Monthly Archives

July 2025

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍‌ ଅଫ୍‌ ମାର୍କ ତାଲିକା, ଆଗରେ ରେଭେନ୍ସା

କଟକ: ସୋମବାର ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ୍‌ ଅଫ୍‌ ମାର୍କ ତାଲିକା। ଏହି କଟ୍‌ ଅଫ୍‌ ମାର୍କରେ ରେଭେନ୍ସା ଆଗରେ ରହିଛି। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩% ଥିବାବେଳେ ବିଜ୍ଞାନରେ ୯୧.୮୩% ଏବଂ ବାଣିଜ୍ୟରେ ୮୦.୨୦% କଟ୍‌ ଅଫ୍‌ ମାର୍କ ରହିଛି।
Read More...

ମଙ୍ଗଳବାର ସକାଳେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ

ଭୁବନେଶ୍ବର : ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ କାରଣ ଆଗାମୀ କିଛି ଦିନ ଯାଏଁ ବର୍ଷା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । ସେ କହିଛନ୍ତି ଯେ, ହୀରାକୁଦର ୨୦ଟି ଗେଟ୍ ଦେଇ ୨.୯୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ମଙ୍ଗଳବାର ସକାଳ 
Read More...

ଆଜି ରଥାରୂଢ଼ ଠାକୁରଙ୍କୁ ଅର୍ପଣ ହେବ ଅଧର ପଣା ଭୋଗ, ଶ୍ରୀକ୍ଷେତ୍ର ଜମିଲାଣି ଭକ୍ତଙ୍କ ଗହଳି

ପୁରୀ:  ସୋମବାର ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ହେବ ।  ଠାକୁରଙ୍କ ମଧ୍ୟାହ୍ନ ଧୂପ ସରିଲେ ଏହି  ନୀତି ହେବ । ଅଧର ନୀତି ରାତି  ୮ଟାରେ ସମ୍ପନ୍ନ କରାଯିବାକୁ ପ୍ରଶାସନିକ  ସମୟ ଧାର୍ଯ୍ୟ ହୋଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ  ଅଧର ଉଚ୍ଚା ତୁମ୍ୱାକୃତି
Read More...

ଆକାଶ ଦୀପଙ୍କ ନାମରେ ଯୋଡିହେଲା ଏହି ବଡ ରେକର୍ଡ

ବର୍ମିଂହାମ:ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଆକାଶ ଦୀପ ଇତିହାସ ସୃଷ୍ଟି କରିଛନ୍ତି। ଆକାଶ ଉଭୟ ଇନିଂସରେ ୧୦ ଉଇକେଟ ନେଇଛନ୍ତି। ପ୍ରଥମ ଇନିଂସରେ ଆକାଶ ଚାରି ଉଇକେଟ ନେଇଛନ୍ତି। ଦ୍ୱିତୀୟ ଇନିଂସରେ ସେ ୬ ଉଇକେଟ ନେଇଛନ୍ତି। ଆକାଶଙ୍କ ଚମତ୍କାର ବୋଲିଂ ଯୋଗୁ ଭାରତୀୟ ଦଳ ଶେଷ ଇନିଂସରେ
Read More...

ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ସୋମବାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ କିଛି ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ସମ୍ବଲପୁର
Read More...

ବାହୁଡା ଯାତ୍ରାର ରଥଟଣା ବେଳେ ଅଘଟଣ : ଜଣେ ଗୁରୁତର ସମେତ ୪ଆହତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ବାହୁଡା଼ ଯାତ୍ରାରେ ରଥ ଟାଣିବା ସମୟରେ ଅପରାହ୍ନରେ ଠେଲାପେଲାରେ ଜଣେ ନାବାଳକ ଗୁରୁତର ହୋଇଥିବା ବେଳେ ୩ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବିନିକା ସହରର କଂସାରୀପଡା ଗୁଣ୍ଡିଚା ମନ୍ଦିର ନିକଟରେ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣା
Read More...

ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର , ଆମ୍ବୁଲାନ୍ସ ନଆସିବାରୁ ମେଡିକାଲରେ ଉତ୍ତେଜନା

ଗଣିଆ : ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଜଣକ ବିଜୟନଗର ମଳିକ ସାହିର କ୍ରିଷ୍ଣା ମଲ୍ଲିକ । ସେ ରବିବାର ଅପରାହ୍ନରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଥାନା ସମ୍ମୁଖରେ ଏକ ଲୁହାଖୁଣ୍ଟରେ ନିଜ ବୁଲେଟଟିକୁ ମାଡ କରିଥିଲେ । ତାଙ୍କ ଡ଼ାହାଣ ଗୋଡ଼ ଏବଂ
Read More...

୨୦ଟି ଗେଟ ଜରିଆରେ ହୀରାକୁଦ ଜଳଭଣ୍ଡାରରୁ ଜଳନିଷ୍କାସନ

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରରୁ ଏବର୍ଷର ପ୍ରଥମ ଜଳନିଷ୍କାସନ ଆଜି ଠାରୁ ଆରମ୍ଭ ହୋଇଯାଇଛି, ପୂର୍ବାହ୍ନ ୧୦ ଟା ସମୟରୁ ବାମ ପାର୍ଶ୍ୱର ଗୋଟି ଗୋଟି କରି ୨୦ଟି ଗେଟ ଜରିଆରେ ମୋଟ ଏକ ଲକ୍ଷ ୫୭ ହଜାର କ୍ୟୁସେକ ଜଳରାଶି ମହାନଦୀକୁ ଛଡ଼ା ଯାଉଛି ।‌ ଏହାପୂର୍ବରୁ ପାରମ୍ପରିକ ରୀତିନୀତି ଅନୁସାରେ
Read More...

ପୁତୁରା ଟାଙ୍ଗିଆ ଚୋଟରେ ମଉସାର ପ୍ରାଣ ଗଲା

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା କଲୋନୀ ଗାଁରେ ଆଜି ଘଟିଛି ଏକ ନାରକୀୟ ହତ୍ୟାକାଣ୍ଡ । ସମ୍ପର୍କୀୟ ପୁତୁରାର ଟାଂଗିଆ ଚୋଟରେ ମଉସାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ମୁତାବକ , ବୁଗୁଡା କଲୋନୀ ଗ୍ରାମର କବିର ପ୍ରଧାନ
Read More...

ମହାନଗର ନିଗମ ହେବ ପୁରୀ ଜଗନ୍ନାଥ ଧାମ

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ପୁରୀ ଜଗନ୍ନାଥ ଧାମ ମହାନଗର ନିଗମ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। କ୍ରମବର୍ଦ୍ଧିଷ୍ଣୁ
Read More...