ଘୁ ଉଦୟଗିରି ଷ୍ଟାଡିୟମଠାରେ ଏନ୍ଏ ସି ଅଧ୍ୟକ୍ଷାଙ୍କ ଦ୍ୱାରା ପାନୀୟ ଜଳର ବ୍ୟବସ୍ଥା
ଘୁ ଉଦୟଗିରି:୧୯ ବର୍ଷରୁ କମ ବୟସର ବାଳକମାନଙ୍କର ଡବଲ ୱିକେଟ କ୍ରିକେଟ୍ ଜିଲ୍ଲାସ୍ତରୀୟ ଦଳ ପାଇଁ ଖେଳାଳି ଚୟନ ଶିବିରକୁ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରାମତୀ ଭାନୁପ୍ରଭା ମିଶ୍ର ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ଜିଲ୍ଲାର ବାଲିଗୁଡା, ରାଇକିଆ, ତୁମୁଡ଼ିବନ୍ଧ,!-->…
Read More...
Read More...