Monthly Archives

August 2025

30ତମ ଜନ୍ମଦିନ ପାଳୁଛନ୍ତି ସାରା, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଆଜି ଅର୍ଥାତ୍ 12 ଅଗଷ୍ଟରେ ତାଙ୍କର 30ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଚମତ୍କାର ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ଏହି ଅଭିନେତ୍ରୀ 2018 ମସିହାରେ କେଦାରନାଥ ଫିଲ୍ମ ମାଧ୍ୟମରେ ସିନେମା
Read More...

ଏସିଆ କପ୍ ଦଳରୁ ବାଦ ପଡ଼ିପାରନ୍ତି ଏହି 5 ଜଣ ଖେଳାଳି

ନୂଆଦିଲ୍ଲୀ- ଆଗାମୀ ମାସ ଅର୍ଥାତ୍ ସେପ୍ଟେମ୍ବରରେ ଏସିଆ କପ୍ 2025 ଆରମ୍ଭ ହେବାକୁ ଯାଉଛି, ଯାହାର କାର୍ଯ୍ୟସୂଚୀ ପ୍ରକାଶିତ ହୋଇସାରିଛି। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର 9 ରୁ ଆରମ୍ଭ ହେବ, ଯାହା ପାଇଁ ଦଳଗୁଡ଼ିକ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତଥାପି, ଟିମ୍ ଇଣ୍ଡିଆ
Read More...

ଆଜି ଏହି ସବୁ ଜିଲ୍ଲାରେ ହେବ ବଜ୍ରପାତ ସହ ବର୍ଷା

ଭୁବନେଶ୍ୱର:ରାଜ୍ୟରେ ଏବେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ସୋମବାର କେନ୍ଦୁଝର, ବାଲେଶ୍ୱର ଓ କନ୍ଧମାଳର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହୋଇଛି। ୧୫ ଜିଲାରେ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ
Read More...

କନ୍ଧମାଳ ଆସୁଛନ୍ତି ବିଜେପି ରାଜ୍ୟ ସଭାପତି ,ତ୍ରିରଙ୍ଗା ଯାତ୍ରା ଓ ସ୍ବାମୀଜୀଙ୍କ ଆଶ୍ରମ କରିବେ ଗସ୍ତ,

ଫୁଲବାଣୀ : ଲଗାତାର ଦ୍ଵିତୀୟ ଥର ରାଜ୍ୟ ବିଜେପି ସଭାପତି ପଦ ଅଳଙ୍କୃତ କରିବା ପରେ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ କରିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେଥିପାଇଁ ଚଳଚଞ୍ଚଳ ଜିଲ୍ଲା ବିଜେପି ଶିବିର। ଆସନ୍ତା ୧୩ ଓ ୧୪ ତାରିଖ ଦୁଇ ଦିନ ଜିଲ୍ଲା ଗସ୍ତ କରିବେ
Read More...

ବୁଗୁଡ଼ା ପାନୀୟଜଳ ପ୍ରକଳ୍ପରେ ଅବ୍ୟବସ୍ଥା ,ଠିକ୍ ରେ ମିଳୁନି ପାଣି !

ଦଶପଲ୍ଲା : ନାମକୁ ମାତ୍ର ଚାଲୁଛି ପାନୀୟ ଜଳ ପ୍ରକଳ୍ପ , ହେଲେ ଲୋକଙ୍କୁ ମିଳୁନି ମୁନ୍ଦାଏ ପିଇବା ପାଣି । କେଉଁ ସାହିକୁ ପାଣି ଯାଉଛି ତ ପୁଣି କେଉଁ ସାହିକୁ ନାହିଁ। ଚାତକ ଭଳି ପାଣିକୁ ଚାହିଁ ବସୁଛବି ଗ୍ରାମବାସୀ। ଏଭଳି ସ୍ଥିତିରେ ଦାଉ ସାଜୁଛି ଅଘୋଷିତ ବିଦ୍ୟୁତକାଟ୍ । ୨ ମିନିଟ୍
Read More...

୫ ଜିଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,: ୫ ଜିଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ବଡ଼ ସୂଚନା ଦେଇଛନ୍ତି। କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଜିଲାରେ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାରେ ମୋଟ ୬ କୋଟି ୬୬ ଲକ୍ଷ ୧୭ ହଜାର ୫୫ ଟଙ୍କା
Read More...

ଦାୟିତ୍ୱ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି

ଭୁବନେଶ୍ୱର: ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଶୋଭନା ମହାନ୍ତି। ଯୋଗ ଦେବା ପରେ ସେ କହିଛନ୍ତି, କେହି ଆଇନଠାରୁ ଊଦ୍ଧର୍‌ବରେ ନୁହନ୍ତି, ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର। ମାତ୍ର କିଛି ସମୟ ହେଲା ଦାୟିତ୍ୱ ନେଇଛି,
Read More...

ପୁଣି ତାଜା ହେଲା ପିହୁ ନିଖୋଜ ଘଟଣା, ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷାକଲେ ମାଆ

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର କୁନିଝିଅ ପିହୁ ଅପହରଣ ଘଟଣାକୁ ୫ ବର୍ଷ ପୁରିଲା। ଆଜି ପର୍ଯ୍ୟନ୍ତ ବିଂଝାରପୁର ଥାନା କିମ୍ବା ଯାଜପୁର ଜିଲ୍ଲା ପ୍ରଶାସନ ପିହୁର ଅସ୍ତିତ୍ବ ଖୋଜି ପାରିଲାନାହିଁ | ପିହୁର ପରିବାରକୁ ସରକାର ନ୍ୟାୟ ଦେଇ ପାରିଲେ
Read More...

ରୋହିତଙ୍କ ପରେ ଦିନିକିଆ ଅଧିନାୟକ କିଏ ? ଏହି ଖେଳାଳି ସବୁଠୁ ଆଗରେ

ନୂଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଏହା ପରେ, ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ, ସେ ଟେଷ୍ଟକୁ ମଧ୍ୟ ଅଲବିଦା କହିଥିଲେ। ଏପରି ପରିସ୍ଥିତିରେ, ଶୁଭମନ ଗିଲଙ୍କୁ ଟେଷ୍ଟ ଦଳର ନେତୃତ୍ୱ
Read More...

ଏଣିକି ଏହି ଶ୍ରେଣୀର ପିଲା ବହି ଦେଖି ପରୀକ୍ଷା ଦେବେ

ଭୁବନେଶ୍ୱର:  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  (ସିବିଏସ୍‌ଇ) ପରିଚାଳିତ ସ୍କୁଲରେ ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ  କରାଯିବ ପରିବର୍ତ୍ତନ । ବହି ଦେଖି ପିଲାମାନେ ପରୀକ୍ଷା ଦେବେ । ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ ପାଇଲଟ୍‌ ମୋଡ୍‌ରେ କାର୍ଯ୍ୟକାରୀ  କରାଯିବ । ଜୁନ୍‌ ମାସରେ
Read More...