Monthly Archives

November 2025

ବିଧାନସଭା ନିର୍ବାଚନ ପୂର୍ବରୁ ହିନ୍ଦୁମାନଙ୍କୁ ମନାଇବାର ପ୍ରୟାସ ? ମମତାଙ୍କ କ୍ୟାବିନେଟ୍ ସିଲିଗୁଡ଼ିରେ ମହାକାଳ…

ନୂଆଦିଲ୍ଲୀ- କ୍ୟାବିନେଟ୍ ବୈଠକ ପରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ସେ ଘୋଷଣା କରିଥିଲେ ଯେ ରାଜ୍ୟ ସରକାର ମାଟିଗାରାର ଲକ୍ଷ୍ମୀ ଟାଉନସିପ୍ ଅଞ୍ଚଳରେ ଥିବା 25.15 ଏକର ଜମି ଅଧିଗ୍ରହଣ କରିବେ।ପଶ୍ଚିମବଙ୍ଗ କ୍ୟାବିନେଟ୍
Read More...

ଧର୍ମେନ୍ଦ୍ର ଏହି ଅଭିନେତାଙ୍କୁ ICUରୁ କରିଥିଲେ ଫୋନ , କାରଣ କ’ଣ ଥିଲା ?

ନୂଆଦିଲ୍ଲୀ। ଧର୍ମେନ୍ଦ୍ର ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ବଲିଉଡରେ ତାଙ୍କର ସ୍ୱର୍ଣ୍ଣିମ ଅବଦାନ ସର୍ବଦା ମନେ ରହିବ। ସେ ଯେତେ ଆଶ୍ଚର୍ଯ୍ୟଜନକ ଜଣେ ଅଭିନେତା ଥିଲେ, ସେ ସମାନ ଭାବରେ ଜଣେ ଉଲ୍ଲେଖନୀୟ ମଣିଷ ଥିଲେ। ତାଙ୍କ ଦାନଶୀଳତାର କାହାଣୀ ସମସ୍ତେ
Read More...

ରଣନୀତି ବିଗିଡ଼ିଗଲା, ବ୍ୟାଟିଂ ଭୁଶୁଡ଼ିଗଲା… ଟିମ୍ ଇଣ୍ଡିଆର ଏମିତି କ’ଣ ହେଲା?

ନୂଆଦିଲ୍ଲୀ: ପିଚକୁ "ରାସ୍ତା" ସହିତ ତୁଳନା କରିଥିଲେ କୁଲଦୀପ ଯାଦବ । କିନ୍ତୁ ଯେତେବେଳେ ଭାରତୀୟ ବ୍ୟାଟ୍ସମ୍ୟାନ୍ ପଡିଆକୁ ଓହ୍ଲାଇଥିଲେ ହଠାତ୍ ଲାଗିଲା ଯେମିତି ଏକ କଷ୍ଟକର ପିଚ୍ ଉପରେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ତୃତୀୟ ଦିନରେ ଭାରତର ବ୍ୟାଟିଂର ପତନ କେବଳ ଏକ ଯାନ୍ତ୍ରିକ
Read More...

ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ- ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ନିର୍ଦ୍ଧାରିତ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି । ପ୍ରଥମେ ଅଯୋଧ୍ୟାରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ସପ୍ତମନ୍ଦିରରେ
Read More...

ବିଜେଡିରେ କମ୍ପନ : ପଦ ଛାଡିଲେ ଦଳର ବରିଷ୍ଠ ନେତା

ଭୁବନେଶ୍ୱର : ବିଜୁ ଜନତା ବରିଷ୍ଠ ନାଗରିକ ସେଲ ଉପ ସଭାପତି ପଦରୁ ଆଜି ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି। ଏନେଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ଇସ୍ତଫାପତ୍ର ପଠାଇଛନ୍ତି। ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବିଜୁ ବାବୁଙ୍କ
Read More...

ଟ୍ୟାଙ୍କରକୁ ପିଟିଲା ବୋଲେରୋ: ୩ମୃତ

କଟକ: କଟକ-ଚୌଦ୍ୱାରରେ ବଡ ଦୁର୍ଘଟଣା ଘଟିଛି । ଚୌଦ୍ୱାର ନିକଟସ୍ଥ ରଜକଣା ଠାରେ ଟ୍ୟାଙ୍କର ସହ ପିଟି ହେଲା ବୋଲେରୋ । ଫଳରେ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ଏସସିବି ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ବୋଲେରୋଟି ଡିଭାଇଡରକୁ ଡେଇଁ ଟ୍ୟାଙ୍କର ସହ ପିଟି
Read More...

ଆଉ ନାହାନ୍ତି ମହାନ ଅଭିନେତା ଧର୍ମେନ୍ଦ୍ର

ମୁମ୍ୱାଇ- ବଲିଉଡର ହି’ମ୍ୟାନ ଆଉ ନାହାନ୍ତି। ଆଜି ମୁମ୍ବାଇ ସ୍ଥିତ ବାସଭନବରେ ମହାନ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବେଶ କିଛି ଦିନ ହେବ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଖବର ଆସୁଥିଲା। ଏପରି କି
Read More...

ଅମଲାତନ୍ତ୍ରକୁ ମନ୍ତ୍ରୀଙ୍କ କଡା ତାଗିଦ୍

ଭୁବନେଶ୍ଵର: ଲୋକଙ୍କ ସେବକ ହୋଇ କାମ କରିବାକୁ କଡା ନିର୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ ସୁରେଶ ପୂଜାରୀ କଡା ତାଗିଦ୍ କରିଛନ୍ତି। ଜିଲ୍ଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଦୂରଦୂରାନ୍ତରୁ
Read More...

ଦୁଇ ବସ୍ ମୁହାଁମୁହିଁ ଧକ୍କା; ୬ ଜଣଙ୍କର ମୃତ୍ୟୁ, ୨୮ ଜଣ ଆହତ

ନୂଆଦିଲ୍ଲୀ: ତାମିଲନାଡୁର ଟେନକାସି ଜିଲ୍ଲାରେ ଦୁଇଟି ଘରୋଇ ବସ୍ ମଧ୍ୟରେ ଭୟଙ୍କର ଭାବେ ଧକ୍କା ହୋଇଛି । ଏହି ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ଏବଂ ୨୮ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଦୁର୍ଘଟଣାଟି ଦ୍ରୁତ ଗତି ଏବଂ ଡ୍ରାଇଭରଙ୍କ ଅବହେଳା ଯୋଗୁଁ
Read More...

ଏହି ମାମଲାରେ ବିରାଟଙ୍କ ସମକକ୍ଷ ହେଲେ ବାବର

ନୂଆଦିଲ୍ଲୀ: ଟି-୨୦ ତ୍ରି-ସିରିଜ ୨୦୨୫ ରେ ରବିବାର ନଭେମ୍ବର ୨୩ ତାରିଖରେ ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। ବାବର ଆଜମ ଏବଂ ସାହିବଜାଦା ଫରହାନ ଚମତ୍କାର ବ୍ୟାଟିଂ କରିଥିଲେ। ଉଭୟ ଖେଳାଳି ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଅର୍ଦ୍ଧଶତକ ପାଇଁ ବାବର ଆଜମ ବିରାଟ
Read More...