Monthly Archives

November 2025

ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତ-A ଦଳ ଘୋଷଣା, ବୈଭବଙ୍କୁ ଡାକରା

ନୂଆଦିଲ୍ଲୀ : ବିସିସିଆଇର ସିନିୟର ପୁରୁଷ ଚୟନ କମିଟି ଏସୀୟ କ୍ରିକେଟ ପରିଷଦ ରାଇଜିଂ ଷ୍ଟାର୍ସ ଏସିଆ କପ୍ 2025 ପାଇଁ ଭାରତ A ଦଳ ଘୋଷଣା କରିଛି। T20I ୱିକେଟକିପର ଜିତେଶ ଶର୍ମା 15 ସଦସ୍ୟ ବିଶିଷ୍ଟ ଭାରତ A ଦଳର ଅଧିନାୟକ।ନମନ ଧୀରଙ୍କୁ ଜିତେଶ ଶର୍ମାଙ୍କ ଡେପୁଟି ନିଯୁକ୍ତ କରାଯାଇଛି।
Read More...

ଝାଡ଼ଖଣ୍ଡରେ ପ୍ରଚାର କରିବେ ମୋହନ ମାଝୀ

ଭୁବନେଶ୍ୱର: ଆଜି ଝାଡ଼ଖଣ୍ଡରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘାଟସିଲା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋହନ। ଭାଜପା ପ୍ରାର୍ଥୀ ବାବୁଲାଲ ସୋରେନଙ୍କ ପାଇଁ ପ୍ରଚାର କରିବେ। ଆୟୋଜିତ ୨ଟି ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ।
Read More...

ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ

ଭୁବନେଶ୍ବର: ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍‌ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ଜାରି ରହିଛି। ଆଜି ଭୋର୍ ୪ଟା ବେଳେ ହଠାତ୍ ଆୟକର ଟିମ୍ ଭୁବନେଶ୍ବର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଚଢ଼ାଉ ଆରମ୍ଭ କରିଥିଲେ। ଏଥିସହ ୧୪ଟି ସ୍ଥାନରେ ଚାଲିଛି
Read More...