କୋରାପୁଟରେ ହେବ କ୍ୟାନସର ହସ୍ପିଟାଲ
କୋରାପୁଟ : କୋରାପୁଟରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ଘୋଷଣା । କୋରାପୁଟରେ ୨ ଏକର ଜମିରେ ହେବ କ୍ୟାନସର ହସ୍ପିଟାଲ । ସିକ୍କଲ ସେଲ୍ ରୋଗୀଙ୍କ ପାଇଁ ଡାକ୍ତରଖାନାର ଓ ଗବେଷଣା କେନ୍ଦ୍ର ଖୋଲାଯିବ । ପ୍ରତି ଗ୍ରାମ ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଏଠାରେ ୧୨୦!-->…
Read More...
Read More...