ହାତୀ ଶିକାର: ଜଣେ ଗିରଫ,ଜଣେ ଫେରାର

ସମ୍ବଲପୁର : ସ୍ଥାନୀୟ ପଡିଆବାହାଲ ରେଞ୍ଜ ଅନ୍ତର୍ଗତ ସାପଲହରା ଗାଁ ପୋଖରୀରେ କିଛିଦିନ ରହି ପରେ ଗହନ ଚିକିତ୍ସା ସତ୍ତେ୍ୱ ମରିଯାଇଥିବା ଦନ୍ତାହାତୀ ବିଷୟରେ ଆଜି ବନବିଭାଗର ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି । ଏ ବିଷୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫଓ ବିଶ୍ୱନାଥ ନିଳାମ୍ବର
Read More...

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମରେ ଆଜି କାଳବୈଶାଖୀ ବର୍ଷା ପ୍ରଭାବରେ ହୋଇଥିବା ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଦେବେନ୍ଦ୍ର ମହାନ୍ତି ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ
Read More...

ସୁସ୍ଥ ଶରୀର ଓ ମନ ପାଇଁ ଯୋଗ ଅତ୍ୟାବଶ୍ୟକ

ସୁବର୍ଣ୍ଣପୁର: ଭାରତ ସ୍ୱାଭିମାନ ଓ ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ସୁବର୍ଣ୍ଣପୁର ଠାରେ ସୁବର୍ଣ୍ଣା ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ୱ ଯୋଗ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଭାରତ ସ୍ୱାଭିମାନ ପ୍ରଭାରୀ ଗୋରେଖନାଥ ସାହୁ ମାର୍ଗ ଦର୍ଶନ କରିଥିଲେ ।
Read More...

ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ସରି ସରି ଆସୁଛି ।ତିନିରଥରେ ଋଷିପଟା ଲଗାଯାଇଛି । ତେରପରସ୍ତ ପୋଟଳ ତଳେ ଋଷିପଟା ସଂଯୋଗ କରାଯାଇଛି । ରଥବେଦି ସମ୍ମୁଖ ଭାଗରେ ପଟାବାଡ଼ିଆ ଶେଷ ହୋଇଛି । ରୂପକାର ସେବକମାନେ ରଥଚକ ଏବଂ ଗୁଜ ସମେତ ବିଭିନ୍ନ ଅଂଶ ରଙ୍ଗ କରୁଛନ୍ତି । କଳସରେ
Read More...

‘ଆରୋଗ୍ୟ ରତ୍ନ’ ସମ୍ମାନରେ ସମ୍ମାନିତ ହେଲେ ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତି

ପାରଳାଖେମୁଣ୍ଡି :ହାଲିଷ୍ଟିକ୍‌ ମେଡିସିନ ରିସର୍ଚ୍ଚ ଫାଉଣ୍ଡେସନ(ଏଚ୍‌ଏମ୍‌ଆର୍‌ଏଫ)ଦ୍ୱାରା ଆୟୋଜିତ ୨ୟ ପାରମ୍ପରିକ ଔଷଧ ବିଶ୍ୱ ସମ୍ମିଳନୀର ଏକ ବର୍ଣ୍ଣାଢ଼୍ୟ ସମାବର୍ତ୍ତନ କାର୍ଯକ୍ରମରେ ଏସ୍‌ଆଇଏଫ୍‌ଏ ଆନ୍ତର୍ଜାତୀୟ ପୁରସ୍କାର ଓ ସମାବର୍ତ୍ତନ ଉତ୍ସବରେ ଯୁବ ଡକ୍ଟର ନରସିଂହ ପ୍ରସାଦ
Read More...

ଥାନା ସାମ୍ନାରେ ନିଜକୁ ଜାଳିଦେଲେ ଯୁବକ

ସାଲେପୁର : ଥାନା ସାମ୍ନାରେ ଜଣେ ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାଲେପୁରର କିସନନଗରେ ଥାନା ନିକଟରେ। ଯୁବକ ଜଣଙ୍କ ଥାନା ସାମ୍ନାକୁ ଆସ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁରେ ପୋଡି ହୋଇ ସେ ଗୁରୁତର ହୋଇଛନ୍ତି ।
Read More...

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଭଉଣୀ ବିନ୍ଦୁ ବରିହାଙ୍କ ଅକାଳ ବିୟୋଗ

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ଗେର୍ଡା ପଞ୍ଚାୟତ ଦାବମାଲ ଗ୍ରାମର ସ୍ୱର୍ଗତ ବିଶିଷ୍ଟ ନାଏବ ସରପଞ୍ଚ ତଥା ବିଂଝାଲ ସମାଜ ସଭାପତି ଦୁର୍ଯ୍ୟେଧନ ବରିହାଙ୍କ ବଡ଼ ବୋହୂ ତଥା ଟଙ୍କଧର ବରିହାଙ୍କ ଧର୍ମପତ୍ନୀ ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହା ଭଉଣୀ ବିନ୍ଦୁ ବରିହା(୫୩) ଙ୍କ ଗତ ବୁଧବାର
Read More...

ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କଲେ ରୋହିତ, ଟ୍ୱିଟରରେ ସେୟାର କଲେ ଏହି ବିଶେଷ ନୋଟ୍‌

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଆଜି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୫ ବର୍ଷ ପୂରଣ କରିଛନ୍ତି । ରୋହିତ ଶର୍ମା ୨୩ ଜୁନ୍‌ ୨୦୦୭ ରେ ଆୟର୍ଲାଣ୍ଡ ବିପକ୍ଷରେ ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ । ଅବଶ୍ୟ, ଏକ ସମୟ ଥିଲା ଯେତେବେଳେ ସେ
Read More...

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପିର ସମ୍ବର୍ଦ୍ଧନା

ଚଣ୍ଡିଖୋଲ : ଏନଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାଥିନି ଦ୍ରୌପଦୀ ମୁର୍ମୁ ବୁଧବାର ଅପରାହ୍ନରେ ମୟୂରଭଞ୍ଜରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବଡ଼ଚଣା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାନସଭା ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଅମର ନାୟକଙ୍କ ନେତୃତ୍ୱରେ ଜିଲ୍ଲା
Read More...

ବିଜେଡିର ଏହି ଦୁଇମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ନୂଆଦିଲ୍ଲୀରେ ବିଜେଡିର ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟ୍ବିଟରରେ ସୂଚନା ଦେଇଛନ୍ତି। ଏଥିସହ ସେମାନେ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ
Read More...