Monthly Archives

July 2025

ସୁନାବେଶ ଓ ବାହୁଡା଼ଯାତ୍ରା ପାଇଁ ଆଇନମନ୍ତ୍ରୀଙ୍କ ସମୀକ୍ଷା

ପୁରୀ-ଆସନ୍ତାକାଲି ମହାପ୍ରଭୁଙ୍କର ପବିତ୍ର ବାହୁଡ଼ା ଯାତ୍ରା ଏବଂ ରବିବାର ସୁନାବେଶ। ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନେଇ ପୁରୀ ଆସି ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ନୀତି ସହିତ ସମ୍ପୃକ୍ତ ସମସ୍ତ ସେବାୟତ ସମୟ ଅନୁଯାୟୀ ନୀତିକାନ୍ତି କରିବେ। ପ୍ରଶାସନ
Read More...

ଆସନ୍ତାକାଲି ବାହୁଡ଼ିବେ ମହାବାହୁ,ଆଡପମଣ୍ଡପରେ ଲକ୍ଷାଧିକ ଭକ୍ତ କଲେ ସନ୍ଧ୍ୟା ଦର୍ଶନ

ପୁରୀ- ଆଡ଼ପମଣ୍ଡପ ମଣ୍ଡପରେ ଚଳିତବର୍ଷର ଶେଷ ଦର୍ଶନ ଦେଲେ ଶ୍ରୀଜୀଉ । ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କୁ ସନ୍ଧ୍ୟାଦର୍ଶନ କଲେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁ ।ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଆସନ୍ତାକାଲି ବାହୁଡା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି |
Read More...

AEE ଦିଲେଶ୍ୱର ମାଝୀ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ ଟିଟିଲାଗଡ଼ ଆର ଆଣ୍ଡ ବି ସବ୍-ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀ । ଆୟଠୁ ଅଧିକ ସମ୍ପତ୍ତି ଜମା କରିବା ଅଭିଯୋଗରେ ଗୁରୁବାର ଦିଲେଶ୍ୱର ମାଝୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଏହି
Read More...

ଗିଲଙ୍କୁ ଅନଲକି କହିଲେ ଜାଡେଜା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଶୁଭମନ ଗିଲଙ୍କ ରେକର୍ଡ ଦ୍ୱିଶତକ (୨୬୯) ସହାୟତାରେ, ଭାରତୀୟ ଦଳ ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ୫୮୭ ରନର ଏକ ବିଶାଳ ସ୍କୋର କରିଥିଲା। ରବିନ୍ଦ୍ର ଜାଡେଜା ମଧ୍ୟ ୮୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ ଏବଂ ଅଧିନାୟକଙ୍କ ସହ ୨୦୩ ରନର ଭାଗୀଦାରୀ କରିଥିଲେ। ଦିନର ଖେଳ ଶେଷ
Read More...

ଐତିହ୍ୟ, ଧାର୍ମିକ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଅନନ୍ତନାଗ ସହର

ଜମ୍ମୁ ଓ କାଶ୍ମୀରର ପ୍ରମୁଖ ଜିଲ୍ଲା ମଧ୍ୟରୁ ଗୋଟିଏ ଅନନ୍ତନାଗ । ଏହା ଐତିହାସିକ ଐତିହ୍ୟ, ଧାର୍ମିକ ଗୁରୁତ୍ୱ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଶ୍ରୀନଗରରୁ ପ୍ରାୟ 53 କିଲୋମିଟର ଦକ୍ଷିଣରେ ଅବସ୍ଥିତ, ଏହି ଅଞ୍ଚଳକୁ କାଶ୍ମୀର ଉପତ୍ୟକାର ସବୁଠାରୁ ପୁରୁଣା ବସତି ଅଞ୍ଚଳ ମଧ୍ୟରୁ
Read More...

ଇତିହାସ ରଚିଲେ ଦୀପିକା, ହଲିଉଡ୍ ୱାକ୍ ଅଫ୍ ଫେମ୍‌ରେ ସାମିଲ ହେଲେ

ଦୀପିକା ପାଦୁକୋନଙ୍କୁ ୨୦୨୬ ମସିହାରେ ହଲିଉଡ୍ ୱାକ୍ ଅଫ୍ ଫେମ୍‌ରେ ସାମିଲ କରାଯାଇଛି, ଯାହା ତାଙ୍କୁ ଏହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ ଅଭିନେତ୍ରୀ କରିଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ତାଙ୍କୁ ମୋସନ୍ ପିକ୍ଚର୍ ବର୍ଗରେ ଏହି ସମ୍ମାନ ଦିଆଯିବ। ହଲିଉଡ୍ ଚାମ୍ବର ଅଫ୍ କମର୍ସ ବୁଧବାର ରାତିରେ
Read More...

ଅଫିସ୍‌କୁ ଫେରିଲେ ଓଏଏସ୍ ଅଧିକାରୀ, ୩ ଦିନ ପରେ ସ୍ବାଭାବିକ୍ ହେଲା ରାଜ୍ୟରେ ଶାସନ ବ୍ୟବସ୍ଥା

ଭୁବନେଶ୍ବର: ଆଜିଠୁ ସ୍ୱାଭାବିକ ହେଲା ଶାସନ ବ୍ୟବସ୍ଥା । ତିନି ଦିନ ଧରି ରାଜ୍ୟବ୍ୟାପି ଓଏଏସମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଅଟକି ରହିଥିଲା ପ୍ରାଶାସନିକ ବ୍ୟବସ୍ଥା । ଆଜିଠୁ ପୁଣି କାର୍ଯ୍ୟରେ ଯୋଗ ଦେଲେ ଅଧିକାରୀ । ତହସିଲ, ବ୍ଳକ ଅଫିସକୁ ବିଭିନ୍ନ କାର୍ଯ୍ୟରେ ଯାଉଥିବା ଲୋକେ
Read More...

ବୋଲିଂରେ ହରଭଜନ ଓ ସେନ୍ ୱାର୍ଣ୍ଣ ନକଲ କଲେ କିଷାନ

ଲଣ୍ଡନ: ଇଶାନ କିଷାନ ବର୍ତ୍ତମାନ ଇଂଲଣ୍ଡରେ ଅଛନ୍ତି। ଯେଉଁଠାରେ ସେ କାଉଣ୍ଟି ଚାମ୍ପିଅନସିପ୍ ଡିଭିଜନ 1 ରେ ନଟିଂହାମଶାୟାର ପାଇଁ ଖେଳୁଛନ୍ତି। ଏହି ସମୟରେ, ସେ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି। ବୁଧବାର ଦିନ, ଇଶାନ କିଷାନ ସୋମରସେଟ୍ ବିପକ୍ଷ ମ୍ୟାଚ୍ ସମୟରେ ବୋଲିଂ କରିଥିଲେ। ତଥାପି,
Read More...

ବାହୁଡ଼ା ଯାତ୍ରା ଶୀଘ୍ର ସମ୍ପନ୍ନ କରିବା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ - ଆଜି ସର୍କିଟ ହାଉସ୍ ଠାରେ ବାହୁଡା଼ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଦେବୋତ୍ତର ଅଧିକାରୀ ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ଆବାହକତ୍ଵରେ ଆଲୋଚନା ହୋଇଥିଲା l ବାହୁଡା଼ ଯାତ୍ରା ଦିନ ସନ୍ଧ୍ୟା ପୂର୍ବରୁ ରଥ ଟାଣିବା ପାଇଁ ପ୍ରସ୍ତାବ ଗୃହୀତ
Read More...

ଜୁନିଅର୍ ରେଡକ୍ରସ୍ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ, ଲୁଣୀବାହାଲ ଠାରେ ଜିଲ୍ଲା ଜୁନିୟର ରେଡକ୍ରସ୍ ପରାମର୍ଶଦାତାଙ୍କ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇ ଯାଇଛି। ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୂବେଙ୍କ ସଭାପତିତ୍ବରେ ଅନୁଷ୍ଠିତ
Read More...