Monthly Archives

October 2025

ଆୟୁଷ୍ମାନ ଖୁରାନ୍ନାଙ୍କ ପାଇଁ ମାଇଲଖୁଣ୍ଟ ହେବ ‘ଥାମା’

ମୁମ୍ବାଇ: ବଲିଉଡ ଜଗତରେ ଦୀର୍ଘ ସମୟ ଧରି ଫ୍ୟାନ୍ସମାନଙ୍କୁ ମନୋରଞ୍ଜନ କରି ଆସୁଥିବା ଆୟୁଷ୍ମାନ ଖୁରାନ୍ନାଙ୍କ କ୍ୟାରିଅରରେ କେବେବି ୨୦୦ କୋଟିର ଫିଲ୍ମ ମିଳିନି। କିନ୍ତୁ ଚଳିତଥର ଅଭିନେତାଙ୍କ ଅଭିନୀତ ଫିଲ୍ମ ଥାମା ଯୋଗୁଁ ଖୁବଶୀଘ୍ର ତାଙ୍କ କ୍ୟାରିଅରରେ ଏହି ଶୂନ୍ୟସ୍ଥାନ ପୂରଣ ହେବାକୁ
Read More...

କୋରାପୁଟ କଫିକୁ ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୭ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି । ଆରମ୍ଭରେ ଛଟ୍‌ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଛଟ୍‌ ପର୍ବ ହିଁ ଏକତାର ପ୍ରତୀକ ବୋଲି କହିଛନ୍ତି । ଏହା ସହିତ ସ୍ୱଦେଶୀ ଉତ୍ପାଦ କିଣିବାକୁ ଆହ୍ୱାନ ଦେଇଛନ୍ତି ।
Read More...

ରୋହିତଙ୍କ ଅବସର ଯୋଜନା ଚୂଡ଼ାନ୍ତ, କହିଲେ ପିଲାଦିନର ପ୍ରଶିକ୍ଷକ

ନୂଆଦିଲ୍ଲୀ। ରୋହିତ ଶର୍ମା ସିଡନୀରେ ତୃତୀୟ ଦିନିକିଆରେ ଏକ ଚମତ୍କାର ଇନିଂସ ଖେଳି ଶତକ ହାସଲ କରିଥିଲେ ଏବଂ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ। ଏହି ମ୍ୟାଚ୍ ପରେ, ରୋହିତ ଶର୍ମା ତାଙ୍କର ସମସ୍ତ ସମାଲୋଚକଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ। ଏବେ, ତାଙ୍କ ପିଲାଦିନର ପ୍ରଶିକ୍ଷକ ତାଙ୍କର ଅବସର
Read More...

ଗଭୀର ଅବପାତରେ ପରିଣତ ହେଲା ଅବପାତ, ୧୨ ଘଣ୍ଟାରେ ବାତ୍ୟା !

ଭୁବନେଶ୍ବର- ଗଭୀର ଅବପାତରେ ପରିଣତ ହେଲା ଅବପାତ । ଆଗାମୀ ୧୨ ଘଣ୍ଟାରେ ବାତ୍ୟା । ଆଜି ସକାଳ ୫ଟା ୩୦ ମିନିଟ ବେଳର ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତକାଲିର ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା। ଏହା ଗୋପାଳପୁରଠାରୁ ୯୭୦ କିମି
Read More...

ରୋହିତଙ୍କ ନାମରେ ରେକର୍ଡ ବର୍ଷା

ନୂଆଦିଲ୍ଲୀ: ଆଡିଲେଡରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଇତିହାସ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ମ୍ୟାଚ୍‌ରେ ରୋହିତ ଅଷ୍ଟ୍ରେଲିଆରେ ଦିନିକିଆରେ ୧୦୦୦ ରନ୍ ପୂରଣ କରିଥିବା ପ୍ରଥମ କ୍ରିକେଟର ହୋଇଥିଲେ। ୩୮ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ଏହି
Read More...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ । ଦକ୍ଷିଣ- ପୂର୍ବ ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ କରାଯାଇଛି ।  ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ
Read More...

ଅଷ୍ଟ୍ରେଲିଆକୁ 265ରନର ବିଜୟ ଲକ୍ଷ୍ୟ ଦେଲେ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ODI ଆଜି ଆଡିଲେଡ୍‌ରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ଦଳ ତିନୋଟି ପରିବର୍ତ୍ତନ କରିଛି, ଯେତେବେଳେ ଭାରତୀୟ ଦଳ କୌଣସି ପରିବର୍ତ୍ତନ ବିନା ପଡିଆକୁ
Read More...

ଭୁବନେଶ୍ବର ଆସିବେ ଗଡକରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ଇଣ୍ଡିଆନ ରୋଡ କଂଗ୍ରେସର ୮୪ତମ ଅଧିବେଶନ। ଏଥିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନରେ ଅଧିବେଶନ ଚାଲିବ ବୋଲି ସୂଚନା ମିଳିଛି।
Read More...

ଆଜି ଅବପାତର ରୂପ ନେଇପାରେ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଘନୀଭୂତ ହେଉଛି। ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବ। ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅବପାତ ହେବାର ସମ୍ଭାବନା ରହତିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଜୁଳି
Read More...

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୋଲିସ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅନ୍ୟମାନେ ହେଲେ ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ ଏବଂ ପୂର୍ବତନ କର୍ପୋରେଟର ମଲେ ବିଶୋଇ।
Read More...