ପୋଲିସ ଗୁଳିରେ ଟଳିଲା ଟପ୍ ମାଓ ନେତା ଗଣେଶ
ଫୁଲବାଣୀ : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ପୋଲିସ ଗୁଳିରେ ଟଳିଲା ଟପ୍ ମାଓ ନେତା ଗଣେଶ । ସୁରକ୍ଷାକର୍ମୀ ଗୁଳିରେ ଟପ୍ ମାଓନେତା ଗଣେଶ ସମେତ ୪ ମାଓବାଦୀ ନିହତ ହୋଇଛନ୍ତି । ସେ ଓଡ଼ିଶା କ୍ୟାଡର ମୁଖ୍ୟ ରହିଥିଲେ । ଯାହା ମୁଣ୍ଡ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି!-->…
Read More...
Read More...