ମନରେଗାରେ ଶ୍ରମିକ ବଦଳରେ ମେସିନ, ଘଟଣାର ତଦନ୍ତ କେବେ…?

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକରେ ମନରେଗାରେ ଦୁର୍ନୀତି । ଖବର ପ୍ରକାଶ ପରେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିଘା ନାହିଁ । ମନରେଗା ଯୋଜନାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଛି । ମନରେଗା ଯୋଜନାରେ ଜଳ
Read More...

ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ଘଟଣା,ସହାୟତା ରାଶି ଘୋଷଣା

କୋରାପୁଟ: କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକ ମାଝୀଗୁଡ଼ା ଗାଁରେ ଗାତରେ ଜମିଥିବା ପାଣିରେ ବୁଡ଼ି ଗତକାଲି ୪ ଶିଶୁ ଆଖି ବୁଜିଥିଲେ। ଏହି ଘଟଣା ପରେ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ କମ୍ପାନୀ ତଥା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି ସହାୟତା ରାଶି।
Read More...

ଆଜି ନାମାଙ୍କନ ଦାଖଲ କରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ଓଡ଼ିଶା ବିଜେପିର ସମସ୍ତ ବିଧାୟକ ଓ ବିଜେଡି ପକ୍ଷରୁ ପ୍ରସ୍ତାବ ସାଜିଥିବା ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ଉପସ୍ଥିତ ରହିବେ। ଏହାବାଦ
Read More...

ପାରଳା ପୌର ପରିଷଦ ପକ୍ଷରୁ ହେଲ୍ପ ଲାଇନ ଓ ଜନ ଶୁଣାଣୀ ସକାଶେ ସମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୌର ପରିଷଦ କାର୍ଯ୍ୟାଳୟଠାରେ ଥିବା କନଫେରାନ୍ସ ହଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ, ସହକାରୀ
Read More...

ବିଷାକ୍ତ ସାପ କାମୁଡାରେ ବାଳକର ମୃତ୍ୟୁ

ନବରଙ୍ଗପୁର: ବିଷାକ୍ତ ସାପ କାମୁଡାରେ ଜଣେ ୧୪ ବର୍ଷର ନାବାଳକ ମୃତ୍ୟୁ ଘଟିଛି । ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରତାଖଣ୍ଡି ଗୁଡା ପଞ୍ଚାୟତ ଦଲାଗୁଡା ଗାଁର ନାରାୟଣ ଭୂମିଆଙ୍କ ଘରେ ନନ୍ଦହାଣ୍ଡି ବ୍ଲକ ସିନ୍ଧିଗୁଡ଼ା ପଞ୍ଚାୟତ ରଙ୍ଗମାଟିଗୁଡା ଗାଁର ତାଙ୍କ ୧୪ ବର୍ଷର ଭଣଜା ଅର୍ଜୁନ ଭୂମିଆ
Read More...

ଜିଲ୍ଲାସ୍ତରୀୟ ଯୁବ ବାଳକ ଓ ବାଳିକା ବକ୍ସିଂ ରାଜ୍ୟ ଦଳ ଚୟନ ପ୍ରକ୍ରିୟା ଅନୁଷ୍ଠିତ

ପୁରୀ : ଆଜି ପୁରୀ ରେଳବାଇ କଲ୍ୟାଣି ମଣ୍ଡପ ଠାରେ ଓଡିଶା ଆମେଚର ବକ୍ସିଂ ଆସୋସେସନ ତରଫରୁ ଜିଲ୍ଲା କ୍ରୀଡ଼ା ସଂସଦ ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ବାଳକ ଓ ବାଳିକା ବକ୍ସିଂ ରାଜ୍ୟ ଦଳ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାରୁ ୬୦ ଯୁବ ଖେଳାଳୀ ଖେଳାଳି
Read More...

ଫୁଲବାଣୀ ବିଧାୟକଙ୍କ ବାଲନ୍ଦାପଡା-ନାରାୟଣପ୍ରସାଦ ରାସ୍ତା ନିର୍ମାଣ ପାଇଁ ଆଲୋଚନା

ଫୁଲବାଣୀ: କନ୍ଧମାଳ-ବୌଦ୍ଧ ମଧ୍ୟରେ ଥିବା ଦୂରତା ହ୍ରାସ କରି ଉଭୟ ଜିଲ୍ଲା ମଧ୍ୟରେ ସମ୍ପର୍କକୁ ନିବିଡ ଓ ମଜଭୁତ କରିବା ପାଇଁ ଏକ ସର୍ଟକଟ ସ୍ଥାୟୀ ରାସ୍ତା ନିର୍ମାଣ କରିବା ଲାଗି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିରେ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ
Read More...

ପାଣିରେ ବୁଡ଼ି ୪ ନାବାଳକଙ୍କ ମୃତ୍ୟୁ

କୋରାପୁଟ : କୋରାପୁଟର ଦଶମନ୍ତପୁର ବ୍ଲକ ମାଝୀଗୁଡ଼ା ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିବା ଗାଢରେ ଜମିଥିବା ପାଣିରେ ବୁଡି ୪ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ପ୍ରଥମେ ୨ ଜଣ ପ୍ରାଣ
Read More...

‘ଜିସାଟ୍‌-୨୪’ ସାଟେଲାଇଟ୍‌ର ସଫଳ ଉତକ୍ଷେପଣ

ବେଙ୍ଗାଲୁରୁ: ‘ନିୟୁସ୍ପସ୍‌ ଇଣ୍ଡିଆ ଲିମିଟେଡ୍‌’ (ଏନ୍‌ଏସ୍‌ଆଇଏଲ୍‌) ନିମନ୍ତେ ‘ଇସ୍‌ରୋ’ ନିର୍ମାଣ କରିଥିବା ସାଟେଲାଇଟ୍‌ ‘ଜିସାଟ୍‌-୨୪’କୁ ଆଜି ଦକ୍ଷିଣ ଆମେରିକା ଅନ୍ତର୍ଗତ ଫ୍ରେଞ୍ଚ୍‌ ଗୁଆନାର କୁରୋସ୍ଥିତ ଫାରାସୀ କମ୍ପାନିର ‘ଏରିଏନ୍‌ସ୍ପସ୍‌’ରୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି ।
Read More...

କାଠମାଣ୍ଡୁରେ ଭୂକମ୍ପ

କାଠମାଣ୍ଡୁ : ନେପାଳର ରାଜଧାନୀ କାଠମାଣ୍ଡୁରେ ଗୁରୁବାର ସକାଳେ ଭୂକମ୍ପ ହୋଇଛି । କାଠମାଣ୍ଡୁରୁ ୧୬୧ କିଲୋମିଟର ଦୂର ଏହାର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି । ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ କରାଯାଇଛି । ଏଥିରେ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ଏଯାଏଁ
Read More...