Monthly Archives

July 2025

ଦୁର୍ଘଟଣା ଜଣେ ମୃତ ; ବର୍ତ୍ତିଲେ ବିଧାୟକ ଓ ପରିବାର

ସିମୁଳିଆ: ବାଇକକୁ ପଛପଟୁ ଧକ୍କା ଦେଲା କାର, ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ l ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥ ଜାମୁଝାଡି ନିକଟରେ ପଶ୍ଚିମବଙ୍ଗର ଜଣେ ବିଧାୟକଙ୍କ ଗାଡି ସ୍କୁଟି ଚାଳକଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କର
Read More...

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ୍; ନମ୍ବରଓ୍ବାନ ବ୍ୟାଟର ହେଲେ ବ୍ରୁକ୍ , ଗିଲଙ୍କୁ ମିଳିଲା ବଡ ଫାଇଦା

ନୂଆଦିଲ୍ଲୀ- ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି । ଏଜବାଷ୍ଟନରେ ଟିମ୍ ଇଣ୍ଡିଆ ଐତିହାସିକ ବିଜୟ ପରେ, ଟେଷ୍ଟ ରାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ ଆସିଛି।ଭାରତ-ଇଂଲଣ୍ଡ ବ୍ୟତୀତ, ଶ୍ରୀଲଙ୍କା ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ୍ ଜିତିବା ପରେ,
Read More...

ଓଡିଆ ସିନେମାକୁ ନୂଆ ଦିଗ ଦେବ ଅନୁପମଙ୍କ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’

ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକ ମହୁରତ ପୂଜା ସହିତ ନିଜର ଆଗାମୀ ଚଳଚ୍ଚିତ୍ର 'ମନ୍ତ୍ରମୁଗ୍ଧ'ର ଘୋଷଣା କରିଛନ୍ତି l ସାଙ୍କେତିକ ଭାବେ ‘ଏମ୍ଏମ୍’ ନାମରେ ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ ଉତ୍କଣ୍ଠା ସୃଷ୍ଟି କରିଥିବା ଏହି ଚଳଚ୍ଚିତ୍ର ଏକ ଅଭିନବ
Read More...

କରିନା ପୁଣି ଗର୍ଭବତୀ !

ଅଭିନେତ୍ରୀ କରିନା କପୁର ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତି। କରିନା ନିକଟରେ ତାଙ୍କ ଛୁଟିର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସେ ମୋନୋକିନି ପିନ୍ଧିଥିବାର ଦେଖାଯାଉଛି। କରିନାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ସହିତ,
Read More...

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଛତ୍ରପୁର: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା। ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ। ସେ ଛତ୍ରପୁର ବ୍ୟାଙ୍କ କଲୋନୀ ଭଡ଼ା ଘରୁ ନିଜ ଘରୁ ଅଫିସ ଯାଉଥିବା ସମୟରେ
Read More...

ଗୁରୁବାରଠୁ ଲର୍ଡ୍ସ ଟେଷ୍ଟ; ଅଭ୍ୟାସ କଲେ ବୁମରା

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ (ଗୁରୁବାର) ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଆରମ୍ଭ ହେବ ଚଳିତ ଆଣ୍ଡରସନ- ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ । ଦ୍ୱିତୀୟ ଟେଷ୍ଟ ଜିତି ୧-୧ରେ ସିରିଜ ବରାବର କରିବା ପରେ ଭାରତୀୟ ଦଳ ତୃତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବହୁ ଖେଳାଳି
Read More...

ମଡ଼ ମଡ଼ ହୋଇ ଭାଙ୍ଗିଗଲା ବ୍ରିଜ୍, ୯ ଜଣଙ୍କ ମୃତ୍ୟୁ

ଗୁଜରାଟ : ଗୁଜରାଟ ଭଦୋଦରାରେ ଅଭାବନୀୟ ଘଟଣା । ପାଦରା ତାଲୁକାର ମୁଜପୁର ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି। ଆଖି ସାମ୍ନାରେ ଦୁଇ ଫାଳ ହେଲା ବ୍ରିଜ୍ । ମଡ଼ ମଡ଼ ହୋଇ ଭାଙ୍ଗିଗଲା ମହିସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ବ୍ରିଜ୍ । ତେବେ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ
Read More...

ଜଗା ପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଶେଷରେ ଜାମିନ ମିଳିଛି। ଖୋର୍ଦ୍ଧା ଜିଲା ଦୌରାଜଜ ତାଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡିଛି। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ମିଳିଛି ଜାମିନ। ନିକଟରେ BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଜଗନ୍ନାଥ ଗିରଫ ହୋଇଥିଲେ।
Read More...

T20 ରାଙ୍କିଙ୍ଗ : ଚମକିଲେ ଦୀପ୍ତି, ସାଦିଆଙ୍କୁ ପଛରେ ପକାଇ ହେଲେ ଦ୍ବିତୀୟ

ନୂଆଦିଲ୍ଲୀ:ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ଦୀପ୍ତି ଶର୍ମା ICC ମହିଳା T20 ଆନ୍ତର୍ଜାତୀୟ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହା ସହିତ, ସେ ନମ୍ବର 1 ବୋଲର ହେବାର ଦ୍ୱାରଦେଶରେ ଅଛନ୍ତି। ଦୀପ୍ତି ଗତ 6 ବର୍ଷ ମଧ୍ୟରେ ଅଧିକାଂଶ ସମୟ T20 ବୋଲରଙ୍କ
Read More...

ଡ୍ରାଇଭର ସଂଘ ସହ ବୈଠକ କରିବେ ସରକାର

ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ମଙ୍ଗଳବାର ୬ ଦଫା ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ ଡ୍ରାଇଭର ସଂଘ ସହ ସରକାର ବୈଠକ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା ମଙ୍ଗଳବାର ସୂଚନା ଦେଇଛନ୍ତି। ଆଲୋଚନା
Read More...