Monthly Archives

November 2025

ନୂଆପଡ଼ା ଉପନିର୍ବାଚନ : ସୋମବାରଠୁ ପୋଲିଂ ସେଣ୍ଟରକୁ ଯିବେ ପୋଲିଂ ଅଧିକାରୀ

ନୂଆପଡ଼ା ୯।୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ଶେଷ ହେଉଛି ପ୍ରଚାର । ଜୋରଦାର କ୍ୟାମ୍ପେନ୍‌ ଓ ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀଙ୍କ ହାତରେ ରହିଛି ଶେଷ ସୁଯୋଗ । ଆଉ ରବିବାର ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ କରି ବାହାରୁ ଆସିଥିବା ବିଭିନ୍ନ ଦଳର ନେତା ଓ
Read More...

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏହି ଗସ୍ତରେ ସେ 'ମାଣ୍ଡିଆ ଦିବସ' ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହେବେ ସାମିଲ । କାର୍ଯ୍ୟସୂଚୀ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଚୌହାନ ସକାଳେ ପାଟନାରୁ ବାହାରି   ୧୧ଟା ସୁଦ୍ଧା
Read More...

ନାତିକୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ କାଟ୍ରିନା କୈଫଙ୍କ ମାଆ

କାଟ୍ରିନା କୈଫ୍ ଏବଂ ଭିକି କୌଶଳ ନଭେମ୍ବର 7 ତାରିଖରେ ପିତାମାତା ହୋଇଥିଲେ। ଏହି ଦମ୍ପତି ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିଲେ। ଅଭିନନ୍ଦନର ବାର୍ତ୍ତା ଆସୁଛି। ପ୍ରଶଂସକମାନେ ମଧ୍ୟ ସୋସିଆଲ ମିଡିଆରେ ପ୍ରେମୀ ଯୁଗଳଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏହି ସମୟରେ, କାଟ୍ରିନାଙ୍କ ମାଆ ଏବଂ
Read More...

ନୂଆ ମଡେଲରେ ହେବ ରାସ୍ତା ନିର୍ମାଣ

ଭୁବନେଶ୍ୱର: ରାସ୍ତା ନିର୍ମାଣ ଯୋଗୁ ଅଧିକ ପ୍ରଦୂଷଣ ବଢ଼ିଛୁ ସୃଷ୍ଟି ହେଉଛି । ଦେଶରେ ରାସ୍ତା ନିର୍ମାଣକୁ ସରକାର ଫୋକସ୍‌ କରୁଛନ୍ତି । ଭିତ୍ତିଭୂମି  ବିକାଶ ପାଇଁ ଏହା ଜରୁରୀ । କିନ୍ତୁ ରାସ୍ତା ନିର୍ମାଣ ବେଳେ ବାହାରୁଥିବା ଅଙ୍ଗାରକାମ୍ଲକୁ କିଭଳି ହ୍ରାସ କରିହେବ ସେ ନେଇ ଆଇଆର୍‌ସିରେ
Read More...

ଦାରିଙ୍ଗବାଡିରେ ଖସୁଛି ପାରଦ

ଦାରିଙ୍ଗବାଡି: ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ ଶୀତ ଧୀରେ ଧୀରେ ଅନୁଭୂତ ହେଉଛି। ଘର ଭିତର ଅପେକ୍ଷା ଶୀତ ବାହାର ପରିବେଶରେ ଅଧିକା ଅନୁଭୂତ ହେଉଛି ବିନା ଶୀତ ବସ୍ତ୍ରରେ ବାଇକ କିମ୍ବା ଖୋଲା ଯାନରେ
Read More...

କିପରି ଜନ୍ମ ନେଇଥିଲା “ବନ୍ଦେ ମାତରମ୍” ଗୀତ , ଆସନ୍ତୁ ଜାଣିବା

ଭାରତର ଇତିହାସରେ କିଛି ତାରିଖ ଅମର, ଦେଶର ସ୍ୱାଧୀନତା ପାଇଁ କରାଯାଇଥିବା ସଂଘର୍ଷ ଏବଂ ବଳିଦାନକୁ ଜୀବିତ ରଖିଥାଏ। ଏହି ଦୃଷ୍ଟିରୁ ଆଜିର ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ। ସଂଗ୍ରାମୀଙ୍କ ସାହସ ସହିତ, ସେମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରେରଣାଦାୟକ ସ୍ଲୋଗାନ, କବିତା ଏବଂ ଗୀତଗୁଡ଼ିକୁ
Read More...

ପୁତ୍ର ସନ୍ତାନର ଜନନୀ ହେଲେ କ୍ୟାଟ୍ରିନା, ପ୍ରିୟଙ୍କା ଓ କରୀନା ଜଣାଇଲେ ଅଭିନନ୍ଦନ

ବି-ଟାଉନର ଜଣାଶୁଣା ଦମ୍ପତି, କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ, ଏବେ ସେମାନଙ୍କ ଜୀବନର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସେମାନେ ଏବେ ପ୍ୟାରେଣ୍ଟାଲ୍ କ୍ଲବରେ ଯୋଗ ଦେଇଛନ୍ତି। ଆଜି, ସେମାନେ ସେମାନଙ୍କ ଜୀବନରେ ଏକ ଛୋଟ ରାଜକୁମାରଙ୍କୁ ସ୍ୱାଗତ କରିଛନ୍ତି।ହଁ, ଚାରି ବର୍ଷ ବିବାହ
Read More...

ଅଜିତ ଅଗରକର ଓ ବିସିସିଆଇ ଉପରେ ରାଗିଲେ ମହମ୍ମଦ ଶାମିଙ୍କ କୋଚ୍

ନୂଆଦିଲ୍ଲୀ। ଯେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଥିଲା, ସେତେବେଳେ ସେଥିରୁ ଗୋଟିଏ ନାମ ନଥିଲା। ଏହି ନାମ ହେଉଛି ମହମ୍ମଦ ଶାମି। ଶାମି ବହୁତ ଦିନ ଧରି ଦଳରୁ ବାହାରେ ଅଛନ୍ତି। ତାଙ୍କୁ ଶେଷ ଥର ପାଇଁ ଚାମ୍ପିଅନ୍ସ
Read More...

ଛାଡ଼ଖାଇ ପାଇଁ ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼

ଭୁବନେଶ୍ବର: ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଆଜି ରାଜଧାନୀରେ ରୋହି ମାଛ ୨୦୦ରୁ ଅଢ଼େଇଶ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି। ତେଣେ କଟକରେ ବି ଦର ସମାନ ରହିଛି। ତେବେ ମଟନ୍ ଦର ଭିନ୍ନ
Read More...

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଶ୍ରୀମନ୍ଦିରରୁ ହିଡେନ କ୍ୟାମେରା ଜବତ ଓ ନକଲି ସେବାୟତ ଅଟକ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରୁ ଜବତ ହେଲା ହିଡେନ କ୍ୟାମେରା । ହିଡେନ କ୍ୟାମେରା ପିନ୍ଧିଥିବା ଗୁଜୁରାଟ ଅହମଦାବାଦର ଭକ୍ତ ଭରତ ପାଣ୍ଡିଆ ଶ୍ରୀମନ୍ଦିରର ଜଗମୋହନରେ ଧରାପଡିଲେ। ଭରତ ପାଣ୍ଡିଆ ଶ୍ରୀମନ୍ଦିର ଡ୍ୟୁଟିରେ ଥିବା ଜଣେ ସହକାରୀ କମାଣ୍ଡାଣ୍ଟଙ୍କ ସମ୍ପର୍କୀୟ ହୋଇଥିବାରୁ ଜଣେ ସିପାହୀ
Read More...