ଆସାମ ବନ୍ୟାରେ ଗଲାଣି ୧୦୮ରୁ ଅଧିକ ଜୀବନ
ଗୌହାଟୀ : ଆସାମରେ ବର୍ତ୍ତମାନ ଚାଲିଛି ଜଳ ପ୍ରଳୟ । ସବୁ ସ୍ଥାନରେ ବନ୍ୟାବିଭୀଷିକା । ଗତ କିଛି ଦଶନ୍ଧି ମଧ୍ୟରେ ଆସାମ ରାଜ୍ୟ ସବୁଠୁ ବଡ ବିନାଶର ସମ୍ମୁଖୀନ ହୋଇଛି । ଏପର୍ଯ୍ୟନ୍ତ ୪୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ ହେବା ପରେ ଅନ୍ୟ!-->…
Read More...
Read More...