Monthly Archives

January 2026

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ-୨୦୨୬ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡ ଦଶପଲ୍ଲା ରେଞ୍ଜରୁ ତିନୋଟି ଟ୍ରକରେ ଆସିଛି ରଥକାଠ। ୮୩ ଖଣ୍ଡ ଅସନ ଓ ଧଉରା କାଠ ପୁରୀରେ ଆସି ପହଞ୍ଚିଛି। ଏଥିରେ ୨୦ ଫୁଟିଆ ଓ ୧୨ ଫୁଟିଆ ଅସନ ଏବଂ ଧଉରା କାଠ ରହିଛି। ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ
Read More...

୨୦୨୭ ସୁଦ୍ଧା ସମସ୍ତ ଗାଁକୁ ହେବ ରାସ୍ତା

ଭୁବନେଶ୍ୱର : ୨୦୨୭ ସୁଦ୍ଧା ଦେଢ ଶହ ଜନସଂଖ୍ୟା ଥିବା ସମସ୍ତ ଗାଁକୁ ହେବ ରାସ୍ତା । ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ୍ ଖର୍ଚ୍ଚ କରିବାକୁ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ସେ ଆହୁରି ମଧ୍ୟ କହିଛନ୍ତି
Read More...

ଦେଢ଼ଲକ୍ଷ ଟପିଲା ସୁନା

ନୂଆଦିଲ୍ଲୀ- ଦେଶରେ ସୁନା ଓ ରୁପା ଦାମ୍ ଥମିବାର ନାଁ ନେଉନି । ଗତକାଲି ଅପେକ୍ଷା ଆଜି ଦେଶରେ ସୁନା ଦାମ୍ ଗ୍ରାମ ପିଛା ୭୪୮ ଟଙ୍କା ବୃଦ୍ଧି ପାଇ ଦେଢ଼ ଲକ୍ଷ ପାର୍ କରିଛି । ରୂପା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୧୦୦ଟଙ୍କା ବୃଦ୍ଧି ହୋଇଛି ।ଆଜିର ସୁନା ଓ ରୂପା ଦର ଅନୁସାରେ ସୁନା ପ୍ରଥମ ଥର
Read More...

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-20, ଏମିତି ରହିବ ପିଚ୍

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20I ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ନାଗପୁରରେ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡଠାରୁ ODI ସିରିଜ ହାରିବା ପରେ, ଟିମ୍ ଇଣ୍ଡିଆ ଏବେ T20I ସିରିଜରେ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିବ। ଏହା ସୂର୍ଯ୍ୟକୁମାର
Read More...

ନୀତିନ ନବୀନ ମୋର ବସ୍: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ। ବିଜେପି ନେତା ନୀତିନ ନବୀନଙ୍କୁ ଦଳର ଜାତୀୟ ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କ ପଦ ଗ୍ରହଣ କରିଛନ୍ତି। ଏହି ସମାରୋହ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ରୁପା ଓ ସୁନା ଦର ଆକାଶଛୁଆଁ

ନୂଆଦିଲ୍ଲୀ: ରୁପା ଦାମ୍ ଥମିବାର ନାଁ ନେଉନି। ସୋମବାର ଦିଲ୍ଲୀ ସରାଫା ବଜାରରେ ରୁପା ଦାମ୍ କିଲୋଗ୍ରାମ ପିଛା ୧୬ ହଜାର ୪୩୮ ଟଙ୍କା ବୃଦ୍ଧି ପାଇ ୩ ଲକ୍ଷ ପାର୍ କରିଛି। ସୁନା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୨୯୮୩ ଟଙ୍କା ବୃଦ୍ଧି ସହିତ ୧.୪୮ ଲକ୍ଷ ଛୁଇଁ ନୂଆ ରେକର୍ଡ କରିଛି। ସରାଫା
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ମଧ୍ୟ ହୋଇଛି । ଖବର ଅନୁଯାୟୀ,
Read More...

ଜାଣନ୍ତୁ କିଏ କେଉଁଠି କରିବ ପତାକା ଉତ୍ତୋଳନ

ଭୁବନେଶ୍ବର : ଆଉ ମାତ୍ର କିଛି ଦିନ ପରେ ଦେଶ ପାଳନ କରିବ ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଦିନରେ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ହେବ ପତାକା ଉତ୍ତୋଳନ । ​​​କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ
Read More...

ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ନୀତିନ ନବୀନ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନୀତିନ ନବୀନ । କାର୍ଯ୍ୟକାରୀ ସଭାପତିରୁ ସେ ପୂର୍ଣ୍ଣକାଳୀନ ସଭାପତି ହୋଇଛନ୍ତି । ଗତକାଲି ନିର୍ବାଚନ ପ୍ରକ୍ରିୟା ପରେ ଆଜି ନୀତିନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
Read More...

ବଳଦେବଜୀଉ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥ ବଳଦେବଜୀଉ ମନ୍ଦିରକୁ ଖୁବ ଶୀଘ୍ର ବୋମାରେ ଉଡାଇ ଦିଆଯିବ। ଏପ୍ରକାର ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ସୋମବାର ଘୂରି ବୁଲୁଛି । ଯାହା ଏବେ ଶ୍ରଦ୍ଧାଳୁଙ୍କ ମନରେ ବିସ୍ମୟ ସୃଷ୍ଟି କରିବା ସହିତ ପୋଷ୍ଟ ପ୍ରତି ଆଶଙ୍କା ପ୍ରକାଶ କରୁଛନ୍ତି ।
Read More...