Monthly Archives

December 2025

ପରଲୋକରେ ମାଲାୟଲମ ଅଭିନେତା ଶ୍ରୀନିବାସନଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ଦିଗ୍ଗଜ ମାଲାୟଲମ ଅଭିନେତା । ୬୯ ବର୍ଷ ବୟସରେ ତ୍ୟାଗ କରିଛନ୍ତି ଶେଷ ନିଶ୍ୱାସ । ବରିଷ୍ଠ ଅଭିନେତା, ଚିତ୍ରନାଟ୍ୟ ଲେଖକ, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଶ୍ରୀନିବାସନଙ୍କର ୬୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଡିସେମ୍ବର ୨୦ ତାରିଖ ଶନିବାର ଦିନ ହସ୍ପିଟାଲରେ ଶେଷ
Read More...

ଯୁବରାଜଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ, କ୍ୟାମେରମ୍ୟାନଙ୍କୁ ଆଲିଙ୍ଗନ କରି ହୃଦୟ ଜିତିଲେ

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ମ ଟି-୨୦ରେ ପୂର୍ଣ୍ଣାଙ୍ଗ ପ୍ରଦର୍ଶନ କରିଥିଲେ। ସେ ୧୬ ବଲ୍ ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ 252.00 ଷ୍ଟ୍ରାଇକ୍ ରେଟ୍ ରେ ବ୍ୟାଟିଂ କରିଥିଲେ ଏବଂ 25 ବଲ୍ ରୁ 63 ରନ୍ କରିଥିଲେ। ଏହି ବିଧ୍ୱଂସକାରୀ
Read More...

ବାଲିଗୁଡ଼ା ବନାଞ୍ଚଳରେ ହାତୀ ଆତଙ୍କ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼,ତୁମୁଡିବନ୍ଧ ଓ ବେଲଘର ବନାଞ୍ଚଳରେ ହାତୀ ଆତଙ୍କ । ଏକ ସପ୍ତାହରରୁ ଉର୍ଦ୍ଧ୍ବ ହେବ କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ଉତ୍ପାତ ମଚେଇଥିବା ବେଳେ ବେଲଘର ଓ ତୁମୁଡ଼ିବନ୍ଧ ବନାଞ୍ଚଳର ବେଲଘର,ଝିରିପାଣି,ଭଣ୍ଡରଙ୍ଗି,ଲଙ୍କାଗଡ଼
Read More...

ହାତୀପଲଙ୍କ ଉପରେ ମାଡ଼ିଗଲା ରାଜଧାନୀ ଏକ୍ସପ୍ରେସ, ୮ ମୃତ

ଗୌହାଟୀ : ହାତୀପଲଙ୍କ ଉପରେ ମାଡ଼ିଗଲା ଟ୍ରେନ । ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ । ଆସାମ ହୋଜାଇ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ହାତୀକୁ ଧକ୍କା ଦେଇ ଟ୍ରାକ୍ରୁ ଖସିଲା ୫ଟି ବଗି । ସାଇରାଙ୍ଗ-ନୂଆଦିଲ୍ଲୀ ଏକ୍ସପ୍ରେସର ୫ ବଗି ଲାଇନଚ୍ୟୁତ । ସୂଚନା ଥାଉକି, ଆସାମରେ ଏକ
Read More...

ଇମ୍ରାନ୍ ଖାନ୍ ଓ ପତ୍ନୀ ବୁଶରା ବିବିଙ୍କୁ ୧୭ବର୍ଷ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ଜେଲ୍‌ ଦଣ୍ଡାଦେଶ ହୋଇଛି। ପତ୍ନୀ ବୁଶରା ବିବିଙ୍କ ସହ ଇମ୍ରାନଙ୍କୁ ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି ଜେଲ ଦଣ୍ଡ
Read More...

ଆଗକୁ ନୂଆବର୍ଷ ; ଶ୍ରୀମନ୍ଦିର ପରିଦର୍ଶନ କଲେ ଏସପି ପ୍ରତୀକ୍ ସିଂହ

ପୁରୀ ; ଆସନ୍ତା ନବବର୍ଷ ୨୦୨୬ ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଆଗମନ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ନିମନ୍ତେ ଆଜି ପୁରୀ ଏସପି ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସମୀକ୍ଷା ଦଳ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୀକ୍ଷା
Read More...

ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଗତକାଲି ସନ୍ଧ୍ୟାରୁ ଏକ ଜଙ୍ଗଲୀ ଦନ୍ତା ହାତୀ ଉପଦ୍ରବ ମଚାଇ ଆଜି ସକାଳେ ଜଣେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି। ହାତିଟି ଏବେ ଜନବସତି ଅଭିମୁଖା ହେଉଥିବାବେଳେ ଦନ୍ତାକୁ ନେଇ ଅଂଚଳରେ ଭୟର ବାତାବରଣ ଛାଇ ଯାଇଛି।ସୂଚନା ମୁତାବକ, ଗତକାଲି ସାନ୍ଧ୍ୟରେ କୁଳଢିଆ
Read More...

ଫିଫା ବିଶ୍ୱକପ୍‌-୨୦୨୬ ପାଇଁ ପୁରସ୍କାର ରାଶି ଘୋଷଣା, ଜାଣନ୍ତୁ ଚାମ୍ପିଅନ ଦଳକୁ ମିଳିବ କେତେ ?

ଜୁରିକ: ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଆରମ୍ଭ ହେବାକୁ ଆହୁରି ୧୭୪ ଦିନ ବାକି ରହିଛି। କିନ୍ତୁ ୬ ମାସ ପୂର୍ବରୁ ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ‘ଫିଫା’ ପକ୍ଷରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ଲାଗି ପୁରସ୍କାର ରାଶି ବଢ଼ିଛି। ଆଗାମୀ ବିଶ୍ୱକପ୍‌ରେ ପୁରସ୍କାର ଆକାରରେ ମୋଟ୍‌ ୬୫୫
Read More...

କୁହୁଡି ପାଇଁ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରେ ଜରୁରୀ ଅବତରଣ କରିଛି ବାରଣାସୀ ଯାଉଥିବା ବିମାନ । ଖରାପ ପାଗ ଯୋଗୁଁ ବିମାନର ଜରୁରୀକାଳିନ ଅବତରଣ ହୋଇଛି । କୁହୁଡି ପାଇଁ ମୁମ୍ବଇ-ବାରଣାସୀ ଏୟାର ଇଣ୍ଡିଆ ବିମାନର ରୁଟ୍‌ ଡାଇଭର୍ଟ କାଯାଇଛି । ଅତ୍ୟଧିକ କୁହୁଡି କାରଣରୁ ବାରଣାସୀରେ ଅବତରଣ
Read More...

ବିଧାୟକଙ୍କ ଦରମା ବୃଦ୍ଧି ପୁନର୍ବିଚାର ହେଉ-ବିଜେଡି

 ଭୁବନେଶ୍ବର; ବିଧାୟକଙ୍କ ଦରମା ବୃଦ୍ଧି ହେବା ପରଠାରୁ ଅସନ୍ତୋଷ ଲାଗି ରହିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପରେ ଏବେ ବିଜେଡି ଦରମା ବୃଦ୍ଧି ପୁନର୍ବିଚାର କରିବା ପାଇଁ ବିଜେଡି ନିବେଦନ କରିଛି । ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ
Read More...