Monthly Archives

February 2026

ବଡ ନିଷ୍ପତ୍ତି ନେଲେ ବୈଭବ

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ ରୟାଲ୍ସ ସହିତ ପ୍ରଶିକ୍ଷଣ ଶିବିରରେ ଅଛନ୍ତି। ସେ ଆଇପିଏଲ ୨୦୨୬ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ବରିଷ୍ଠ
Read More...

ପୂର୍ବାପେକ୍ଷା ରାଜ୍ୟରେ ଖଣି ଚୋରି ହ୍ରାସ ପାଇଛି : ଖଣି ମନ୍ତ୍ରୀ

ଭୁବନେଶ୍ବର: ପୂର୍ବାପେକ୍ଷା ରାଜ୍ୟରେ ଖଣି ଚୋରି ହ୍ରାସ ପାଇଛି, କିନ୍ତୁ ଖଣି ଲିଜ୍‌ଧାରୀଙ୍କଠାରୁ ରାଜସ୍ବ ଆଦାୟ ହୋଇପାରୁ ନାହିଁ। ଗତ ଜାନୁଆରୀ ୩୧ ସୁଦ୍ଧା ଶତାଧିକ ଖଣି ଲିଜ୍‌ଧାରୀଙ୍କ ଉପରେ ୧୮୭୦ କୋଟି ଟଙ୍କା ବକେୟା ରହିଛି। ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତରରେ ଲିଖିତ ଭାବେ
Read More...

କାମଚଳା କୁଳପତିରେ ଚାଲିଛି ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟ

ଭୁବନେଶ୍ବର: କାମଚଳା କୁଳପତିରେ ଚାଲିଛି ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟ । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।ଏହି ପଦବୀ ପୂରଣ ନିମନ୍ତେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୪ ଧାରା ୬ ଅନୁଯାୟୀ ୧୩ ଗୋଟି ସରକାରୀ ବିଶ୍ବବିଦ୍ୟାଳୟର କୁଳପତି
Read More...

ଦୋଳ ପୂର୍ଣ୍ଣିମାରେ ପଡିବ ୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ।

ନୂଆଦିଲ୍ଲୀ; ୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ। ପୁଣି ବଡ଼ ଗ୍ରହଣ ଏ ଏଥର ଦୋଳ ପୂର୍ଣ୍ଣିମା ଫାଲଗୁନ ପୂର୍ଣ୍ଣିମାରେ ପଡ଼ୁଛି । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହାକୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏହି ଗ୍ରହଣ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ତେଣୁ ଏହାର ଘାତ ସମୟ କେବେ
Read More...

ଏଆଇ ଇମ୍ପାକ୍ଟ ସମ୍ମିଳନୀ ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେଉଥିବା ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମିଟ୍ ଉଦଘାଟନ କରି ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ
Read More...

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ଵର, : ଶୁକ୍ରବାର ଗୃହରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍। ହେଲେ ଏହା ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୫-୨୬ । ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ମହିଳା ସଶକ୍ତିକରଣ ନେଇ ଉଲ୍ଲେଖ ରହିଛି। ମହିଳାଙ୍କ
Read More...

୫୦ ଫୁଟ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଗୁରୁତର

ରାଇକିଆ- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର କରଡ଼ା ଘାଟିଠାରେ ନିୟନ୍ତ୍ରଣ ହରାଇ ଏକ ଟ୍ରକ ୫୦ ଫୁଟ ତଳକୁ ଖସିଯାଇଛି। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଟ୍ରକଟି ବଲାଙ୍ଗୀରରୁ ମହୁଲ ନେଇ କରଡ଼ା ଅଭିମୁଖେ ଯାଉଥିଲା। ଖବର ପାଇ ରାଇକିଆ ଅଗ୍ନିଶମ ବିଭାଗ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର
Read More...

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ପରୀକ୍ଷା କେନ୍ଦ୍ର ଅନୁଧ୍ୟାନ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର- ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା, ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ପରୀକ୍ଷାର ପ୍ରଥମ ଦିନରେ କିପରି ଭାବରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ଅନୁଧ୍ୟାନ
Read More...

ଶିକ୍ଷାନିକେତନରେ ୨୨ ତମ ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ଏସଡିପିଓ ସୁଭମ୍ ଭୋଷଲେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର
Read More...

ଧାନ କିଣା ତଥ୍ୟ ଜାରି କଲେ ସରକାର, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଉଠିଛି ଧାନ

ଭୁବନେଶ୍ବର- ରାଜ୍ୟରେ ଆଜି ସୁଦ୍ଧା ଧାନ କିଣା ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ୫୯ଲକ୍ଷ ୯୨ହଜାର ୮୭୪ମେଟ୍ରିକ ଟନ୍‌ ଧାନ ଆସିଛି । ୫୯ଲକ୍ଷ ୭୩ହଜାର ୫୫୨ମେଟ୍ରିକ ଧାନ କିଣା ହୋଇଛି । ସେଥି ମଧ୍ୟରୁ ୫୮ଲକ୍ଷ ୬ହଜାର ୪୩୨ମେଟ୍ରିକ ଟନ ଧାନ ଉଠା ହୋଇଛି ।
Read More...