ଆଜି ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ, ୪୦ ସମବାୟ ସମିତିର ୨୬୯ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା

ଦଶପଲ୍ଲା : ରାଜ୍ୟରେ ମୌସୁମୀ ସକ୍ରିୟ ଥିବାବେଳେ ସମବାୟ ନିର୍ବାଚନ ଗାଁ ରାଜନୀତିକୁ ଉଷ୍ମ କରିଛି । ଜିଲ୍ଲାରେ ୧୫୫ ସମବାୟ ସମିତି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୯ଟି ସମବାୟ ସମିତି ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାର ନିର୍ବାଚନ ଆଜି ଅର୍ଥାତ ୧୯ ତାରିଖରେ ଅନୁଷ୍ଠିତ
Read More...

ରଜ ଉପଲକ୍ଷେ ଯୁବଗୋଷ୍ଠୀ ପକ୍ଷରୁ ନାଚଗୀତ କାର୍ଯ୍ୟକ୍ରମ

ଘୁ ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ୱର୍‌ ୱାର୍ଡ ପଦାସାହିଠାରେ ରଜ ମୋହତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମଞ୍ଚରେ ଉପାଧ୍ୟକ୍ଷ ସନ୍ତୋଷ ବାଗ, ସ୍ଥାନୀୟ
Read More...

ସଞ୍ଜୟ ସିଂହ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ

ଭୁବନେଶ୍ୱର:ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂହ । ଏହି ମୂଳ ଦାୟିତ୍ୱ ସହ ବିଡିଏ ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ସିଏମଡି ଭାବେ ସେ ପୂର୍ବଭଳି ଅତିରିକ୍ତ ଦାୟିତ୍ୱରେ ରହିବେ ।
Read More...

ଭବାନୀପାଟଣାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍‌ଘାଟନ କରିଛନ୍ତି। ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ। ଏଥିପାଇଁ
Read More...

ରାହୁଲଙ୍କୁ ଇଡି ଜେରାର ବିରୋଧ ତେଜୁଛି, ନବରଙ୍ଗପୁରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନବରଙ୍ଗପୁର: କଂଗ୍ରେସ ଦଳର ବରିଷ୍ଠ ତଥା ପୂର୍ବତନ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଳ ଗାନ୍ଧୀଙ୍କୁ କେନ୍ଦ୍ର ସରକାରଙ୍କ ପରିଚାଳିତ ଇଡି ସଂସ୍ଥା ଦ୍ୱାରା ଦୀର୍ଘ ଦିନ ଧରି ଅଗଣତାନ୍ତ୍ରିକ ଭାବେ ଜେରା କରୁଥିବା ସଂସ୍ଥାକୁ ଦୃଢ଼ ବିରୋଧ କରି ଏଆଇସିସି ଓ ପିସିସିଙ୍କ ଡାକରାରେ ଆଜି
Read More...

ଗଣିଆରେ ଖୋଲିଲା ଆଦର୍ଶ ବିଦ୍ୟାଳୟ

ଦଶପଲ୍ଲା : ସମସ୍ତ ଆଶା ଓ ଆଶଙ୍କାର ଅନ୍ତ ହୋଇ ଆଜି ଗଣିଆଁ ବ୍ଲକ୍‌ରେ ଖୋଲିଲା ଆଦର୍ଶ ବିଦ୍ୟାଳୟ । ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟା ପରିସରରେ ଆଜିଠାରୁ ଆଦର୍ଶ ବିଦ୍ୟାଳୟର ପାଠପଢ଼ା ଆରମ୍ଭ ହୋଇଛି ।
Read More...

ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି, ମଧ୍ୟାହ୍ନ ଭୋଜନରେ ବିସ୍କୁଟ ଖାଇଲେ ଛାତ୍ରଛାତ୍ରୀ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଘୋଳାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଛାତ୍ରଛାତ୍ରୀ ମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ଆଜି ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଦିନ ୧୦.୩୦ ସୁଦ୍ଧା
Read More...

ଡ୍ରେନ ପାଣି ଘରେ ପଶିବା ଘଟଣା : ଖବର ପ୍ରକାଶ ପରେ ଏନଏସି ତରଫରୁ ତତ୍ପରତା,ଘଟଣା ସ୍ଥଳକୁ ଗଲେ ଅଧ୍ୟକ୍ଷା, ନିର୍ବାହୀ…

ଘୁ. ଉଦୟଗିରି : କାଳବୈଶାଖୀ ବର୍ଷାର ପ୍ରଭାବରେ ଗତକାଲି ସ୍ଥାନୀୟ ପରିଷଦ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ଼ ପାୱାର ହାଉସ ଛକ ଜଳାମୟ ହେବାସହ ଘରେ ଘରେ ଡ୍ରେନ ପାଣି ପଶିଯିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିଷଦ କାର୍ଯ୍ୟାଳୟରେ ଅଭିଯୋଗ ପରେ ବିଭାଗୀୟ
Read More...

ଆଶିଷ ଈଶ୍ୱର ପାଟିଲ କନ୍ଧମାଳର ନୂଆ ଜିଲ୍ଲାପାଳ

ଫୁଲବାଣୀ : ଆଶିଷ ଈଶ୍ୱର ପାଟିଲ କନ୍ଧମାଳର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନ ବାଲେଶ୍ୱର ଉପ-ଜିଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ଆଜି ଶ୍ରୀ ପାଟିଲଙ୍କୁ ସରକାର କନ୍ଧମାଳ ଜିଲ୍ଲାପାଳ ଭାବେ ପଦୋନ୍ନତି
Read More...

ପ୍ରଭାତ ସାହୁ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ, ଯୁକ୍ତା ଓ ଅପୂର୍ବା ରେଫରୀ ନିମନ୍ତେ ମନୋନୀତ

ଫୁଲବାଣୀ:ଚଳିତ ମାସ ଜୁନ ୨୪ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ଟାଇକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡୋ ସଙ୍ଘର ସମ୍ପାଦକ ତଥା ଅନ୍ତର୍ଜାତୀୟ କୋଚ ଏବଂ ଓଡିଶା ଟାଇକୋଣ୍ଡୋ ସଂଘର ସଦସ୍ୟ ପ୍ରଭାତ କୁମାର ସାହୁଙ୍କୁ ସମ୍ପୂର୍ଣ୍ଣ ଖେଳର ନିର୍ଦ୍ଦେଶକ ଭାବେ ମନୋନୀତ
Read More...