Monthly Archives

November 2025

ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ, ମଞ୍ଜୁରି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର,୨୯।୧୧ : ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ। ପଞ୍ଚାୟତସ୍ତରୀୟ ପ୍ରଶାସନିକ କାର୍ଯ୍ୟକୁ ଉନ୍ନତ କରିବା ପାଇଁ ଗ୍ରାମ ପଞ୍ଚାୟତ ପିଅନ" ନାମକ ଏକ ନୂତନ ପଦବୀକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ମାସିକ ଦରମା ୧୩ ହଜାର ୧୬୦ ଟଙ୍କା ରଖାଯାଇଛି।
Read More...

ସୁଭଦ୍ରା ସଂପର୍କରେ ଗୃହରେ ବଡ ତଥ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରଜମିନ ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା। ଗୃହରେ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି।୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି।୧ କୋଟି ୩ ଲକ୍ଷ ୮୯
Read More...

ଉପକୂଳକୁ ମାଡ଼ିଆସୁଛି ‘ଡିଟଓ୍ୱା’

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ଡିଟଓ୍ୱା।। ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ବନ୍ୟା ଭୂସ୍ଖଳନରେ ୬୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବାତ୍ୟା ଭାରତ ଆଡକୁ ଗତି କରୁଛି। ଆଜି ସକାଳ ୮ଟା ସମୟରେ ଏହା ଭାରତୀୟ ଅଞ୍ଚଳକୁ ଛୁଇଁବ ବୋଲି ଆଶା କରାଯାଉଛି।
Read More...

ମହିଳା ପ୍ରିମିୟର ଲିଗ୍ ପାଇଁ ପ୍ରକାଶ ପାଇଲା କାର୍ଯ୍ୟସୂଚୀ, ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ହରମନ-ମନ୍ଧାନା

ନୂଆଦିଲ୍ଲୀ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ମହିଳା ପ୍ରିମିୟର ଲିଗ୍ 2026 ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ଣ୍ଣାମେଣ୍ଟ 9 ଜାନୁଆରୀରୁ 5 ଫେବୃଆରୀ, 2026 ପର୍ଯ୍ୟନ୍ତ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସିଜିନ୍ ନଭି ମୁମ୍ବାଇ ଏବଂ ଭଦୋଦରାରେ
Read More...

ସାଂସଦ ବିଭୂ ତରାଇଙ୍କ କାର୍‌ ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ

ଜଗସିଂହପୁର: ହାଜିପୁରରେ ସାଂସଦ ବିଭୂ ତରାଇଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାଂସଙ୍କ କାର୍‌କୁ ପଛରୁ ଆଉ ଏକ କାର୍‌ ଧକ୍କା ଦେଇଛି। ଦୁର୍ଘଟଣାରେ ସାଂସଦ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ଘଟାଇ ଥିବା କାର୍‌ ସହ ଡ୍ରାଇଭର ବିରିଡି ଥାନାରେ ଅଟକ ରଖାଯାଇଛି। ପୁଲିସ୍‌ ଘଟଣାରେ ଅଧିକ
Read More...

କର୍ଣ୍ଣାଟକ କ୍ଷମତା କନ୍ଦଳ ; ବ୍ରେକଫାଷ୍ଟରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ, କହିଲେ ଏହି ବଡ କଥା

ନୂଆଦିଲ୍ଲୀ; କର୍ଣ୍ଣାଟକ କ୍ଷମତା କନ୍ଦଳରେ କଂଗ୍ରେସ ହାଇକମାଣ୍ଡ ହସ୍ତକ୍ଷେପ କରିଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଏକାଠି ବସି ବିବାଦର ଆପୋସ ସମାଧାନ ଲାଗି ପରାମର୍ଶ ଦେଇଥିଲେ । ସେହିକ୍ରମରେ ଆଜି ଉଭୟଙ୍କ ମଧ୍ୟରେ ବ୍ରେକଫାଷ୍ଟ ବୈଠକ
Read More...

ଶୀତ ପ୍ରକୋପରୁ  ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରକୋପରୁ  ମିଳିବ ଆଶ୍ୱସ୍ତି । ଉପରମୁହାଁ ହେବ ରାତି ତାପମାତ୍ରା । କମିବ  ଶୀତର ପ୍ରଭାବ । ଆସନ୍ତା ୪ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ  ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଏଭଳି  ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । ଗତ କିଛିଦିନ  ଧରି
Read More...

ଭଡ଼ା ଘରେ ଚାଲିଛି ୩୮୯୦ ଅଙ୍ଗନବାଡ଼ି

ଭୁବନେଶ୍ବର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ସ୍ବାଭାବିକ ଚାଲିଛି ଗୃହ କାର୍ଯ୍ୟ। ଆଜି ଗୃହରେ ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କରେ ଆଲୋଚନା ଚାଲିଛି। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶାରେ
Read More...

ପଦ୍ମ ଧରିଲେ ତାଳଚେର ପୌରାଧ୍ୟକ୍ଷ

ଭୁବନେଶ୍ୱର- ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆ। ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ବିଜେଡିରୁ ପବିତ୍ରଙ୍କ ସମେତ ୧୩ କାଉନସିଲର ଇସ୍ତଫା ଦେଇଥିଲେ।
Read More...

ବାରବାଟୀକୁ କରାଯାଉ ବିଶ୍ୱସ୍ତରୀୟ ଷ୍ଟାଡିଅମ – ସୋଫିଆ

କଟକ : ବାରବାଟୀକୁ କର ବିଶ୍ୱସ୍ତରୀୟ ଷ୍ଟାଡିଅମ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି କଟକ ବାରବାଟୀ ବିଧାୟକ ସୋଫିଆ ଫିରଦ୍ଦୋଶ । ପୂର୍ବରୁ ଏନେଇ ଘୋଷଣା ହୋଇଥିଲା କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ଆଗକୁ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ ଅଛି । ବିସିସିଆଇ ଓ ରାଜ୍ୟ
Read More...