ଇଂଲଣ୍ଡ ଗସ୍ତରେ ଗଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିଛି । ଦଳର ଖେଳାଳିଙ୍କ ଚିତ୍ର ସେୟାର କରି ବିସିସିଆଇ ଏ ବିଷୟରେ ସୂଚନା ଦେଇଛି । ତେବେ ସେହି ସେହି ଚିତ୍ରରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଦୃଶ୍ୟମାନ ହେଉନାହାଁନ୍ତି । ରୋହିତ ଶର୍ମାଙ୍କ ବ୍ୟତୀତ ସମସ୍ତ ଖେଳାଳି ଚିତ୍ରରେ
Read More...

ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ଓ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ପାଳିତ

ରାଇକିଆ :ଠିକ ଆଜିର ଦିନ ୨ ବର୍ଷ ପୂର୍ବେ ଗତ ୧୬ ଜୁନ ୨୦୨୦ରେ ଗଲୱାନା ଘାଟିରେ ୧୬ ବିହାର ରେଜିମେଣ୍ଟ ଯବାନ ସ୍ୱର୍ଗତଃ ଚନ୍ଦ୍ରକାନ୍ତ ପ୍ରଧାନ ସହିଦ ହୋଇଥିଲେ । ଆଜି ତାଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଇକିଆ ତହସିଲଦାର ହରି ପ୍ରସାଦ ଭୋଇ, ରାଇକିଆ ଥାନା
Read More...

ଘଣ୍ଟାଏ ବର୍ଷାରେ ମହାରଣା ସାହି ଘରେ ଘରେ ପଶିଲା ଡ୍ରେନ ପାଣି

ଘୁ ଉଦୟଗିରି: ଘଣ୍ଟାଏ ବର୍ଷାରେ ଉବୁଟୁବୁ ଇଲେକ୍ଟ୍ରି ଅଫିସ ଛକ ଆଣ୍ଠୁଏ ଆଣ୍ଠୁଏ ପାଣି । ମହାରଣା ସାହି ଘରେ ଘରେ ପସିଲା ଡ୍ରେନ ପାଣି । ଆଜି ଘୁ. ଉଦୟଗିରି ସହରରେ ଦିନ ପ୍ରାୟ ୧୨.୩୦ ରୁ ଆରମ୍ଭ ହେଲା କାଳବୈଶାଖୀ ବର୍ଷା, ପବନ ସହ ବିଜୁଳୀ ଘଡ଼ଘଡ଼ି । କାଳବୈଶାଖୀର ତାଣ୍ଡବରେ ଆଜି ସ୍ଥାନୀୟ
Read More...

ସୋନପୁର ଉପ-ଜିଲ୍ଲାପାଳ ଭାବେ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଯୋଗଦାନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ଉପ ଜିଲ୍ଲାପାଳ ଭାବେ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦାନ କରି ପୂର୍ବତନ ଉପ ଜିଲ୍ଲାପାଳ ନିହାର ରଞ୍ଜନ କଁହରଙ୍କ ଠାରୁ ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର
Read More...

ଆଇଏଏସ ସ୍ତରରେ ଅଦଳବଦଳ,କୁଳାଙ୍ଗେ ବିଜୟ ଅମୃତ ବିଏମସି ନୂଆ କମିଶନର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲପାଳ କୁଳାଙ୍ଗେ ବିଜୟ ଅମୃତଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଅବସ୍ଥାପିତ କରାଯାଇଛି ।
Read More...

ପ୍ରଗତି ମହିଳା ସଂଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ରଜ ମଉଜ ପାଳନ

ପାରଳାଖେମୁଣ୍ଡି,:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ୟୁ ଟେକ କମ୍ପ୍ୟୁଟର ଏଜୁକେସନ ପରିସରରେ ରଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ସଭ୍ୟତା ଯେତେ ପ୍ରଗତି ପଥରେ ଅଗ୍ରସର ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଆମର ନୈତିକ କର୍ତ୍ତବ୍ୟ ବୋଲି
Read More...

ଦିବ୍ୟ ଜୀବନ ସଂଘ ଶାଖାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ଗଞ୍ଜାମ/ବ୍ରହ୍ମପୁର: ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ଆଶ୍ରମ ପରିସରରେ ପବିତ୍ର ରଜସଂକ୍ରାନ୍ତି ଅବସରରେ ୧୦୮' ହନୁମାନ ଚାଳିଶା ପାଠ ଓ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିବ୍ୟ ଜୀବନ ସଂଘର ଅରୁଣ କୁମାର ଦାସ ଓ ସିପୁ ଭାଇ ଯୋଗଦାନ କରି ସ୍ୱାମୀ ଶିବାନନ୍ଦ
Read More...

ନାହିଁ ଡ୍ରେନେଜ ବ୍ୟବସ୍ଥା, ରାଜରାସ୍ତାରେ ନର୍ଦ୍ଦମା ପାଣି

ଦଶପଲ୍ଲା: ଦଶପଲ୍ଲା ରାଜବାଟି ଠାରୁ ମେଡିକାଲ୍‌ ଛକ ସ୍ଥିତ ମହାବୀର ତୋରଣ ପର୍ଯ୍ୟନ୍ତ ଦଶପଲ୍ଲାର ଏହି ପ୍ରମୁଖ ରାସ୍ତା ଏବେ ନର୍ଦ୍ଦମା ପାଣିରେ ଉବୁଟୁବୁ । ଏହି ରାସ୍ତା ମହାବୀର କ୍ଷତ୍ରର ମୁଖ୍ୟ ରାସ୍ତା ହୋଇଥିଲାବେଳେଏହାର ସୁରକ୍ଷା ପାଇଁ ସତେ ଯେମିତି ବିଭାଗୀୟ ଅଧିକାରୀଙ୍କ ନିଘା ନଥିବା
Read More...

ଉଦଯାପିତ ହେଲା କଣ୍ଟାମାଳ ଲୋକକଳା ମହୋତ୍ସବ

କଣ୍ଟାମାଳ:ମହାମାରୀ କରୋନା ଯୋଗୁଁ ଗତଦୁଇ ବର୍ଷ ହେଲା ବନ୍ଦ ହୋଇ ଯାଇଥିବା ମହୋତ୍ସବ ଗତ ୧୩ ତାରିଖରୁ ପୁନର୍ବାର କଣ୍ଟାମାଳଠାରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ୧୭ ତମ ଲୋକ କଳା ମହୋତ୍ସବ ଓଡିଶାର ସୁନାମଧନ୍ୟ ସାଂସ୍କୃତି ଦଳକୁ ନେଇ ପୁଣିଥରେ ଲୋକ ନୃତ୍ୟ, ଲୋକ ଗୀତ, ଲୋକ ବାଦ୍ୟକୁ ନେଇ
Read More...

ସାମ୍ବାଦିକଙ୍କ ପିତା ନିଖୋଜ

ବାଲିଗୁଡା: ଦୈନିକ ହୀରାଞ୍ଚଳର ବାଲିଗୁଡା ପ୍ରତିନିଧି ବିପ୍ରଚରଣ ସାହୁଙ୍କ ପିତା ବନମାଳୀ ସାହୁ(୭୭) ଆଜକୁ ୬ ଦିନ ହେଲା ନିଖୋଜ ହୋଇଯାଇଛନ୍ତି । ବ୍ୟାପକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନାହିଁ । ସେ ଭୁବନେଶ୍ୱରର ଡୁମୁଡୁମାରେ ତାଙ୍କର ସାନପୁଅଙ୍କ ଘରେ ରହୁଥିଲେ । ଶନିବାର
Read More...