Monthly Archives

August 2025

ଆମନ୍ତ୍ରିତ ଅତିଥି ଓ ସାମ୍ବାଦିକଙ୍କ ଗହଣରେ ନୂଆ ଖାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସମ୍ବଲପୁର:ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ଦିନ ଆଜି ସ୍ଥାନୀୟ ସାଂସଦ ରୂପେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ପ୍ରବାସରେ ଅଛନ୍ତି।‌ ଅଧିଷ୍ଠାତ୍ରୀ ଦେବୀ ମାଁ’ ସମଲେଶ୍ୱରୀଙ୍କ ମନ୍ଦିରରେ ବିଭିନ୍ନ ମନ୍ତ୍ରୀ, ବିଧାୟକ, ଓଡ଼ିଶା ବାହାରୁ ଆସିଥିବା ଅନେକ ବିଶିଷ୍ଟ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଟୋ ଚାଳକ ମୃତ

ପୁରୀ: ପୁରୀ ସାତପଡ଼ା ରାସ୍ତାରେ ମର୍ମନ୍ତୁଦ ଗାଡି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ବ୍ୟାଟେରୀ ଚାଳିତ ଅଟୋ ଚାଳକଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କର ପରିଚୟ ମିଳିପାରିନାହିଁ । ଘଟଣାକୁ ନେଇ କେରାଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଛି
Read More...

୩୦ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ୩୦ ଜଣ ମାଓବାଦୀ ବିଜାପୁର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।  ସୂଚନା ମୁତାବକ, ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀ ଓ ପୁଲିସ ପକ୍ଷରୁ ନିୟମିତ ଭାବେ ମାଓ
Read More...

ପୁଣି ଚର୍ଚ୍ଚାରେ ପୃଥ୍ବୀ ଶ, ପାଖରେ ଥିବା ଯୁବତୀ ଜଣକ କିଏ ?

ନୂଆଦିଲ୍ଲୀ। ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ପୃଥ୍ୱୀ ଶ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏଥର ସେ କ୍ରିକେଟ୍ ମ୍ୟାଚ୍ ପାଇଁ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଗଷ୍ଟ ୨୭ ତାରିଖରେ ପୃଥ୍ୱୀ ଗଣେଶ ଚତୁର୍ଥୀ ଉତ୍ସବକୁ ବହୁତ ଧୁମଧାମରେ ​​ପାଳନ
Read More...

ଓଡିଶା ଆସିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି।ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର
Read More...

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି 

ଭୁବନେଶ୍ବର: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’ରେ ଲେଖିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷକରି
Read More...

ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୨୮ା୮: ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡ଼ିଶା। ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ନିକଟରେ ଗୁରୁବାର ଲାଗି ହୋଇଛି ନବାନ୍ନ। ଏହା ପରେ ବଲାଙ୍ଗୀରରେ ଥିବା ମା’ ସମଲେଶ୍ବରୀଙ୍କ ନିକଟରେ ମଧ୍ୟ ଆଜି ନବାନ୍ନ ଲାଗି ହୋଇଛି। ଧାର୍ଯ୍ୟ
Read More...

ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି

ପୁରୀ- ଦୀର୍ଘ ଏକବର୍ଷ ପରେ ଗଠନ ହୋଇଛି ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି। ରାଜ୍ୟ ସରକାର ପରିଚାଳନା କମିଟି ଗଠନ କରି ଅନେକ ନୂଆ ମୁହଁକୁ ସ୍ଥାନ ଦେଇଛନ୍ତି। କମିଟିରେ ପାଞ୍ଚଜଣ ଭିନ୍ନଭିନ୍ନ ନିଯୋଗରୁ ସେବାୟତ ପ୍ରତିନିଧିଙ୍କୁ ସ୍ଥାନ ଦିଆଯାଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ତରଫରୁ ଡକ୍ଟର
Read More...

ନୂଆଁଖାଇ ଉପଲକ୍ଷେ ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା

ଭୁବନେଶ୍ବର: ନୂଆଁଖାଇ ଉପଲକ୍ଷେ ଆଗାମୀ ୨୯ ତାରିଖକୁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) କୋର୍ଟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ତେବେ ଆସନ୍ତା ମାସର ଦ୍ବିତୀୟ ଶନିବାର (
Read More...

ପାର୍ବଣ ଋତୁ ପୂର୍ବ କଠୋର ହେଲା କମିଶନରରେଟ୍ ପୁଲିସ, ପୂଜା ପାଇଁ ଜାରି ହେଲା ସ୍ବତନ୍ତ୍ର ଗାଇଡ଼୍‌ଲାଇନ୍

ଭୁବନେଶ୍ୱର ୨୬/୦୮: ପାର୍ବଣ ଋତୁ ପୂର୍ବ କଠୋର ହେଲା କମିଶନରରେଟ୍ ପୁଲିସ। ପୂଜା ପାଇଁ ଜାରି ହେଲା ସ୍ବତନ୍ତ୍ର ଗାଇଡ଼୍‌ଲାଇନ୍। ଚଳିବ ବର୍ଷ ଗଣେଶ ପୂଜା ବାଜିପାରିବନି ଡିଜେ। ସାଉଣ୍ଡ୍ ଲିମିଟ୍‌ରେ ବଜାଇପାରିବେ ଭକ୍ତି ଗୀତ। ରାସ୍ତା ଉପରେ ହୋଇପାରିବନି ବଡ଼ ବଡ଼ ତୋରଣ। ରାତି ୧୦ଟା ପରେ
Read More...