ବସ୍କୁ ଧକ୍କା ଦେଲା ଟ୍ରକ୍ , ୧୮ କାଉଡ଼ିଆଙ୍କ ମୃତ୍ୟୁ
ଝାଡ଼ଖଣ୍ଡ : କାଉଡି ଯାତ୍ରାରୁ ଶେଷ ଯାତ୍ରା । ବସ୍କୁ ଧକ୍କା ଦେଲା ଟ୍ରକ୍ । ୧୮ କାଉଡ଼ିଆଙ୍କ ମୃତ୍ୟୁ । ଝାଡ଼ଖଣ୍ଡର ଦେଓଘରର ମୋହନପୁର ଥାନା ଅଞ୍ଚଳର ଜାମୁନିଆ ମୋଡ଼ ନିକଟରେ ଗୋଡ୍ଡା ଦେଓଘର ମୁଖ୍ୟ ରାସ୍ତାରେ ଘଟିଛି ଘଟଣା । ମଙ୍ଗଳବାର ସକାଳେ ଘଟିଛି ବଡ଼ ଦୁର୍ଘଟଣା ଘଟିଛି । ଯେଉଁଠାରେ!-->…
Read More...
Read More...