Monthly Archives

August 2025

ଅନ୍ତ୍ୟୋଦୟ ଗୃହ ଯୋଜନା; ବଢ଼ିଲା ପ୍ରୋତ୍ସାହନ ରାଶି ପ୍ରଦାନ ଅବଧି

ଭୁବନେଶ୍ୱର,: ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରୋତ୍ସାହନ ରାଶି ପ୍ରଦାନ ନିୟମ ଆଂଶିକ ବଦଳିଛି । ପୂର୍ବରୁ ୪ ମାସରେ ଘର ସାରିଲେ ୨୦ ହଜାର ଟଙ୍କା ମିଳୁଥିଲା । ଏଣିକି ୪ ମାସ ବଦଳରେ ୬ ମାସରେ ଘର ନିର୍ମାଣ ସାରିଲେ ବି ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ । ସେହିଭଳି ୬ ମାସ ବଦଳରେ ୮
Read More...

ନିଜ ପ୍ରତିମୂର୍ତ୍ତି ଦେଖି ଭାବୁକ ହେଲେ ଗାଭାସ୍କର, କହିଲ ଏହି ବଡ କଥା

ନୂଆଦିଲ୍ଲୀ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ପୂର୍ବତନ ଭାରତୀୟ ଦଳର ଅଧିନାୟକ ତଥା ମହାନ ବ୍ୟାଟସମ୍ୟାନ୍ ସୁନୀଲ ଗାଭାସ୍କରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଗାଭାସ୍କରଙ୍କ ଏହି ପ୍ରତିମୂର୍ତ୍ତି ଷ୍ଟାଡିୟମରେ ନିର୍ମିତ MCAର ଶରଦ ପାୱାର କ୍ରିକେଟ ସଂଗ୍ରହାଳୟରେ ଅଛି। ପୂର୍ବତନ
Read More...

ଯୌତୁକ ନିଆଁରେ ଜଳିଲେ ଆଉ ଜଣେ ବୋହୂ, ସ୍ବାମୀ ଗିରଫ

ନୂଆଦିଲ୍ଲୀ-ଯୌତୁକ ନିଆଁରେ ଜଳିଲେ ଆଉ ଜଣେ ବୋହୂ । ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରୁ । ଅଭିଯୋଗ ଅନୁଯାୟୀ ନିକିଙ୍କୁ ତାଙ୍କ ସ୍ୱାମୀ ଯୌତୁକ ଦାବି ପୂରଣ ନ ହେବାରୁ ଜୀବନ୍ତ ଜାଳି ଦେଇଛନ୍ତି। ନିକିଙ୍କ ଅଧା ପୋଡ଼ିଯାଇଥିବା ଶରୀରର ଏକ ଭିଡିଓ ସୋସିଆଲ
Read More...

ନୂଆଁଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ନୂଆ ଧାନ, ୨୮ରେ ମା’ଙ୍କ ଠାରେ ଲାଗି ହେବ ନବାନ୍ନ

ସମ୍ବଲପୁର: ନୂଆଁଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ନୂଆ ଧାନl ବଲବସପୁରର ସୁବାଷ ବେହେରା ସପରିବାର ନୁଆଁ ସାରିଆ ଧାନ ଆଣି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କୁ ଦେଇଥିଲେlପ୍ରଚଳିତ ପରମ୍ପରା ଅନୁସାରେ ନନ୍ଦୋତ୍ସବ ତିଥିରେ ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶାର
Read More...

୧୨ଟି ଗେଟ୍ ରେ ହୀରାକୁଦରୁ ଜଳ ନିଷ୍କାସନ ଜାରି

ସମ୍ବଲପୁର: ଆସନ୍ନ ଲଘୁଚାପକୁ ଦୃଷ୍ଟିରେ ରଖି ରୁଲ୍‌କର୍ଭ ନିୟମ ଅନୁସାରେ ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନ ନିମନ୍ତ୍ରଣ ଓ ସୁପରିଚାଳନା ପାଇଁ ଆଗୁଆ ବ୍ୟବସ୍ଥା ସ୍ବରୂପ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି। ଫଳରେ ପ୍ରଥମେ ଶନିବାର ୮ଟି ସ୍ଲୁଇସ୍‌ ଗେଟ୍‌
Read More...

ବର୍ଷା ଋତୁରେ ଜ୍ୱର ଆଉ ଥଣ୍ଡା ଭୟ

ଭୁବନେଶ୍ୱର: ବର୍ଷା ଋତୁରେ ଜ୍ୱର ଆଉ ଥଣ୍ଡା ଭୟ । ରାଜ୍ୟରେ ଏବେ ଅଣାୟତ୍ତ କଲାଣି ଏଚ୍‌୧ଏନ୍‌୧ ଓ ଏଚ୍‌୩ଏନ୍‌୨ ଭୂତାଣୁ ସଂକ୍ରମଣ । ଘରେ ଘରେ ସଂକ୍ରମଣର ପ୍ରଭାବ ଦେଖିବାକୁ ମିଳିଛି । ଜ୍ୱର ସାଙ୍ଗକୁ କମ୍ପରେ ଥରୁଛନ୍ତି । ହସ୍ପିଟାଲ୍‌ରେ ସଂକ୍ରମିତଙ୍କ ଭିଡ଼ ଜମୁଛି । ସଂକ୍ରମିତଙ୍କ ଜ୍ୱର ଭଲ
Read More...

ଖୁବ୍ ଶିଘ୍ର ଆରମ୍ଭହେବ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ,ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି

ଦଶପଲ୍ଲା : ଖୁବ୍ ଶିଘ୍ର ଆରମ୍ଭ ହେବ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ର ଟାକରା ପଂଚାୟତର ମଂଜାରୀ ଗ୍ରାମରେ ହେବାକୁ ଥିବା ବୃତ୍ତଂଗ ଜଳସେଚନ ପ୍ରକଳ୍ପ ର କାର୍ଯ୍ୟ । ନୟାଗଡ଼ ଜିଲ୍ଲା ସମେତ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶ ଏହି ପ୍ରକଳ୍ପ ଦ୍ବାରା ଜଳସେଚିତ ହୋଇପାରିବ । ଜଳାଭାବ ଯୋଗୁଁ
Read More...

ଭାରତୀୟ କ୍ରିକେଟରୁ ଅବସର ନେଲେ ଚେତେଶ୍ୱର ପୂଜାରା , ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟ ଲେଖିଲେ

ନୂଆଦିଲ୍ଲୀ। ରାହୁଲ ଦ୍ରାବିଡଙ୍କ ପରେ ଭାରତୀୟ ଟେଷ୍ଟ ଦଳରେ ନମ୍ବର-3 ରେ ନୂତନ ପ୍ରାଚୀର ଭାବରେ ପ୍ରସିଦ୍ଧ ହୋଇଥିବା ଚେତେଶ୍ୱର ପୂଜାରା ତାଙ୍କ କ୍ୟାରିୟରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂଜାରା ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଡାହାଣହାତୀ
Read More...

ଗଣେଶ ପୂଜାରେ ବର୍ଷା !

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ମୌସୁମୀ ବର୍ଷା ହେଉଛି। ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୭ ତାରିଖ ଦିନ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ପଡୁଥିବାରୁ ବର୍ଷା ଯୋଗୁଁ ଏହା ଫିକା ପଡିପାରେ
Read More...

 ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ

ଭୁବନେଶ୍ୱର: ଭୁବନେଶ୍ୱର ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ। ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି। ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଗାଡ଼ି ହଟିଲେ ଜାଗା ସଫା ହେବ, ରାଜସ୍ବ ବଢିବ ବୋଲି ସେ କହିଛନ୍ତି। ଏନେଇ
Read More...