Monthly Archives

November 2025

ପ୍ରେମରେ ପଡିଲେ ହାର୍ଦ୍ଦିକ, ନୂତନ ପ୍ରେମିକାଙ୍କ ସହ ହେଲେ ରୋମାଣ୍ଟିକ

ନୂଆଦିଲ୍ଲୀ। ଟିମ୍ ଇଣ୍ଡିଆର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ନୂତନ ପ୍ରେମିକା ମାହିକା ଶର୍ମାଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାହିକା ଶର୍ମାଙ୍କ ସହ
Read More...

ନୀତିଶ ଜେଡିୟୁର ବିଧାୟକ ଦଳ ନେତା ନିର୍ବାଚିତ

ପାଟନା- ବିହାରରେ ନୂତନ ସରକାର ଗଠନ ପାଇଁ ଆଜି ଏନଡିଏର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନୀତିଶ ଜେଡିୟୁର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସଂଖ୍ୟା ଗରିଷ୍ଠତା ପାଇଁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସ୍ଥିର ହୋଇଛି । ଆଗାମୀ କାର୍ଯ୍ୟସୂଚୀ ଅନୁସାରେ ଆଜି ରାଜ୍ୟପାଳ
Read More...

ରାଜ୍ୟରେ କମିବ ଥଣ୍ଡା, ବଢିବ ରାତି ତାପମାତ୍ର

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ ଏବଂ ସମତଳ ଅଞ୍ଚଳଗୁଡିକରେ ଶୀତ ଲହରୀ ଜାରି ରହିଥିଲା। ଗତ ୨୪ଘଣ୍ଟା ମଧ୍ୟରେ ଅନେକ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଛି। ଫଳସ୍ବରୂପ ଶୀତ ପ୍ରକୋପ ସାମାନ୍ୟ କମିଛି। ଭୁବନେଶ୍ବର ପାଣିପାଗ
Read More...

ଜିଲ୍ଲା ସ୍ତରୀୟ 72 ତମ ସମବାୟ ସପ୍ତାହ ପାଳିତ, ଯୋଗଦେଲେ ସାଂସଦ ଓ ବିଧାୟକ

ବୌଦ୍ଧ - ବୌଦ୍ଧ ସହର ବୁଟୁପାଲି ସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ 72 ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ବିଶିଷ୍ଟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର
Read More...

ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ

ଭୁବନେଶ୍ୱର: ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ପରଲୋକ ଘଟିଛି।ହ୍ୟୁମାନ ‘ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ’ (MODS) ସହ ଏନସେଫାଲୋପାଥି (ମସ୍ତିଷ୍କ ସମସ୍ୟା), ଶକ, ଶ୍ୱାସକ୍ରିୟାରେ ବିଫଳତା, ତୀବ୍ର ବୃକକ ଆଘାତ, ଯକୃତ ରୋଗ,
Read More...

18ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150 ତମ ଜନ୍ମ ବାର୍ଷିକୀ ଉପଲକ୍ଷେ
ଜ଼ିଲ୍ଲାସ୍ତରୀୟ ପଦଯାତ୍ରା

ବୌଦ୍ଧ: ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ସ୍ତରୀୟ ପଦଯାତ୍ରାର ଶେଷ ପ୍ରସ୍ତୁତି ବୈଠକ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତାକାଲି ଦିନ ସକାଳ ଘ. 7.30 ମି. ସମୟରେ ଜଗନ୍ନାଥ ମନ୍ଦିର ପାଖରୁ ଏହି ପଦଯାତ୍ରା ଆରମ୍ଭ
Read More...

ମହାପ୍ରଭୁଙ୍କ ପଇତାଲାଗି ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ-ଆଜି ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହୋଇଛି। ଏଥିପାଇଁ ଅପରାହ୍ନ 5 ଟା ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଥିଲା । ଦଇତାପତି ସେବାୟତଙ୍କ ଏହା ଗୋଷ୍ଠୀଗତ ସେବା ହୋଇଥିବା ବେଳେ ଏହା ଏକ ଗୁପ୍ତନୀତି
Read More...

ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଆସିଲା ବଡ ଖବର

ଭୁବନେଶ୍ୱର : ଏବେ ହେବନି ମନ୍ତ୍ରୀମଣ୍ଡଳ ଅଦଳବଦଳ । ଏ କଥା କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂହ ତୋମାର । ଅନ୍ୟପଟେ ସେ କହିଛନ୍ତି ଯେ ତାଲିକା ପ୍ରସ୍ତୁତ ସରିଛି, ଖୁବଶୀଘ୍ର ବୋର୍ଡ-ନିଗମରେ ନିଯୁକ୍ତି ହେବ । କେନ୍ଦ୍ରରୁ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି ସେ କହିଛନ୍ତି ।
Read More...

ବିନା କୌଣସି ପ୍ଲାନରେ ଖେଳାଳିଙ୍କୁ ଚୟନ କରାଯାଉଛି -ଭେଙ୍କଟେଶ

କୋଲକାତା, ୧୭|୧୧: କୋଲାକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଦଳ ମାତ୍ର ୧୨୪ ରନର ବିଜୟ ଲକ୍ଷ୍ୟକୁ ହାସଲ କରିପାରିନଥିଲା । ଦ୍ୱିତୀୟ ଇନିଂସରେ ଟିମ୍ ତିନି ଅଙ୍କ ଛୁଇଁ ନପାରି ଅଲଆଉଟ୍ ହୋଇଯାଇଥିଲା । ଯାହାକୁ ନେଇ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା 5ଜଣଙ୍କ ଜୀବନ

ନୂଆଦିଲ୍ଲୀ ; ବିହାରର ବେତିୟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୨ ଜଣ ଆହତ ମଧ୍ୟ ହୋଇଛନ୍ତି । ଏକ ଦ୍ରୁତଗାମୀ କାର୍ ବିବାହ ଶୋଭାଯାତ୍ରାରେ ଯାଉଥିବା ଲୋକମାନଙ୍କୁ ଧକ୍କା ଦେଇଥିଲା ଯାହା ଫଳରେ ଏହି ଅଘଟଣ ଘଟିଥିବା
Read More...