Monthly Archives

September 2025

ଫିକା ପଡିପାରେ ପାର୍ବଣ,୧ରୁ ବଢିପାରେ ବର୍ଷାର ପରିମାଣ

ଭୁବନେଶ୍ୱର-ଫିକା ପଡିପାରେ ପାର୍ବଣ। ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ଅକ୍ଟୋବର ୧ରୁ ବର୍ଷାର ପରିମାଣ ବଢିବା ନେଇ ଅନୁମାନ କରାଯାଉଥିବା ଆଞ୍ଚଳିକ
Read More...

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଯୁଗଳ କିଶୋର ସାମଲ ଟିମ୍ ଇଣ୍ଡିଆ ମ୍ୟାନେଜର

କଟକ: ଆସନ୍ତା ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ପାଇଁ ଯୁଗଳ କିଶୋର ସାମଲ ଭାରତୀୟ ଦଳର ମ୍ୟାନେଜର ନିଯୁକ୍ତ ହୋଇଛନ୍ତି । ପ୍ରଥମ ଟେଷ୍ଟ ଆସନ୍ତା ଅକ୍ଟୋବର ୨ରୁ ୬ତାରିଖ ମଧ୍ୟରେ ଅହମ୍ମଦାବାଦରେ ଏବଂ ଦ୍ଵିତୀୟ ଟେଷ୍ଟ ଅକ୍ଟୋବର ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ
Read More...

ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଅପରେସନ୍ ଅଗ୍ନି; ୩୦ ଲକ୍ଷ ଟଙ୍କାର ବେଆଇନ୍ ବାଣ ସହ ବ୍ୟବସାୟ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ୍ ଅଗ୍ନି । ଦିପାବଳୀ ପୂର୍ବରୁ ବେଆଇନ୍ ବାଣ ଗୋଦାମରେ ଚଢ଼ାଉ କରିଛି ପୋଲିସ୍ । ଜଣେ ବ୍ୟବସାୟୀଙ୍କ ଗୋଦାମରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ୍ ବାଣ ଜବତ କଲା ବାଲିଗୁଡ଼ା ପୋଲିସ୍ । ବାଲିଗୁଡ଼ା
Read More...

ଶେଷ ହେବ ଶାମିଙ୍କ ଟେଷ୍ଟ କ୍ୟାରିୟର ! ଅଗରକର କହିଲେ ଏମିତି

ନୂଆଦିଲ୍ଲୀ- ପୁଣି ଥରେ ନିରାଶ ହେଲେ ମହମ୍ମଦ ଶାମି । ଏହି ଅଭିଜ୍ଞ ଦ୍ରୁତବୋଲର ପୁଣିଥରେ ଚୟନକର୍ତ୍ତାଙ୍କ ଅଣଦେଖାର ଶିକାର ହୋଇଛନ୍ତି । ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳରେ ସାମିଲ କରାଯାଇନାହିଁ। ଏହା ଦ୍ୱିତୀୟ ଥର ପାଇଁ ସେ ଭାରତୀୟ ଦଳରେ ସ୍ଥାନ ସୁରକ୍ଷିତ କରିବାରେ
Read More...

ମିଗ୍-୨୧କୁ ବିଦାୟ: ରାଜନାଥ ସିଂହ କହିଲେ ଏହା କେବଳ ଏକ ବିମାନ ନୁହେଁ, ଏହା ଭାରତର ବୀରତ୍ୱର ଇତିହାସ

ନୂଆଦିଲ୍ଲୀ- ଭାରତୀୟ ବାୟୁସେନା (IAF) ପ୍ରାୟ ଷାଠିଏ ବର୍ଷର ସେବା ପରେ ଶୁକ୍ରବାର ଏହାର ପ୍ରତୀକାତ୍ମକ ମିଗ୍-୨୧ ଲଢ଼ୁଆ ବିମାନକୁ ଅବସର ଦେଇଛି। ଚଣ୍ଡିଗଡ଼ରେ ଆୟୋଜିତ ଏକ ବିଦାୟୀ ସମାରୋହରେଏହା ଶେଷ ଉଡ଼ାଣ କରିଥିଲା, ଯାହା ଭାରତୀୟ ସାମରିକ ବିମାନ ଚଳାଚଳରେ ଏକ ଯୁଗର ଅନ୍ତ ଘଟାଇଥିଲା।
Read More...

ନୂଆ ଦଳ ଗଢିଲେ ତେଜ ପ୍ରତାପ, କହିଲେ ଏହି ବଡ କଥା

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ତାଙ୍କ ଦଳର ନାମ ଘୋଷଣା କରିଛନ୍ତି। ସେ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ (ପୂର୍ବ ଟୁଇଟର) ରେ ଏକ ପୋଷ୍ଟରେ ଏହି ସୂଚନା ଶେୟାର କରିଛନ୍ତି। ତେଜ ପ୍ରତାପ ଯାଦବ ତାଙ୍କ ଦଳର ନାମ
Read More...

ପ୍ରଥମ ଥର ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ୧୯୮୪ ମସିହାରେ ପ୍ରଥମ ଥର ପାଇଁ ଏସିଆ କପ୍ ଖେଳାଯାଇଥିଲା। ଏହା ପରେ ଏପର୍ଯ୍ୟନ୍ତ ଏସିଆ କପର ୧୭ଟି ସିଜିନ୍ ଅନୁଷ୍ଠିତ ହୋଇସାରିଛି। ୧୯୮୪ ରୁ ୨୦୨୫ ମଧ୍ୟରେ ୪୧ ବର୍ଷର ବ୍ୟବଧାନ ରହିଛି। କିନ୍ତୁ ଏହା ପ୍ରଥମ ଥର ହେବ ଯେତେବେଳେ ଭାରତ ଏବଂ ପାକିସ୍ତାନ ଏହି ମର୍ଯ୍ୟାଦାଜନକ
Read More...

3 ଦିନ ପ୍ରବଳ ଛେଚିବ, ଓଡିଶା ପାଇଁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଓ୍ୱେଲ ମାର୍କ ଲୋ ପ୍ରେସର୍‌ ତଥା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ୨୪ ଘଣ୍ଟାରେ ନେବ ଅବପାତ ରୂପ। ଏନେଇ ଆଲର୍ଟ କରିଛି ଭାରତୀୟ ପାଣିପାଗ
Read More...

ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା, ଆସନ୍ତାକାଲିଠୁ ଲାଗୁ ହେବ

ଭୁବନେଶ୍ୱର: ଦୁର୍ଗାପୂଜା ସମୟରେ ଭିଡକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୁଟ୍‌ରେ ଅପରାହ୍ନ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ କରିପାରିବ ନାହିଁ। ୨୭ ତାରିଖରୁ ଅକ୍ଟୋର ୨ ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି
Read More...

ଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, କରୁଣଙ୍କ କଟିଲା ପତ୍ତା

ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜ୍ ର ପ୍ରଥମ ମ୍ୟାଚ୍ ଅକ୍ଟୋବର 2 ରେ ଖେଳାଯିବାକୁ ଅଛି। ଦ୍ୱିତୀୟ ଟେଷ୍ଟ୍ ଅକ୍ଟୋବର 10 ରେ ଖେଳାଯିବାକୁ ଅଛି। ଏହା ପୂର୍ବରୁ, BCCI ଭାରତୀୟ ଟେଷ୍ଟ ଦଳ
Read More...