଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର (ସଂଶୋଧନ) ଅଧିନିୟମ, ୨୦୨୫ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ନୂତନ ସଂଶୋଧନ ଅନୁଯାୟୀ ପ୍ରତ୍ୟେକ ଶିକ୍ଷାବର୍ଷ ଶେଷରେ
Read More...