Monthly Archives

August 2025

ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଜାରି

ଭୁବନେଶ୍ବର: ଏବେ ବି ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଜାରି ରହିଛି। ଆଖୁଆପଦାରେ ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ଅଛି। ଆସନ୍ତାକାଲି ଏହା ବିପଦ ସଂକେତ ତଳକୁ ଆସିବ। ହେଲେ ଜାମସୋଲାଘାଟରେ ବର୍ଷା ଯୋଗୁଁ ରାଜଘାଟଠାରେ ସୁବର୍ଣ୍ଣରେଖା ବଢିବ। ଏନେଇ ସୂଚନା ଦେଇଛନ୍ତି
Read More...

ଭୁବନେଶ୍ଵର ବିମାନବନ୍ଦରରେ ମିଳିବ ଶସ୍ତା ଖାଦ୍ୟପାନୀୟ, ଉଡାନ ଯାତ୍ରୀ କାଫେର ଶୁଭାରମ୍ଭ

ଭୁବନେଶ୍ୱର : ଭୁବନେଶ୍ଵର ବିମାନବନ୍ଦରରେ ଏବେ ମିଳିବ ଶସ୍ତା ଖାଦ୍ୟପାନୀୟ। ଏୟାରପୋର୍ଟ ଭିତରେ ଉଡାନ ଯାତ୍ରୀ କାଫେର ଶୁଭାରମ୍ଭ। ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ମିଳିବ। ସବୁ ଯାତ୍ରୀ ଏହି ସୁଲଭ ସୁବିଧା ନେଇ ପାରିବେ। ଉଡାନ
Read More...

ଏସିଆ କପ୍ ପୂର୍ବରୁ ଚମକିଲେ ସଞ୍ଜୁ, ଖେଳିଲେ ବିସ୍ଫୋରକ ଇନିଂସ

ନୂଆଦିଲ୍ଲୀ। ଏସିଆ କପ୍ ପୂର୍ବରୁ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ତାଙ୍କ ବ୍ୟାଟିଂରେ ଚମକ ଦେଖାଇଛନ୍ତି । ଏବେ ଚାଲିଥିଲା କେରଳ କ୍ରିକେଟ୍ ଲିଗ୍‌ରେ ଏକ ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ଏସିଆ କପ୍ ପାଇଁ ପ୍ଲେଇଂ ଇଲେଭେନରେ ନିଜର ଦାବି ଜାହିର
Read More...

ନିକି ହତ୍ୟା ମାମଲାରେ ନୂଆ ଖୁଲାସା; ମାସେ ପୂର୍ବରୁ ହତ୍ୟା ଯୋଜନା କରିଥିଲେ ବିପିନ ; ବ୍ୟୁଟି ପାର୍ଲର ନାମରେ…

ଗ୍ରେଟର ନୋଏଡା: ଗ୍ରେଟର ନୋଏଡାର କାସନା କୋତୱାଲିର ସିରସା ଗାଁରେ ଯୌତୁକରେ 35 ଲକ୍ଷ ଟଙ୍କା ଦାବି ପୂରଣ ନହେବାରୁ ପତ୍ନୀଙ୍କୁ ଜ୍ୱଳନ୍ତ ପଦାର୍ଥ ଢାଳି ଜୀବନ୍ତ ଜାଳି ଦେବା ଘଟଣା ପରେ ଲୋକଙ୍କ କ୍ରୋଧ ଥମିବାର ନାମ ନେଉନାହିଁ।ରୂପବାସ ଗାଁରେ ମୃତକଙ୍କ ଘରେ କେବଳ ଶୋକ ପ୍ରକାଶ କରିବା ପାଇଁ
Read More...

ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କୁ ଝଟକା, ବଢିଲା ଭଡା

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏକ ଛୋଟ ଝଟକା ଲାଗିଛି। ୮ ବର୍ଷ ପରେ ଦିଲ୍ଲୀ ମେଟ୍ରୋ ପକ୍ଷରୁ ଭଡ଼ା ବୃଦ୍ଧି ଘୋଷଣା କରାଯାଇଛି। ଅର୍ଥାତ୍, ଏବେଠାରୁ ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଡିଏମଆରସି କହିଛି
Read More...

୨୮ ତାରିଖ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଆହୁରି ୩ ଦିନ ଛେଚିବ ବର୍ଷା। ସୋମବାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୨୮ ତାରିଖ ଯାଏ ବର୍ଷା ଲାଗି ରହିବ। ସେହିଭଳି ବଜ୍ରପାତ ପାଇଁ ବାଲେଶ୍ୱର, ଭଦ୍ରକ,
Read More...

ଭିଜିଲାନ୍ସ ଜାଲରେ ପୋଲିସ ଏସ୍‌ଆଇ

ବରଗଡ଼: ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ପୋଲିସ ଏସ୍‌ଆଇ ଜଗା ବରିହା ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ସ୍କ୍ରାପ ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡି ବସିଥିଲା। ତାଙ୍କ ପାଖରୁ ଲାଞ୍ଚ କାରବାରରେ ବ୍ୟବହୃତ ୭ହଜାର ଟଙ୍କା
Read More...

ବ୍ଲକ୍ ସ୍ତରୀୟ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ସଂସ୍କୃତ ଦିବସ ସମାରୋହ-୨୦୨୫ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ସଂସ୍କୃତ ଦିବସ ସମାରୋହ-୨୦୨୫ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଯାଇଛି । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବାରଖମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର
Read More...

ସୌରଭ ଗାଙ୍ଗୁଲିଙ୍କୁ ମିଳିଲା ନୂଆ ଦାୟିତ୍ବ

ନୂଆଦିଲ୍ଲୀ। ପୂର୍ବତନ ଭାରତୀୟ ଦଳର ଅଧିନାୟକ ତଥା ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବେ ଏକ ନୂତନ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଗାଙ୍ଗୁଲି ଏହି ଇନିଂସ ଭାରତରେ ନୁହେଁ ବରଂ ବିଦେଶରେ ଆରମ୍ଭ କରିବେ। ତାଙ୍କୁ ଏକ ବିଦେଶୀ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ
Read More...

ଆରମ୍ଭ ହେଲା ପିଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର: ଆରମ୍ଭ ହେଲା ସ୍ନାତକୋତ୍ତର (ପିଜି) ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ । ଗତ ଶନିବାରଠାରୁ ଆସନ୍ତା ୩ ତାରିଖ ଯାଏ ସାମ୍ସ ୱେବସାଇଟ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୯ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ
Read More...