ଡ୍ରୋନ ଉଡାଉଥିବା ଅଭିଯୋଗରେ ଯୁବକ ଗିରଫ
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପରିସରରେ ଡ୍ରୋନ ଉଡାଉଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି | ପୁରୀ ଏସପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ସିଂହଦ୍ୱାର ଥାନା ସମେତ ଅନ୍ୟ ଏକ ସ୍ୱତନ୍ତ୍ର ଟିମ ଡ୍ରୋନ କୁ କାବୁ କରିବାରେ ସମର୍ଥ ହୋଇଥିଲେ। ଦୁଇଟି ଯାକ ଟିମ ପୁରୀ!-->…
Read More...
Read More...