Monthly Archives

August 2025

ଜନତାଙ୍କ ଉନ୍ନତି ସାଧନ କରିବା ଦିଗରେ ନିଜର ଜ୍ଞାନକୁ ଉପଯୋଗ କରନ୍ତୁ ଆଇଆଇଟି ଛାତ୍ରଛାତ୍ରୀ – ଧର୍ମେନ୍ଦ୍ର…

ଧାନବାଦ, ଅଗଷ୍ଟ ୦୧ - ଆଇଆଇଟି ଛାତ୍ରଛାତ୍ରୀମାନେ ସେମାନଙ୍କର ଜ୍ଞାନକୁ କେବଳ ଶକ୍ତିଶାଳୀ ମେସିନ୍ ତିଆରି କରିବା ଦିଗରେ ନଲଗାଇ ଲୋକଙ୍କ ଉନ୍ନତି ସାଧନ କରିବା ଦିଗରେ ଲଗାନ୍ତୁ । ନାଗରିକଙ୍କ ଉତ୍ଥାନ ଦିଗରେ ସହଯୋଗୀ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ
Read More...

 ଘୋଷଣା ହେଲା ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଜାଣନ୍ତୁ କେଉଁ ଓଡିଆ ଫିଲ୍ମ ମାରିଲା ବାଜି

ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା ହୋଇଛି । ଶ୍ରେଷ୍ଠ ଅଭିନେତା ଭାବେ ଶାହରୁଖ ଖାନଙ୍କ ନାଁ ଘୋଷଣା କରାଯାଇଛି । ଯବାନ ଫିଲ୍ମ ପାଇଁ ତାଙ୍କୁ ଏହି ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ କରାଯିବ । ଏହା ଶାହରୁଖ ଖାନଙ୍କ ପ୍ରଥମ ଜାତୀୟ ପୁରସ୍କାର ହେବ । ଭାରତୀୟ
Read More...

ଉପଭୋକ୍ତାଙ୍କ ପାଇଁ ଖୁସି ଖବର , କମିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ପହିଲାରୁ ଗ୍ୟାସ୍‌ ଦରରେ ବଡ଼ ଆଶ୍ୱସ୍ତି ମିଳିଛି । ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ଅଗଷ୍ଟ ୧ରୁ ଏଲପିଜି ସିଲିଣ୍ଡରର ଦର ହ୍ରାସ କରିଥିବା ଘୋଷଣା କରିଛନ୍ତି । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା କମିଛି ।
Read More...

ରତ୍ନଭଣ୍ଡାରର ଗଣତିମଣତି ନେଇ ଆଇନମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,୨ ଜଣ ଏକ୍ସପର୍ଟ ଦେବା ପାଇଁ ଆରବିଆଇକୁ ସରକାର ଚିଠି ଲେଖିଛନ୍ତି। ଏହା ପରେ ଆରବିଆଇ ମଧ୍ୟ ୨ ଜଣ ଏକ୍ସପର୍ଟଙ୍କ ନାଁ ଦେଇଛି।
Read More...

ମହାନଦୀକୁ ଗାଧୋଇ ଯାଇ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ହରଭଙ୍ଗା :ମହାନଦୀକୁ ଗାଧୋଇ ଯାଇ ଯୁବକଙ୍କ ମୃତ୍ୟୁ l ଗ୍ରାମବାସୀଙ୍କ ଦ୍ୱାରା ମୃତ ଶବ ଉଦ୍ଧାର l ମୃତ ବ୍ୟକ୍ତି ଜଣକ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ହରଭଙ୍ଗା ଗ୍ରାମର ବଜେନ୍ଦ୍ର ବାଘ l ସୂଚନା ଅନୁଯାଇ ହରଭଙ୍ଗା ଗ୍ରାମର ବଜେନ୍ଦ୍ର ବାଘ (48)ଶୁକ୍ରବାର ଦିନ ପ୍ରାୟ 9ଘଣ୍ଟା ସମୟରେ
Read More...

ମୁଁ ଆତ୍ମହତ୍ୟା ଚିନ୍ତା କରୁଥିଲି : ୟୁଜଭେନ୍ଦ୍ର ଚହଲ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଦୀର୍ଘ ସମୟ ଧରି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଅଛନ୍ତି। ଏହି ବର୍ଷ ଆରମ୍ଭରେ, ତାଙ୍କର ଏବଂ ତାଙ୍କ ପତ୍ନୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କର ମଧ୍ୟ ଛାଡପତ୍ର ହୋଇଥିଲା। ପ୍ରାୟ 5 ବର୍ଷ ଧରି ଏକାଠି ରହିବା ପରେ ଉଭୟ ସେମାନଙ୍କ
Read More...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା

ନୂଆଦିଲ୍ଲୀ- ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଦେବାର କିଛି ଦିନ ପରେ, ନିର୍ବାଚନ କମିଶନ ଶୁକ୍ରବାର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍
Read More...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ପଟ୍ଟାମୁଣ୍ଡାଇ ୧।୮: ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଶୁକ୍ରବାର ଠାରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି । ଭିତରକନିକାର ବଉଳା କୁମ୍ଭୀର ପର୍ପ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏହି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ସମୟ ପାଇଁ ଗତ
Read More...

ସମ୍ବଲପୁରୀ ଭାଷାରେ “ସମ୍ବଲପୁରୀ ଦିନ୍”ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରୀ ସାହିତ୍ୟ ସାଧକ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପବିତ୍ର ଜନ୍ମଦିନ ଅବସରରେ ପାଳିତ ହେଉଥିବା “ସମ୍ବଲପୁରୀ ଦିନ୍”ର ଶୁଭେଚ୍ଛା ଜଣାଇଛନ୍ତି ।   ଏକ ଭିଡ଼ିଓ ବାର୍ତ୍ତା ଯୋଗେ ଗୁରୁ
Read More...

ଚାକିରି ଆଶୟୀଙ୍କ ପାଇଁ ବଡ ଖବର, ଏବର୍ଷ 40 ହଜାରଙ୍କୁ ମିଳିବ ନିଯୁକ୍ତି

ସୁନ୍ଦରଗଡ଼,୧।୮: ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରିର ଏକ ବଡ଼ ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବର୍ଷ ରାଜ୍ୟ ସରକାର ଆଉ ୪୦ ହଜାର ସରକାରୀ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଘୋଷଣା କରିଛନ୍ତି। ଏକ୍ସ ପୋଷ୍ଟ
Read More...