ପରାଜୟକୁ ରୋକିଲେ ରୋ-କୋ ; ରୋହିତ-ବିରାଟ ଯୋଡ଼ି କାହିଁକି ଗୁରୁତ୍ୱପୂର୍ଣ୍ଣ କହିଲେ କୈଫ୍
ନୂଆଦିଲ୍ଲୀ। ଆଜି ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଥିବା ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ ଦାବି କରିଛନ୍ତି ଯେ ଯଦି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଚମତ୍କାର ଇନିଂସ ନଥାନ୍ତା, ତେବେ ଭାରତ ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ହାରିଯାଇଥାନ୍ତା। ଭାରତୀୟ ଷ୍ଟାର ଯୋଡ଼ି!-->…
Read More...
Read More...